ବାଜି ରାଉତ କପ ଫୁଟବଲ: ଫାଇନାଲରେ ଗୋଆ ଓ ରାଜସ୍ଥାନ
ଅନୁଗୁଳ: ସ୍ଥାନୀୟ କଦମ ପଡ଼ିଆ ଠାରେ ଚାଲିଥିବା ବାଜି ରାଉତ କପ ଫୁଟବଲ ଟୁର୍ଣ୍ଣାମେଣ୍ଟ ଦୁଇଟି ସେମିଫାଇନାଲ ମ୍ୟାଚ ଆଜି ଅନୁଷ୍ଠିତ ହୋଯାଇଛି। ପ୍ରଥମ ମ୍ୟାଚରେ ଗୋଆର ଚର୍ଚ୍ଚିଲ ବ୍ରଦର୍ସ ମୁମ୍ବାଇ ଫୁଟବଲ କ୍ଲବକୁ ୫-୧ ଗୋଲରେ ପରାସ୍ତ କରି ସହଜରେ…
ଅନୁଗୁଳ: ସ୍ଥାନୀୟ କଦମ ପଡ଼ିଆ ଠାରେ ଚାଲିଥିବା ବାଜି ରାଉତ କପ ଫୁଟବଲ ଟୁର୍ଣ୍ଣାମେଣ୍ଟ ଦୁଇଟି ସେମିଫାଇନାଲ ମ୍ୟାଚ ଆଜି ଅନୁଷ୍ଠିତ ହୋଯାଇଛି। ପ୍ରଥମ ମ୍ୟାଚରେ ଗୋଆର ଚର୍ଚ୍ଚିଲ ବ୍ରଦର୍ସ ମୁମ୍ବାଇ ଫୁଟବଲ କ୍ଲବକୁ ୫-୧ ଗୋଲରେ ପରାସ୍ତ କରି ସହଜରେ…
ଅନୁଗୁଳ: ଅନୁଗୁଳ ସହରର ଲକ୍ଷ୍ମୀବଜାର ଅଞ୍ଚଳରୁ ଏକ ଭ୍ୟାନର ବ୍ୟାଟେରୀ ଚୋରି ଅଭିଯୋଗରେ ପୋଲିସ ୩ ଜଣ ଯୁବକଙ୍କୁ ଗିରଫକରି କୋର୍ଟ ଚାଳଶଣ କରିଛି। ସୂଚନା ଯେ, ଲକ୍ଷ୍ମୀବଜାରର ଶୁଭମ୍ ତୁଲସିଆନଙ୍କ ଏକ ଭ୍ୟାନ(ଓଡି ୧୯ପି- ୮୦୧୪)ଟି ତାଙ୍କ ଘର ସାମ୍ନାରେ…
ଅନୁଗୁଳ: ରୋଡ ରୋମିଓଙ୍କୁ ଆଉ ନିସ୍ତାର ନାହିଁ। ରାସ୍ତାରେ ଯୁବତୀଙ୍କୁ କମେଣ୍ଟ କରୁଥିବା ୬ ଜଣ ରୋଡ୍ ରୋମିଓଙ୍କୁ ଆଜି ରାତି ପ୍ରାୟ ୯ଟା ବେଳେ ସ୍ଥାନୀୟ ପୋଲିସ ଉଠାଇ ନେଇଛି। ସୂଚନା ମୁତାବକ, ଆଜି ବିଳମ୍ବିତ ରାତିରେ ଅନୁଗୁଳ ଶଙ୍କର…
ଅନୁଗୁଳ: ସବୁବେଳେ ଦାୟିତ୍ୱରେ ଅବହେଳା ପାଇଁ ବିବାଦ ଘେରରେ ଥିବା ଅନୁଗୁଳ ମେଡିକାଲରୁ ଗତ ଶୁକ୍ରବାର ସନ୍ଧ୍ୟାରେ ଆଉ ଜଣେ ରୋଗୀ ପଳାଇ ଥିବା ଜଣା ପଡ଼ିଛି। ମେଲ ମେଡ଼ିସିନ ୱାର୍ଡରେ ଥିବା ଏହି ଅଜଣା ରୋଗୀ ଯାହାର କେହି ସହାୟକ…
ତାଳଚେର : ୪୮ତମ କୋଲ ଇଣ୍ଡିଆ ପ୍ରତିଷ୍ଠା ଦିବସରେ ସୁରକ୍ଷା, ସିଏସଆର, ବିକାଶ ଏବଂ ସ୍ୱଚ୍ଛତା ଆଦିରେ ଉତ୍ତମ ଯୋଗଦାନ ପାଇଁ ମହାନଦୀ କୋଲଫିଲ୍ଡସ ଲିଃ (ଏମସିଏଲ) ପୁରସ୍କୃତ ହୋଇଛି। କୋଲକାତାରେ ଆୟୋଜିତ ଏକ ଭବ୍ୟ ସମାରୋହରେ କେନ୍ଦ୍ର କୋଇଲା, ଖଣି…
ଅନୁଗୁଳ: ଅଙ୍ଗନବାଡି କେନ୍ଦ୍ର ପାଇଁ ଆସୁଥିବା ଚାଉଳ ଯୋଗାଣରେ ହେରାଫେରି ଅଭିଯୋଗରେ ଦୁଇ ଜଣ ଟ୍ରାନ୍ସପୋର୍ଟ ଏଜେଣ୍ଟଙ୍କ ବିରୁଦ୍ଧରେ ଅନୁଗୁଳ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ କରିଛନ୍ତି ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ। ମିଳିଥିବା ସୂଚନା ଅନୁସାରେ ୨୦୧୬-୧୭ ଓ ୨୦୧୮-୧୯…
ଅନୁଗୁଳ: ଆଜି ଅନୁଗୁଳ ଟ୍ରକ ମାଲିକ ସଂଘର ଜେନେରାଲ ବଡି ମିଟିଂ ଅନୁଷ୍ଠିତ ହୋଇଯାଇଛି। ପ୍ରଶାସନର ନିର୍ଦେଶରେ ହୋଇଥିବା ଏହି ସ୍ୱତନ୍ତ୍ର ବୈଠକ ବେଶ ହୁଲସ୍ତୁଲ ହୋଇଥିଲା। ବୈଠକ ପାଇଁ ସଭାପତି ଓ ସମ୍ପାଦଙ୍କ ଗୋଷ୍ଠୀ ଅଲଗା ବୈଠକ କରି ରଣନୀତି…
ଅନୁଗୁଳ: ସ୍ଥାନୀୟ କଦମ ପଡ଼ିଆ ଠାରେ ବାଜି ରାଉତ କପ ଜାତୀୟ ଫୁଟବଲ ପ୍ରତିଯୋଗୀତା ତିନୋଟି କ୍ୱାଟରଫାଇନାଲ ମ୍ୟାଚ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଆଜି ଅନୁଷ୍ଠିତ ମ୍ୟାଚରେ ଅନୁଗୁଳର ଅତିରିକ୍ତ ଜିଲ୍ଲାପାଳ ରଜନୀକାନ୍ତ ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ…
ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକର ବିଭିନ୍ନ ଅଞ୍ଚଳକୁ ଦିନିକିଆ ଗସ୍ତ କରି ସରକାରଙ୍କ ବହୁ ପ୍ରକଳ୍ପର ପରିଦର୍ଶନ କରିଛନ୍ତି ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଡି. ବୃନ୍ଦା। ନିର୍ଦ୍ଦେଶିକା ପ୍ରଥମେ ନିଶା ପଞ୍ଚାୟତର ମିଶନ ଶକ୍ତି ଗୃହ ପରିଦର୍ଶନ କରିଥିଲେ।…
ଆଠମଲ୍ଲିକ : ଦୁଇ ଦୁଇ ଥର ଉଦଘାଟନ ହେଲା ଗୋଟିଏ କୋଠ ଘର। ପ୍ରଥମେ ଏନଏସି ଅଧ୍ୟକ୍ଷା ଆସି ଥରେ ଫିତା କାଟିଲେ ଆଉ ଆଜି ୨ ମାସ ପରେ ପୁଣିଥରେ ବିଧାୟକ ନୂଆ ଫଳକ ଲଗାଇ କୋଠ ଘରକୁ ଉଦଘାଟନ…