ସବୁ କାରଖାନା କରିବେ ରାସ୍ତା ମରାମତି: ଉପଜିଲ୍ଲାପାଳଙ୍କ ପ୍ରତିଶ୍ରୁତି ପରେ ଆସନ୍ତା ୫ ରେ ବିଜେପି ପକ୍ଷରୁ ଦିଆଯାଇଥିବା ବନ୍ଦ ଡାକରା ସ୍ଥଗିତ
ତାଳଚେର : ଉପଜିଲ୍ଲାପାଳଙ୍କ ଅନୁରୋଧ ପରେ ବିଜେପି ପକ୍ଷରୁ ଆସନ୍ତା ୫ ତାରିଖରେ ଦିଆଯାଇଥିବା ବନ୍ଦ ଡାକରା ସ୍ଥଗିତ ରହିଛି। ଏହି ପରିପ୍ରେକ୍ଷୀରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା।ବୈଠକରେ ଗୋଡ଼ିବନ୍ଧ-କଣିହାଁ ୫୩ ନମ୍ବର ଜାତୀୟ ରାଜପଥର ଦୂରବସ୍ଥା ନେଇ…
