ଏନଏଚ ସଂପ୍ରସାରଣ କାର୍ଯ୍ୟର ସମୀକ୍ଷା କଲେ ଉପବାଚସ୍ପତି କାର୍ଯ୍ୟ, ମନ୍ଥରତାକୁ ନେଇ ଅସନ୍ତୋଷ

ଅନୁଗୁଳ: ଓଡ଼ିଶା ବିଧାନସଭାର ଉପବାଚସ୍ପତି ତଥା ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂହ ଶୁକ୍ରବାର ଜାତୀୟ ରାଜପଥ ସଂପ୍ରସାରଣ କାର୍ଯ୍ୟର ସମୀକ୍ଷା କରି ମନ୍ଥର ଗତିକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି । ଅନୁଗୁଳ ଜିଲ୍ଲା ଦେଇ ଯାଇଥିବା ୫୫ ନମ୍ବର ଓ…

Continue Readingଏନଏଚ ସଂପ୍ରସାରଣ କାର୍ଯ୍ୟର ସମୀକ୍ଷା କଲେ ଉପବାଚସ୍ପତି କାର୍ଯ୍ୟ, ମନ୍ଥରତାକୁ ନେଇ ଅସନ୍ତୋଷ

ଆସନ୍ତା କାଲି ରେଙ୍ଗାଳି ବନ୍ଧ ଉପରେ ଯାତାୟାତ ବନ୍ଦ

ଅନୁଗୁଳ: କଣିହାଁ ବ୍ଲକ୍ ରେଙ୍ଗାଳି ବନ୍ଧ ଉପର ରାସ୍ତାରେ ଚଳିତ ମାସ ୩ ତାରିଖରେ ଯାତାୟାତ ଉପରେ କଟକଣା ଜାରି କରାଯାଇଛି । ମରାମତି ପାଇଁ ୧୦ ଘଣ୍ଟା ଧରି ଡ୍ୟାମ୍ ରାସ୍ତା ବନ୍ଦ ରଖାଯିବାକୁ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି ।…

Continue Readingଆସନ୍ତା କାଲି ରେଙ୍ଗାଳି ବନ୍ଧ ଉପରେ ଯାତାୟାତ ବନ୍ଦ

ଅନୁଗୁଳ ଜିଲ୍ଲା ସ୍ତରୀୟ ଉତ୍କଳ ଦିବସ ଓ ଜିଲ୍ଲା ପ୍ରତିଷ୍ଠା ଦିବସ

ଅନୁଗୁଳ: ଅନୁଗୁଳ ଜିଲ୍ଲାସ୍ତରୀୟ ଉତ୍କଳ ଦିବସ ଓ ଜିଲ୍ଲା ପ୍ରତିଷ୍ଠା ଦିବସ ଗୁରୁବାର ପାଳିତ ହୋଇଯାଇଛି । ଜିଲ୍ଲା ପରିଷଦ ଅଧ୍ୟକ୍ଷା ବାସନ୍ତୀ କିଷାନ, ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ଶତପଥୀ, ସନ୍ତୋଷ କୁମାର ପ୍ରଧାନ,…

Continue Readingଅନୁଗୁଳ ଜିଲ୍ଲା ସ୍ତରୀୟ ଉତ୍କଳ ଦିବସ ଓ ଜିଲ୍ଲା ପ୍ରତିଷ୍ଠା ଦିବସ

ନକଲି ବିଦେଶୀ ମଦ କାରଖାନାରେ ଅବକାରୀ ଚଢ଼ାଉ

ଅନୁଗୁଳ‌: ଅନୁଗୁଳ ଜିଲ୍ଲା ଅବକାରୀ ବିଭାଗ ଦ୍ୱାରା ଗୁରୁବାର ସକାଳେ ଅନୁଗୁଳ ସଦର ଥାନା ଅନ୍ତର୍ଗତ ପଞ୍ଚମହଲାଠାରେ ଥିବା ଏକ ନକଲି ବିଦେଶୀ ମଦ କାରଖାନାରେ ଚଢ଼ାଉ କରାଯାଇଛି । ଏଠାରେ ସ୍ପିରିଟରେ ରଙ୍ଗ ଓ ଫ୍ଲେଭର ଦିଆଯାଇ ବିଭିନ୍ନ ବ୍ରାଣ୍ଡର…

Continue Readingନକଲି ବିଦେଶୀ ମଦ କାରଖାନାରେ ଅବକାରୀ ଚଢ଼ାଉ

ଅନୁଗୁଳରେ ଆରମ୍ଭ ହେଲା ‘ମୋ ୱାର୍ଡ’

ଅନୁଗୁଳ: ଜଳ ସମସ୍ୟା ହେଉ କି ପରିମଳ ସମସ୍ୟା, ଏଣିକି ପୌର କାର୍ଯ୍ୟାଳୟକୁ ଲୋକଙ୍କୁ ଦୌଡ଼ିବାକୁ ପଡ଼ିବନି । ପୌରପାଳିକା ଓ ଜନସାଧାରଣଙ୍କ ମଧ୍ୟରେ ଦୂରତା କମାଇବା ପାଇଁ ମହତ୍ୱାକାଂକ୍ଷୀ ଯୋଜନା ‘ମୋ ୱାର୍ଡ' ଆରମ୍ଭ ହୋଇଛି । ଏହି ଯୋଜନାରେ…

Continue Readingଅନୁଗୁଳରେ ଆରମ୍ଭ ହେଲା ‘ମୋ ୱାର୍ଡ’

୬ ମାସରେ ୭୦ ପ୍ରତିଶତ ବଢିଲାଣି ଖାଇବାତେଲ

ଅନୁଗୁଳ: ଖାଉଟୀଙ୍କ ଉପରେ ଏବେ ଖାଇବା ତେଲର ମହଙ୍ଗାମାଡ଼ ପଡିଛି। ୬ ମାସ ଭିତରେ ୭୦ ପ୍ରତିଶତ ମହଙ୍ଗା ହେଲାଣି ଖାଇବା ତେଲ। ଏ ପ୍ରସଙ୍ଗ ଏବେ ରୋଷେଇ ଶାଳରୁ ଆସି ପହଞ୍ଚିଛି ବିଧାନସଭାରେ। ଖାଲି ପହଞ୍ଚିନି, ସରଗରମ ହୋଇଛି ଆଲୋଚନା।…

Continue Reading୬ ମାସରେ ୭୦ ପ୍ରତିଶତ ବଢିଲାଣି ଖାଇବାତେଲ

ଅଳିଆ ଜାଳି ଫସିଲେ ବ୍ୟବସାୟୀ ୫ ହଜାର ଜରିମାନା

ଅନୁଗୁଳ: ଅନୁଗୁଳ ବସଷ୍ଟାଣ୍ଡ ହନୁମାନ ମନ୍ଦିର ନିକଟରେ ଥିବା ଏକ ଅଣ୍ଡା ବ୍ୟବସାୟୀ ଅଳିଆରେ ନିଆଁ ଲଗାଇ ଜରିମାନା ଗଣିଛନ୍ତି । ଏଥିସହିତ ତାଙ୍କ ଦୋକାନ ଆଗାମୀ ୫ ଦିନ ପାଇଁ ବନ୍ଦ କରିବାକୁ ପୌର ନିର୍ବାହୀ ଅଧିକାରୀ ନିର୍ଦ୍ଦେଶ ଦେଇଛନ୍ତି…

Continue Readingଅଳିଆ ଜାଳି ଫସିଲେ ବ୍ୟବସାୟୀ ୫ ହଜାର ଜରିମାନା

ରାଜ୍ୟରେ ଉପରମୁହାଁ ପାରଦ, ୪୦ ଡିଗ୍ରି ଉପରେ ୧୪ ଜିଲ୍ଲା

ଅନୁଗୁଳ : ରାଜ୍ୟରେ ଉପରମୁହାଁ ପାରଦ । ପ୍ରବଳ ତାତିରେ ସିଝୁଛି ଓଡ଼ିଶା । ସୋମବାର ରାଜ୍ୟର ଅଧିକାଂଶ ଜିଲ୍ଲାରେ ତାପମାତ୍ରା ବଢ଼ିଥିବା ବେଳେ, ଲୋକେ ହୋଇଛନ୍ତି ହନ୍ତସନ୍ତ । ପାଣିପାଗ ବିଭାଗର ସୂଚନା ଅନୁସାରେ, ଆଜି ୪୦ ଡିଗ୍ରି ଉପରେ…

Continue Readingରାଜ୍ୟରେ ଉପରମୁହାଁ ପାରଦ, ୪୦ ଡିଗ୍ରି ଉପରେ ୧୪ ଜିଲ୍ଲା

ଅନୁଗୁଳ ଓକିଲ ସଂଘର ନିର୍ବାଚନ, ଦିଲ୍ଲୀପ ସଭାପତି, ସୋମନାଥ ସମ୍ପାଦକ

ଅନୁଗୁଳ: ଅନୁଗୁଳ ଓକିଲ ସଂଘର ବାର୍ଷିକ ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଛି। ସଂଘର ମୋଟ୍ ୪୪୮ ଜଣ ସଭ୍ୟ ମତାଧିକାର ସାବ୍ୟସ୍ତ କରିଥିବା ବେଳେ ସଭାପତି ଭାବେ ଦିଲ୍ଲୀପ କୁମାର ସାହୁ ଓ ସମ୍ପାଦକ ଭାବେ ସୋମନାଥ ରାଉତ ପୁନର୍ବାର ବିଜୟୀ…

Continue Readingଅନୁଗୁଳ ଓକିଲ ସଂଘର ନିର୍ବାଚନ, ଦିଲ୍ଲୀପ ସଭାପତି, ସୋମନାଥ ସମ୍ପାଦକ

ମହିଳାଙ୍କୁ କିରାସିନି ଢାଳି ହତ୍ୟା ମାମଲା, ହତ୍ୟାକାରୀକୁ ଆଜୀବନ କାରାଦଣ୍ଡ

ଅନୁଗୁଳ: ଛଅ ବର୍ଷ ତଳେ ଜଣେ ମହିଳାଙ୍କୁ କିରାସିନି ଢାଳି ହତ୍ୟା କରିବା ମାମଲାର ରାୟ ଗୁରୁବାର ଅନୁଗୁଳ ଜିଲ୍ଲା ଓ ଦୌରା ଜଜ୍ କୋର୍ଟରେ ପ୍ରକାଶ ପାଇଛି । ଜିଲ୍ଲା ଓ ଦୌରା ଜଜ୍ ଅଶାନ୍ତ କୁମାର ଦାଶ ମାମଲାର…

Continue Readingମହିଳାଙ୍କୁ କିରାସିନି ଢାଳି ହତ୍ୟା ମାମଲା, ହତ୍ୟାକାରୀକୁ ଆଜୀବନ କାରାଦଣ୍ଡ