କାଶୀନାଥ ହତ୍ୟାକାଣ୍ଡ, ମହିଳା ଗିରଫ

ବନ୍ତଳା: ଅନୁଗୁଳ ବ୍ଲକ ତଥା ବନ୍ତଳା ହାଟବନ୍ଧ ନିକଟରେ ସ୍ଥାନୀୟ କାଶୀନାଥ ବେହେରା ଓରଫ କାଠିଆ(୩୪) ହତ୍ୟାକାଣ୍ଡର ତିନି ସପ୍ତାହ ପରେ ସଫଳତା ହାସଲ କରିଛି ବନ୍ତଳା ପୁଲିସ । ହତ୍ୟାକାଣ୍ଡରେ ସଂପୃକ୍ତି ଅଭିଯୋଗରେ ସ୍ଥାନୀୟ ଟୁନୀ ବେହେରା (୪୫) ନାମକ…

Continue Readingକାଶୀନାଥ ହତ୍ୟାକାଣ୍ଡ, ମହିଳା ଗିରଫ

ଅନୁଗୁଳ ଜିଲ୍ଲା ଚିକିତ୍ସାଳୟ, ସିକ୍ୟୁରିଟି ସଂସ୍ଥା ଚୟନରେ ଅନିୟମିତତା

ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ ଜିଲ୍ଲାର ଅନ୍ୟ ସ୍ଵାସ୍ଥ୍ୟ କେନ୍ଦ୍ର ଗୁଡିକରେ 'ନିର୍ମଳ' ଯୋଜନାରେ ସିକ୍ୟୁରିଟି ସେବା ଯୋଗାଣ ସଂସ୍ଥା ଚୟନରେ ବ୍ୟାପକ ଅନିୟମିତତା ସାଙ୍ଗକୁ ପ୍ରିୟାପ୍ରୀତି ତୋଷଣ କରାଯାଇଥିବା ପଦାକୁ ଆସିଛି। ଆବଶ୍ୟକ କାଗଜାତ୍ ନଥାଇ ବି…

Continue Readingଅନୁଗୁଳ ଜିଲ୍ଲା ଚିକିତ୍ସାଳୟ, ସିକ୍ୟୁରିଟି ସଂସ୍ଥା ଚୟନରେ ଅନିୟମିତତା

ଜେଏସ୍‌ପିଏଲରୁ ଚୋରି, ଦୁଇ ଗିରଫ

ଅନୁଗୁଳ: ନିଶା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ପ୍ଲାଣ୍ଟରୁ ଚୋରି କରିବା ଅଭିଯୋଗରେ ପୁଲିସ ଦୁଇ ଜଣଙ୍କୁ ଗିରଫ କରିଛି । ପୁଲିସ ସୂତ୍ରରୁ ପ୍ରକାଶ ଯେ, ବଡ଼କେରଜାଙ୍ଗ ଗାଁର ରିଙ୍କୁ ରାଉତ (୨୧) ଓ ପପୁଲୁ…

Continue Readingଜେଏସ୍‌ପିଏଲରୁ ଚୋରି, ଦୁଇ ଗିରଫ

୨୬ ବନ୍ଦ ଡାକରା ନେଇ ବ୍ୟବସାୟୀ ସଂଘର ବୈଠକ

ଅନୁଗୁଳ: ସର୍ବଭାରତୀୟ ବ୍ୟବସାୟୀ ସଂଘ (ସିଏଆଇଟି) ପକ୍ଷରୁ ଚଳିତ ମାସ ୨୬ ତାରିଖରେ ବନ୍ଦ ଡାକରା ପରିପ୍ରେକ୍ଷୀରେ ଅନୁଗୁଳ ବ୍ୟବସାୟୀଙ୍କର ଏକ ବୈଠକ ସ୍ଥାନୀୟ ମାରୱାଡ଼ି ଧର୍ମଶାଳାଠାରେ ଅନୁଷ୍ଠିତ ହୋଇଯାଇଛି । ବ୍ୟବସାୟୀଙ୍କ ପକ୍ଷରୁ ସିଏଆଇଟିକୁ ସମର୍ଥନ ଜଣାଇ ବନ୍ଦରେ ସାମିଲ…

Continue Reading୨୬ ବନ୍ଦ ଡାକରା ନେଇ ବ୍ୟବସାୟୀ ସଂଘର ବୈଠକ

ବସ ଧକ୍କାରେ ଯୁବକଙ୍କ ପ୍ରାଣ ଗଲା

ଅନୁଗୁଳ: ଆଜି ଅପରାହ୍ନରେ ୫୫ ନମ୍ବର ଜାତୀୟ ରାଜପଥର ଅନୁଗୁଳ ସଦର ଥାନା ମୂଷାପାପୁଲି ନିକଟରେ ମର୍ମନ୍ତୁଦ ଦୁର୍ଘଟନା ଘଟିଛି। ବାଇକ୍ ଓ ବସ୍ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍ ଚାଳକଙ୍କ ଘଟଣାସ୍ଥଳରେ ପ୍ରାଣବାୟୁ ଉଡ଼ିଯାଇଛି। ମୃତକ ନିକଟସ୍ଥ ହରିବେରେଣି ଗ୍ରାମର…

Continue Readingବସ ଧକ୍କାରେ ଯୁବକଙ୍କ ପ୍ରାଣ ଗଲା

ଡ୍ରେସ୍ ଦୋକାନୀଙ୍କୁ ସଂଘବଦ୍ଧ ଆକ୍ରମଣ

ଅନୁଗୁଳ: ବକେୟା ଟଙ୍କା ଦେଣନେଣକୁ ନେଇ ଶନିବାର ଅପରାହ୍ନରେ ଜଣେ ଡ୍ରେସ୍ ଦୋକାନୀଙ୍କୁ ସଂଘବଦ୍ଧ ଆକ୍ରମଣ ହୋଇଛି । ପ୍ରାୟ ୨୦ ଜଣ ଯୁବକ ସମ୍ପୃକ୍ତ ଦୋକାନୀଙ୍କୁ ନିର୍ଧୂମ୍ ପିଟିବା ସହ ତାଙ୍କ ବାଇକ୍ ଭାଙ୍ଗି ଦେଇଛନ୍ତି । ଲୁହାଛଡ଼ ରେ…

Continue Readingଡ୍ରେସ୍ ଦୋକାନୀଙ୍କୁ ସଂଘବଦ୍ଧ ଆକ୍ରମଣ

ଚେନ୍ ଲୁଟ୍ ଉଦ୍ୟମ ବିଫଳ, ଦୁଇ ଥାନାରେ ଅଟକ

ଅନୁଗୁଳ: ଆତଙ୍କ ଖେଳାଇଛନ୍ତି ଚେନ୍ ଲୁଟେରା । ଗତ କିଛି ଦିନ ହେଲା ଅନୁଗୁଳ ସହରରେ ଚେନ୍ ଲୁଟେରାଙ୍କ ଦୌରାତ୍ମ୍ୟ ବଢ଼ିଛି । ମାଳ ମାଳ ସିସିଟିଭି ସଙ୍ଗେ ସେମାନଙ୍କ ସମ୍ପର୍କରେ ବିନ୍ଦୁବିସର୍ଗ ଟେର୍ ପାଉନି ପୁଲିସ୍ । ସେପଟେ ପୁଲିସ୍‌କୁ…

Continue Readingଚେନ୍ ଲୁଟ୍ ଉଦ୍ୟମ ବିଫଳ, ଦୁଇ ଥାନାରେ ଅଟକ

ମହିଳାଙ୍କୁ ବ୍ଲାକମେଲିଂ, ଅଭିଯୁକ୍ତ ଗିରଫ

ଅନୁଗୁଳ: ମହିଳାଙ୍କୁ ବ୍ଲାକମେଲିଂ କରି ଟଙ୍କା ମାଗିବା ଅଭିଯୋଗରେ ଅନୁଗୁଳ ଥାନା ପୁଲିସ୍ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ନିଶା ଶିଳ୍ପାଞ୍ଚଳ ଥାନା ଇଲାକା ସାନକେରେଜାଙ୍ଗ ଗ୍ରାମର ବାଲ୍ମିକୀ ନାଏକ ବୋଲି ଜଣାପଡ଼ିଛି। ପୁଲିସ୍ ସୂଚନା ମୁତାବକ, ଅନୁଗୁଳ ସହରର…

Continue Readingମହିଳାଙ୍କୁ ବ୍ଲାକମେଲିଂ, ଅଭିଯୁକ୍ତ ଗିରଫ

ଜିଲ୍ଲା ପ୍ରଶାସନର ନୂଆ ପ୍ରୟାସ: ୨୦୨୩ ସୁଦ୍ଧା ଅନୁଗୁଳ ହେବ ଦେଶର ଅନ୍ୟତମ ଶ୍ରେଷ୍ଠ ଜିଲ୍ଲା

ଅନୁଗୁଳ: ଖଣି ଅଧ୍ୟୁଷିତ ଜିଲ୍ଲା ଅନୁଗୁଳକୁ ୨୦୨୩ ସୁଦ୍ଧା ଦେଶର ଅନ୍ୟତମ ଶ୍ରେଷ୍ଠ ଜିଲ୍ଲାରେ ପରିଣତ କରିବା ପାଇଁ ପ୍ରସ୍ତୁତ କରାଯାଇଛି ଭିଜନ-୨୦୨୩। ଏଥିରେ ଜିଲ୍ଲାର ପରିବେଶ ସୁରକ୍ଷା, ସା˚ସ୍କୃତିକ ଐତିହ୍ୟ ସାଙ୍ଗକୁ ମାନବ ସମ୍ବଳର କିଭଳି ବିକାଶ ହେବ ସେଥିନେଇ…

Continue Readingଜିଲ୍ଲା ପ୍ରଶାସନର ନୂଆ ପ୍ରୟାସ: ୨୦୨୩ ସୁଦ୍ଧା ଅନୁଗୁଳ ହେବ ଦେଶର ଅନ୍ୟତମ ଶ୍ରେଷ୍ଠ ଜିଲ୍ଲା

ଜିଲ୍ଲାର ପ୍ରଥମ  ଇ- ଟଏଲେଟ ଉଦଘାଟିତ

ଅନୁଗୁଳ: ଅନୁଗୁଳ ପୌରପାଳିକା ପକ୍ଷରୁ ନିର୍ମିତ ଜିଲ୍ଲାର ପ୍ରଥମ ଇ-ଟଏଲଟ ସ୍ଥାନୀୟ ସଂଜୀବନୀ ମାର୍କେଟରେ ଶୁକ୍ରବାର ଉଦଘାଟିତ ହୋଇଛି। ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଏହାର ଉଦଘାଟନ କରିଛନ୍ତି । ଏହି ଇ- ଟଏଲେଟରେ ସେନସରଯୁକ୍ତ…

Continue Readingଜିଲ୍ଲାର ପ୍ରଥମ  ଇ- ଟଏଲେଟ ଉଦଘାଟିତ