କ୍ରୀଡା ଦିବସରେ ଶିଷ୍ୟଙ୍କୁ ସମ୍ବର୍ଦ୍ଧିତ କଲେ ଗୁରୁ
ଅନୁଗୁଳ: ଜାତୀୟ କ୍ରୀଡା ଦିବସରେ ଜିଲ୍ଲା ପ୍ରଶାସନ ଶୋଇ ପଡିଥିବାବେଳେ ଗୁରୁ ଶିଷ୍ୟ ମାନକୁ ଡାକି ସମ୍ବର୍ଦ୍ଧିତ କରିବା ବେଶ ଚର୍ଚ୍ଚାର ବିଷୟ ହୋଇଛି। ହକି ଯାଦୁକର ମେଜର ଧ୍ୟାନଚାନ୍ଦଙ୍କ ଜନ୍ମ ଦିବସକୁ ଆମ ଦେଶରେ ଜାତୀୟ କ୍ରୀଡା ଦିବସ ରୂପେ…
ଅନୁଗୁଳ: ଜାତୀୟ କ୍ରୀଡା ଦିବସରେ ଜିଲ୍ଲା ପ୍ରଶାସନ ଶୋଇ ପଡିଥିବାବେଳେ ଗୁରୁ ଶିଷ୍ୟ ମାନକୁ ଡାକି ସମ୍ବର୍ଦ୍ଧିତ କରିବା ବେଶ ଚର୍ଚ୍ଚାର ବିଷୟ ହୋଇଛି। ହକି ଯାଦୁକର ମେଜର ଧ୍ୟାନଚାନ୍ଦଙ୍କ ଜନ୍ମ ଦିବସକୁ ଆମ ଦେଶରେ ଜାତୀୟ କ୍ରୀଡା ଦିବସ ରୂପେ…
ଅନୁଗୁଳ: ତିନି ଦିନ ତଳେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆସି ଜଣେ ମହିଳା ରୋଗୀ ନିଖୋଜ ହୋଇଯାଇଥିବା ଜଣାପଡିଛି।ଖଲାରି ଗାଁ ର ସ୍ବର୍ଗତ ବସନ୍ତ ନଏକଙ୍କ ସ୍ତ୍ରୀ ବିଦୁଲତା ନାଏକ ଗତ ୨୬ ତାରିଖ ଅପରାହ୍ନରେ ଗୋଡ଼ରେ ହୋଇଥିବା ଏକ…
ଅନୁଗୁଳୁ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ଏନ୍ଟିପିସି ଥାନା ଗଦାସିଳା ଗ୍ରାମର ଏକ ତେଜରାତି ଦୋକାନରେ କୋଡିନ ମିଶ୍ରିତ କଫ ସିରପ ବେଆଇନ୍ ଭାବରେ ବିକ୍ରି ହେଉଥିବାର ଖବର ପାଇ ଶନିବାର ଏନ୍ଟିପିସି ପୁଲିସ୍ ସଂପୃକ୍ତ ଦୋକାନରେ ଚଢାଉ କରିଥିଲା ଚଢାଉ…
ଅନୁଗୁଳୁ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ବଡ଼ତ୍ରିବିଡ଼ା ପଞ୍ଚାୟତ ବାରିହାପୁର ଗାଁର ଜଳତାପ କୋଲ ବ୍ଲକରେ କୋଇଲା ଖୋଳା ସର୍ଭେକୁ ଗ୍ରାମବାସୀ ବିରୋଧ କରିଛନ୍ତି। ଏନେଇ କମ୍ପାନି ପକ୍ଷରୁ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି।…
ଅନୁଗୁଳ: ରାତିରେ ଘରେ ପଶି ମହିଳାଙ୍କୁ ବଳାକାର ଉଦ୍ୟମ ଅଭିଯୋଗରେ ପୁଲିସ ଜଣେ ଠିକାଭିଭିରେ ନିଯୁକ୍ତି ପାଇଥିବା ସବ୍ଇନ୍ସିପେକ୍ଟରଙ୍କୁ ଗିରଫ କରିଛି। ଗିରଫ ପୁଲିସ କର୍ମଚାରୀ ହେଲେ ନୀଳମଣି ମହାନ୍ତି। ତାଙ୍କ ଘର ତାଳଚେର ଥାନା କଙ୍କିଳି ଗ୍ରାମରେ ବୋଲି ଜଣାପଡ଼ିଛି।ପୁଲିସ…
ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ଖୋଲାମୁହଁ କୋଇଲା ଖଣିରେ ବୁଧବାର ଠାରୁ କୋଇଲା ପରିବହନରେ ଲାଗୁ ହେବାକୁ ଥିବା‘ଫାଷ୍ଟ କମ୍ ଫାଷ୍ଟ ସର୍ଭିସ’କୁ ସ୍ଥାନୀୟ କ୍ଷତିଗ୍ରସ୍ତ ପ୍ରଜା ବିରୋଧ କରିଛନ୍ତି। ଫଳରେ ଟ୍ରାଏଲରେ ହେବାକୁ ଥିବା କୋଇଲା ପରିବହନ ବନ୍ଦ ରହିଛି।…
ଅନୁଗୁଳ: ଅନୁଗୁଳ ଜିଲ୍ଲା ଅବକାରୀ ବିଭାଗକୁ ବୁଧବାର ଏକ ବଡ଼ ସଫଳତା ମିଳିଛି । ନାଲ୍କୋ ଥାନା ଇଲାକା ଗିରଙ୍ଗରେ ଚଢ଼ଉ କରି ୧୦ ଗ୍ରାମ୍ ବ୍ରାଉନ୍ସୁଗର ଜବତ କରାଯାଇଛି। ଏହି ବେଆଇନ୍ କାରବାର କରୁଥିବା ଜଣେ ମହିଳାଙ୍କୁ ଗିରଫ କରାଯାଇଛି।…
ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ପାତ୍ରପଡା ଗାଁର ଜଣେ ପତ୍ନୀହନ୍ତାଙ୍କୁ ଜିଲ୍ଲା ଦୌରା ଜଜ୍ଙ୍କ ଅଦାଲତରେ ଆଜୀବନ କାରାଦଣ୍ଡାଦେଶ ମିଳିଛି। ସୂଚନା ଯେ, ୨୦୦୩ ମସିହାରେ ପାତ୍ରପଡା ଗାଁର ଶଙ୍କର ସାହୁ ଅନୁଗୁଳ ସଦର ଥାନା ଅନ୍ତର୍ଗତ କୁମଣ୍ଡ…
ଅନୁଗୁଳ: ଅନୁଗୁଳ ସହରର ଅମଲାପଡ।ରେ ଜିଓ କର୍ମଚାରୀ ବିଦ୍ୟୁତ୍ ଆଘାତରେ ଗୁରୁତରଭାବେ ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ଜିଓ ଫାଇବର ଲାଇନ୍ସ ମ୍ୟାନ ମଙ୍ଗଳବାର ସନ୍ଧ୍ୟାରେ ଏକ ବିଦ୍ୟୁତ ଖୁଣ୍ଟରେ ଚଢି ଇଣ୍ଟରନେଟ ସଂଯୋଗ କରୁଥିବାବେଳେ ହଠାତ ବିଦ୍ୟୁତ ଆଘାତ ଲାଗିଥିଲା।…
ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ୍ ହଣ୍ଡପା ରେଞ୍ଜର ସୋଲଣ୍ଡା ଗ୍ରାମରେ ସୋମବାର ଦିନ ୧୨ ଟି ହାତୀ ପଲ ଆସିଥିବା ବେଳେ ଅଞ୍ଚଳବାସୀ ଆତଙ୍କିତ ହୋଇପଡିଛନ୍ତି । ଗ୍ରାମବାସୀଙ୍କ କହିବା ଅନୁଯାୟୀ କିଛି ଦିନ ହେବ ହଣ୍ଡପା ରେଞ୍ଜରେ ୧୨…