ଆଜି ୪ଟି ସ୍ଥାନରେ ଟିକାକରଣ

ଅନୁଗୁଳ: ୧୮ ବର୍ଷରୁ ଅଧିକଙ୍କ ପାଇଁ କରୋନା ଟିକାକରଣ ଲାଗି ସୋମବାର ଅନୁଗୋଳ ପୌରପାଳିକାର ୪ଟି ସ୍ଥାନକୁ ମନୋନୀତ କରାଯାଇଛି । ଏହିକ୍ରମରେ ପୌରପାଳିକାର ୱାର୍ଡ ନମ୍ବର ୧୪ ଏଲାଇଟ୍ କ୍ଲବ, ୱାର୍ଡ ନମ୍ବର ୧୫ର ବିଜୁ ୟୁଥ୍ କ୍ଲବ, ୱାର୍ଡ…

Continue Readingଆଜି ୪ଟି ସ୍ଥାନରେ ଟିକାକରଣ

ନକଲି ଫେସବୁକ ଆକାଉଣ୍ଟରେ ଅଶ୍ଳୀଳ ଭିଡିଓ ଭାଇରାଲ କରି ଯୁବକ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅଞ୍ଚଳର ଜଣେ ମହିଳାଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ କରି ଧମକ ଦେବା ଅଭିଯୋଗ ପୁଲିସ ଜଣେ ଯୁବକଙ୍କୁ ଗିରଫ୍ କରି କୋର୍ଟ ଚାଲାଣ କରିଛି। ବଅଁରପାଳ ଥାନା ଅଧିକାରୀ ନରେଶ ସାହୁଙ୍କ ସୂଚନା ଅନୁସାରେ…

Continue Readingନକଲି ଫେସବୁକ ଆକାଉଣ୍ଟରେ ଅଶ୍ଳୀଳ ଭିଡିଓ ଭାଇରାଲ କରି ଯୁବକ ଗିରଫ

କ୍ରୀଡା ଦିବସରେ ଶିଷ୍ୟଙ୍କୁ ସମ୍ବର୍ଦ୍ଧିତ କଲେ ଗୁରୁ

ଅନୁଗୁଳ: ଜାତୀୟ କ୍ରୀଡା ଦିବସରେ ଜିଲ୍ଲା ପ୍ରଶାସନ ଶୋଇ ପଡିଥିବାବେଳେ ଗୁରୁ ଶିଷ୍ୟ ମାନକୁ ଡାକି ସମ୍ବର୍ଦ୍ଧିତ କରିବା ବେଶ ଚର୍ଚ୍ଚାର ବିଷୟ ହୋଇଛି। ହକି ଯାଦୁକର ମେଜର ଧ୍ୟାନଚାନ୍ଦଙ୍କ ଜନ୍ମ ଦିବସକୁ ଆମ ଦେଶରେ ଜାତୀୟ କ୍ରୀଡା ଦିବସ ରୂପେ…

Continue Readingକ୍ରୀଡା ଦିବସରେ ଶିଷ୍ୟଙ୍କୁ ସମ୍ବର୍ଦ୍ଧିତ କଲେ ଗୁରୁ

ଡାକ୍ତରଖାନାରୁ ରୋଗୀ ନିଖୋଜ

ଅନୁଗୁଳ: ତିନି ଦିନ ତଳେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆସି ଜଣେ ମହିଳା ରୋଗୀ ନିଖୋଜ ହୋଇଯାଇଥିବା ଜଣାପଡିଛି।ଖଲାରି ଗାଁ ର ସ୍ବର୍ଗତ ବସନ୍ତ ନଏକଙ୍କ ସ୍ତ୍ରୀ ବିଦୁଲତା ନାଏକ ଗତ ୨୬ ତାରିଖ ଅପରାହ୍ନରେ ଗୋଡ଼ରେ ହୋଇଥିବା ଏକ…

Continue Readingଡାକ୍ତରଖାନାରୁ ରୋଗୀ ନିଖୋଜ

୮୦ ବୋତଲ କଫ୍ ସିରପ୍ ଜବତ, ଜଣେ ଗିରଫ

ଅନୁଗୁଳୁ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ଏନ୍‌ଟିପିସି ଥାନା ଗଦାସିଳା ଗ୍ରାମର ଏକ ତେଜରାତି ଦୋକାନରେ କୋଡିନ ମିଶ୍ରିତ କଫ ସିରପ ବେଆଇନ୍ ଭାବରେ ବିକ୍ରି ହେଉଥିବାର ଖବର ପାଇ ଶନିବାର ଏନ୍‌ଟିପିସି ପୁଲିସ୍ ସଂପୃକ୍ତ ଦୋକାନରେ ଚଢାଉ କରିଥିଲା ଚଢାଉ…

Continue Reading୮୦ ବୋତଲ କଫ୍ ସିରପ୍ ଜବତ, ଜଣେ ଗିରଫ

କୋଲ ବ୍ଲକ୍ ସର୍ଭେକୁ ଗ୍ରାମବାସୀଙ୍କ ବିରୋଧ

ଅନୁଗୁଳୁ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ବଡ଼ତ୍ରିବିଡ଼ା ପଞ୍ଚାୟତ ବାରିହାପୁର ଗାଁର ଜଳତାପ କୋଲ ବ୍ଲକରେ କୋଇଲା ଖୋଳା ସର୍ଭେକୁ ଗ୍ରାମବାସୀ ବିରୋଧ କରିଛନ୍ତି। ଏନେଇ କମ୍ପାନି ପକ୍ଷରୁ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି।…

Continue Readingକୋଲ ବ୍ଲକ୍ ସର୍ଭେକୁ ଗ୍ରାମବାସୀଙ୍କ ବିରୋଧ

ବଳାତ୍କାର ଉଦ୍ୟମ କରି ବନ୍ଧାହେଲେ ପୁଲିସ୍ ଏସ୍‌ଆଇ

ଅନୁଗୁଳ: ରାତିରେ ଘରେ ପଶି ମହିଳାଙ୍କୁ ବଳାକାର ଉଦ୍ୟମ ଅଭିଯୋଗରେ ପୁଲିସ ଜଣେ ଠିକାଭିଭିରେ ନିଯୁକ୍ତି ପାଇଥିବା ସବ୍‌ଇନ୍ସିପେକ୍ଟରଙ୍କୁ ଗିରଫ କରିଛି। ଗିରଫ ପୁଲିସ କର୍ମଚାରୀ ହେଲେ ନୀଳମଣି ମହାନ୍ତି। ତାଙ୍କ ଘର ତାଳଚେର ଥାନା କଙ୍କିଳି ଗ୍ରାମରେ ବୋଲି ଜଣାପଡ଼ିଛି।ପୁଲିସ…

Continue Readingବଳାତ୍କାର ଉଦ୍ୟମ କରି ବନ୍ଧାହେଲେ ପୁଲିସ୍ ଏସ୍‌ଆଇ

‘ଫାଷ୍ଟ୍ କମ୍ ଫାଷ୍ଟ୍ ସର୍ଭିସ’କୁ ବିରୋଧ,ଆନ୍ଦୋଳନକୁ ଓହ୍ଲାଇଲେ କ୍ଷତିଗ୍ରସ୍ତ ଗ୍ରାମବାସୀ

ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ଖୋଲାମୁହଁ କୋଇଲା ଖଣିରେ ବୁଧବାର ଠାରୁ କୋଇଲା ପରିବହନରେ ଲାଗୁ ହେବାକୁ ଥିବା‘ଫାଷ୍ଟ କମ୍ ଫାଷ୍ଟ ସର୍ଭିସ’କୁ ସ୍ଥାନୀୟ କ୍ଷତିଗ୍ରସ୍ତ ପ୍ରଜା ବିରୋଧ କରିଛନ୍ତି। ଫଳରେ ଟ୍ରାଏଲରେ ହେବାକୁ ଥିବା କୋଇଲା ପରିବହନ ବନ୍ଦ ରହିଛି।…

Continue Reading‘ଫାଷ୍ଟ୍ କମ୍ ଫାଷ୍ଟ୍ ସର୍ଭିସ’କୁ ବିରୋଧ,ଆନ୍ଦୋଳନକୁ ଓହ୍ଲାଇଲେ କ୍ଷତିଗ୍ରସ୍ତ ଗ୍ରାମବାସୀ

ବ୍ରାଉନ୍‌ସୁଗର ଜବତ, ମହିଳା ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଅବକାରୀ ବିଭାଗକୁ ବୁଧବାର ଏକ ବଡ଼ ସଫଳତା ମିଳିଛି । ନାଲ୍‌କୋ ଥାନା ଇଲାକା ଗିରଙ୍ଗରେ ଚଢ଼ଉ କରି ୧୦ ଗ୍ରାମ୍ ବ୍ରାଉନ୍‌ସୁଗର ଜବତ କରାଯାଇଛି। ଏହି ବେଆଇନ୍ କାରବାର କରୁଥିବା ଜଣେ ମହିଳାଙ୍କୁ ଗିରଫ କରାଯାଇଛି।…

Continue Readingବ୍ରାଉନ୍‌ସୁଗର ଜବତ, ମହିଳା ଗିରଫ

ପତ୍ନୀହନ୍ତାକୁ ଆଜୀବନ କାରାଦଣ୍ଡ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ପାତ୍ରପଡା ଗାଁର ଜଣେ ପତ୍ନୀହନ୍ତାଙ୍କୁ ଜିଲ୍ଲା ଦୌରା ଜଜ୍ଙ୍କ ଅଦାଲତରେ ଆଜୀବନ କାରାଦଣ୍ଡାଦେଶ ମିଳିଛି। ସୂଚନା ଯେ, ୨୦୦୩ ମସିହାରେ ପାତ୍ରପଡା ଗାଁର ଶଙ୍କର ସାହୁ ଅନୁଗୁଳ ସଦର ଥାନା ଅନ୍ତର୍ଗତ କୁମଣ୍ଡ…

Continue Readingପତ୍ନୀହନ୍ତାକୁ ଆଜୀବନ କାରାଦଣ୍ଡ