୨୬ରୁ ଖୋଲିବ ସ୍କୁଲ, ସ୍ଥିତି ପରଖିଲେ ସହକାରୀ ନିର୍ଦ୍ଦେଶକ
ଅନୁଗୁଳ: ଦୀର୍ଘଦିନ ସ୍କୁଲ ବନ୍ଦ ରହିବା ପରେ ସରକାର ପ୍ରାଥମିକ ପର୍ଯ୍ୟାୟରେ ଦଶମ ଶ୍ରେଣୀ ପିଲାଙ୍କୁ ପଢ଼ାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏହି ପରିପ୍ରେକ୍ଷୀରେ ଜିଲ୍ଲାର ୨୪୯ ସ୍କୁଲର ପ୍ରାୟ ୧୭ ହଜାର ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଆରମ୍ଭ ହେବ।…



