ଆସନ୍ତାକାଲି ଦିନିକିଆ ଅନୁଗୁଳ ଓ ଢେଙ୍କାନାଳ ଗସ୍ତରେ ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମାଘ ମେଳାରେ ଦେବେ ଯୋଗ
ଅନୁଗୁଳ: କେନ୍ଦ୍ର ଶିକ୍ଷା ଦକ୍ଷତା ବିକାଶ ଓ ଉଦ୍ୟମିତା ବିଭାଗ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ଦିନିକିଆ ଗସ୍ତରେ ଅନୁଗୁଳ ଓ ଢେଙ୍କାନାଳ ଆସୁଛନ୍ତି। ସେ ସକାଳ ୮ ଟାରେ ଭୁବନେଶ୍ୱରରୁ ବାହାରି ୧୧ଟା ବେଳେ ଅନୁଗୁଳ ଅଙ୍ଗାରବନ୍ଧ ମହିମା ଗାଦିରେ…
