ଅପରାଧ ଉପରମୁହାଁ: ବସଷ୍ଟାଣ୍ଡରେ ବୁଲିଲା ଭୁଜାଲି

ଅନୁଗୁଳ: ଅନୁଗୁଳ ବସଷ୍ଟାଣ୍ଡ ସ୍ଥିତ ବିମଳ ଜଳଖିଆ ଦୋକାନରେ କାରବାର ଚାଲିଥିବା ବେଳେ ଶୁକ୍ରବାର ଅପରାହ୍ନ ପ୍ରାୟ ୪ଟା ସମୟରେ ଦୁଇଜଣ ଦୁର୍ବୃତ୍ତ ଏକ ଧଳା ରଙ୍ଗର କାରରେ ଆସି ସେଠାରେ ପହଞ୍ଚି ଥିଲେ। ସେ ଦୁହେଁ ଜଳଖିଆ ଓ ମିଠା…

Continue Readingଅପରାଧ ଉପରମୁହାଁ: ବସଷ୍ଟାଣ୍ଡରେ ବୁଲିଲା ଭୁଜାଲି

୨୦୦୦ ଟଙ୍କିଆ ନୋଟ ସଂଖ୍ୟା ହ୍ରାସ

ଅନୁଗୁଳ: ବଜାରରେ ୨୦୦୦ ଟଙ୍କିଆ ନୋଟ୍ ସଂଖ୍ୟା ହ୍ରାସ ପାଇଛି । ଏହା ବର୍ତ୍ତମାନ ୨୨୩.୩ କୋଟିକୁ ଖସି ଆସିଛି । ବଜାରରେ ଉପଲବ୍ଧ ଥିବା ମୋଟ ବ୍ୟାଙ୍କ ନୋଟଗୁଡିକ ମଧ୍ୟରେ ୨୦୦୦ ଟଙ୍କିଆ ନୋଟ୍ର ଭାଗ ୧.୭୫% ରହିଛି, ଯାହାକି…

Continue Reading୨୦୦୦ ଟଙ୍କିଆ ନୋଟ ସଂଖ୍ୟା ହ୍ରାସ

ବାୟୁସେନା ହେଲିକପ୍ଟର ଦୁର୍ଘଟଣାରେ ଓଡ଼ିଆ ଯବାନ ରାଣା ପ୍ରତାପ ସହିଦ

ଅନୁଗୁଳ: ତାମିଲନାଡୁର କୁନ୍ନୁରଠାରେ ବୁଧବାର ବାୟୁସେନା ହେଲିକପ୍ଟର କ୍ରାସ୍‌ ଘଟଣାରେ ୧୩ ଜଣ ପ୍ରାଣ ହରାଇଥିଲେ। ସେମାନଙ୍କ ମଧ୍ୟରେ ଜଣେ ଓଡ଼ିଆ ଯବାନ ଅଛନ୍ତି। ମୃତ ଯବାନ ହେଲେ ଅନୁଗୁଳ ଜିଲ୍ଲା ତାଳଚେରର  ରାଣାପ୍ରତାପ ଦାସ । ସେ ଜୁନିଅର ୱାରେଣ୍ଟ…

Continue Readingବାୟୁସେନା ହେଲିକପ୍ଟର ଦୁର୍ଘଟଣାରେ ଓଡ଼ିଆ ଯବାନ ରାଣା ପ୍ରତାପ ସହିଦ

ପ୍ରାଥମିକ ଶିକ୍ଷକଙ୍କୁ ମିଳିଲା ପଦୋନ୍ନତି

ଅନୁଗୁଳ: ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ମୋଟ ୪୦ ହଜାର ୫୨ ଜଣ ପ୍ରାଥମିକ ଶିକ୍ଷକଙ୍କୁ ପଦୋନ୍ନତି ମିଳିଛି। ସେଥି ମଧ୍ୟରୁ ଲେବୁଲ-୫ରେ ୧୭ ହଜାର ୨୨୯ ଜଣ, ଲେବୁଲ୍-୪ରେ ୨୨ ହଜାର ୧୬୮ ଏବଂ ଲେବୁଲ୍-୩ରେ ୬୫୫…

Continue Readingପ୍ରାଥମିକ ଶିକ୍ଷକଙ୍କୁ ମିଳିଲା ପଦୋନ୍ନତି

୧୦ ଛାତ୍ରୀ କରୋନା ପଜିଟିଭ୍

ଅନୁଗୁଳ: ଛେଣ୍ଡିପଦା ବ୍ଲକ୍ ବାଲିପଟ୍ଟା ପଞ୍ଚାୟତ ହାଇସ୍କୁଲର ୧୦ ଜଣ ଛାତ୍ରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସମସ୍ତ ଛାତ୍ରୀ ବିଦ୍ୟାଳୟର ହଷ୍ଟେଲ୍‌ରେ ରହୁଥିଲେ। ଏହି ଘଟଣା ଅଭିଭାବକ ମହଲରେ ଭୟର ବାତାବରଣ ସୃଷ୍ଟି କରିଛି। ଉଭୟ ଶିକ୍ଷା ବିଭାଗ…

Continue Reading୧୦ ଛାତ୍ରୀ କରୋନା ପଜିଟିଭ୍

କ୍ଷତିଗ୍ରସ୍ତ ପ୍ରଜା ସଂଘ, ଜେଏସପିଏଲ୍ ଓ ଜିଲ୍ଲା ପ୍ରଶାସନର ବୈଠକ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଜେଏସପିଏଲ୍ ଦ୍ବାରା ଜମି ହରାଇଥିବା ଜରଡା ଗ୍ରାମବାସୀମାନଙ୍କର ବହୁବିଧ ସମସ୍ୟା ନେଇ ଶୁକ୍ରବାର ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଜରଡା ଗ୍ରାମବାସୀ ଓ ଜେଏସପିଏଲ୍ ସହିତ ତ୍ରିପାକ୍ଷିକ ଆଲୋଚନା ଜିଲ୍ଳା କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଜେଏସପିଏଲ୍ କ୍ଷତିଗ୍ରସ୍ତ…

Continue Readingକ୍ଷତିଗ୍ରସ୍ତ ପ୍ରଜା ସଂଘ, ଜେଏସପିଏଲ୍ ଓ ଜିଲ୍ଲା ପ୍ରଶାସନର ବୈଠକ

ଏମସିଏଲର ସବ୍ କମିଟି ବୈଠକ, ଥଇଥାନ ଓ ନିଯୁକ୍ତି ଉପରେ ଗୁରୁତ୍ବ

ଅନୁଗୁଳ : ଅନୁଗୁଳ ଜିଲ୍ଲାର ମହାନଦୀ କୋଲ ଫିଲ୍ଡ ଲିମିଟେଡ(ଏମସିଏଲ) ଅନ୍ତର୍ଗତ ବିଭିନ୍ନ ଖଣିରେ ବହୁ ଦିନରୁ ପଡି ରହିଥିବା ବିସ୍ଥାପନ ସମସ୍ୟାକୁ ନେଇ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ ଗୃହରେ ସବ୍ କମିଟି ବୈଠକ ଶନିବାର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ସିଦ୍ଧାର୍ଥ…

Continue Readingଏମସିଏଲର ସବ୍ କମିଟି ବୈଠକ, ଥଇଥାନ ଓ ନିଯୁକ୍ତି ଉପରେ ଗୁରୁତ୍ବ

ଶନିବାର ୧୯ ଜିଲ୍ଲାରେ ସମସ୍ତ ସ୍କୁଲ ବନ୍ଦ

ଅନୁଗୁଳ: ବାତ୍ୟା ଜୱାଦ୍ ପାଇଁ ଆସନ୍ତାକାଲି ବନ୍ଦ ରହିବ ସ୍କୁଲ । ରାଜ୍ୟର ୧୯ ଜିଲ୍ଲାରେ ଶନିବାର ସମସ୍ତ ବିଦ୍ୟାଳୟ ବନ୍ଦ ରହିବ । ବାତ୍ୟା ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ଅଛି…

Continue Readingଶନିବାର ୧୯ ଜିଲ୍ଲାରେ ସମସ୍ତ ସ୍କୁଲ ବନ୍ଦ

ଡିସେମ୍ବର ୨୩ରେ ଅନୁଗୁଳରୁ ରାଜଧାନୀ ବସ ବନ୍ଦ

ଅନୁଗୁଳ: ଅନୁଗୁଳରୁ ଭବନେଶ୍ୱର ଯାଉଥିବା ସମସ୍ତ ବସ ଆସନ୍ତା ଡିସେମ୍ବର ୨୩ ତାରିଖ ଦିନ ଚଳାଚଳ ବନ୍ଦ ରହିବ ବୋଲି ରାଜ୍ୟ ଘରୋଇ ବସ ମାଲିକ ସଂଘ ପ୍ରକାଶ କରିଛି। ଶୁକ୍ରବାର ଅନୁଗୁଳ ଜିଲ୍ଲା ଟ୍ରକ ମାଲିକ ସଂଘ ସମ୍ମିଳନୀ କକ୍ଷରେ…

Continue Readingଡିସେମ୍ବର ୨୩ରେ ଅନୁଗୁଳରୁ ରାଜଧାନୀ ବସ ବନ୍ଦ

କୋଭିଡ୍ କଟକଣା ଉଲ୍ଲଂଘନ କଲେ ଦଣ୍ଡ

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ କରୋନା ସଂକ୍ରମଣ ନିୟନ୍ତ୍ରଣ ଭିତରେ ଥିବାବେଳେ ତୃତୀୟ ଲହରର ଆଶଙ୍କା ଏବଂ ପଡୋଶୀ ଢେଙ୍କାନାଳ ଜିଲ୍ଲାରେ ହଠାତ୍ କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ଦେଖି ଅନୁଗୁଳ ସାଧାରଣ ପ୍ରଶାସନ ପକ୍ଷରୁ କଡା ଆଭିମୁଖ୍ୟ ଗ୍ରହଣ କରାଯାଉଛି। ସିଡିଏମଓ…

Continue Readingକୋଭିଡ୍ କଟକଣା ଉଲ୍ଲଂଘନ କଲେ ଦଣ୍ଡ