ଓଏଲଏକ୍ସରେ କ୍ୟାମେରା ଭଡ଼ା ଦେଇ ଫସିଲେ
ଅନୁଗୁଳ: ଓଏଲ୍ଏକ୍ସରେ ଭଡ଼ାରେ ଦେଇଥିଲେ କ୍ୟାମେରା । ଭଡ଼ା ବାବଦକୁ ମିଳିଥିଲା ୪ ହଜାର ଟଙ୍କା । ହେଲେ ଗୋଟିଏ ଦିନ ପାଇଁ ଭଡ଼ା ନେଇ ଫେରାଇବାର ନାଁ’ ଧରୁନି ଦୁର୍ବୃତ୍ତ । ଫେରାଇବା ବଦଳରେ କ୍ୟାମେରାକୁ ଅନ୍ୟ ସ୍ଥାନରେ ବିକ୍ରି…
ଅନୁଗୁଳ: ଓଏଲ୍ଏକ୍ସରେ ଭଡ଼ାରେ ଦେଇଥିଲେ କ୍ୟାମେରା । ଭଡ଼ା ବାବଦକୁ ମିଳିଥିଲା ୪ ହଜାର ଟଙ୍କା । ହେଲେ ଗୋଟିଏ ଦିନ ପାଇଁ ଭଡ଼ା ନେଇ ଫେରାଇବାର ନାଁ’ ଧରୁନି ଦୁର୍ବୃତ୍ତ । ଫେରାଇବା ବଦଳରେ କ୍ୟାମେରାକୁ ଅନ୍ୟ ସ୍ଥାନରେ ବିକ୍ରି…
ଅନୁଗୁଳ: ଅନୁଗୁଳ ଜିଲ୍ଲା ପୁଲିସରେ ସୋମବାର ଏକ ଛୋଟ ଧରଣର ଅଦଳବଦଳ ହୋଇଛି । ଏସପି ଜଗମୋହନ ମୀନା ୩ ଜଣ ଏସ୍ଆଇ ଓ ୭ ଜଣ ଏଏସ୍ଆଇଙ୍କୁ ବଦଳି କରିଛନ୍ତି । ନିଶା ଶିଳ୍ପାଞ୍ଚଳ ଥାନାରେ କାର୍ଯ୍ୟରତ ଏସଆଇ ସତ୍ୟ…
ଅନୁଗୁଳ: ଶୁକ୍ରବାର ଭୋର୍ ବେଳେ ତାଳଚେର ବ୍ଲକ୍ ତଥା ବିକ୍ରମପୁର ଥାନା ଇଲାକା ସାନଯୋରଡ଼ା ଗ୍ରାମରେ ଏକ ଅଭାବନୀୟ ଘଟଣା ଶୋକାକୁଳ ପରିବେଶ ସୃଷ୍ଟି କରିଛି। ବନ୍ଦ୍ ଘରୁ ଏକ ବୃଦ୍ଧ ଦମ୍ପତିଙ୍କ ମୃତଦେହ ଉଦ୍ଧାର ହୋଇଛି। ବିଦ୍ୟୁତ ସର୍ଟ ସର୍କିଟରୁ…
ତାଳଚେର: ଚାକିରି ଦେବା ନାଁରେ ଠକେଇ । ୩ ଲକ୍ଷରୁ ଅଧିକ ଟଙ୍କା ଠକି ନେଇ ଧରାଛୁଆଁ ଦେଉନାହାନ୍ତି । ବରଂ ଟଙ୍କା ମାଗିଲେ ଗାଳିଗୁଲଜ କରୁଥିବା ନେଇ କୋଲିୟରୀ ଥାନାରେ ଏକ ଠକେଇ ମାମଲା ରୁଜୁ ହୋଇଛି । ପୁଲିସ୍…
ତାଳଚେର: ତାଳଚେର ପୌରପାଳିକା ପକ୍ଷରୁ ବୁଧବାର ସଂଧ୍ୟାରେ ସହରର ବଡ଼ ବଜାରର ବିଭିନ୍ନ ଦୋକାନରେ ପଲିଥିନ ଉପରେ ବ୍ୟାପକ ଚଢ଼ାଉ କରାଯାଇଛି। ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ଚମ୍ପାପଶି ଛକ ନିକଟରେ ଜନୈକ ବ୍ୟବସାୟୀଙ୍କର ଗୋଦାମ ଉପରେ ଅତର୍କିତ ଚଢ଼ାଉ କରାଯାଇଥିଲା…
ଅନୁଗୁଳ: ଅନୁଗୁଳ ବ୍ଲକ୍ ତଥା ବନ୍ତଳା ଥାନା ଇଲାକା ଖାଲଗାଁ ଗ୍ରାମରେ ଗତ ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଦୁଇଟି ପରିବାରର ୬ ବଖରା ଘର ଓ ୮ ଗୁହାଳ ଘର ସମ୍ପୂର୍ଣ୍ଣ ପୋଡିଯାଇଛି। ଅଗ୍ନିକାଣ୍ଡରେ ଗାଈଗୋରୁ ସମେତ…
ଅନୁଗୁଳ: ଅଥୟ କଲେଣି ସାଇବର ଲୁଟେରା । ଶିଳ୍ପନଗରୀ ଅନୁଗୁଳ ଜିଲ୍ଲାରେ ସାଇବର ଲୁଟ୍ ଥମିବାର ନାଁ ନେଉନି । ମଙ୍ଗଳବାର ଜଗତସିଂହପୁର ଅଞ୍ଚଳର ଜଣେ ଯୁବକ ସାଇବର ଠକେଇର ଶିକାର ହୋଇଥିବା ଅନୁଗୁଳ ଥାନାରେ ଅଭିଯୋଗ ହୋଇଛି । ଏତଲା…
ଅନୁଗୁଳ : ପୁଣି ଆନ୍ଦୋଳନକୁ ଓହ୍ଲାଇବେ ତାଳଚେର ସୋଲଡା ଗ୍ରାମର ଜମିହରା ପ୍ରଜା ସୁରେଶ ବେହେରା । ଗତ ଡିସେମ୍ବର ୧୩ ତାରିଖ ଦିନ ସେ ଓ ତାଙ୍କ ପୁଅ ଜିଲ୍ଲା କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମାହୁତି ଉଦ୍ୟମ କରିଥିଲେ । କୋଇଲା…
ବଅଁରପାଳ : ହିନ୍ଦୋଳ ବ୍ଳକ୍ ସୀମାନ୍ତ ତଥା ବଅଁରପାଳ ଥାନା ଇଲାକା ଆମନା ଗ୍ରାମର ହନୁମାନ ମନ୍ଦିର ନିକଟରେ ସୋମବାର ଅପରାହ୍ନରେ ଏକ ଅଭାବନୀୟ ଘଟଣା ଘଟିଛି । ପିଲାଟୋର ସନ୍ଦେହରେ ସନ୍ଦିଗ୍ଧ ଯୁବକଙ୍କୁ ଗ୍ରାମବାସୀ ଅଟକ ରଖିଥିବା ବେଳେ ଉଦ୍ଧାର…
କଣିହାଁ: କଣିହାଁ ଥାନା ଇଲାକାରେ ଅବାଧ ନିଶା କାରବାର ଥମିବାର ନାଁ ନେଉନି । କିଛି ଦିନର ବ୍ୟବଧାନ ପରେ ରବିବାର ବିପୁଳ ପରିମାଣର କଫ୍ ସିରପ ଜବତ କରାଯାଇଛି। ଅନୁଗୁଳ ପୁଲିସ୍ର ସ୍ପେଶାଲ୍ ସ୍କ୍ୱାଡ୍ ରବିବାର ସନ୍ଧ୍ୟା ପ୍ରାୟ ୭ଟା…