ପ୍ରତିଶ୍ରୁତି ପାଳନ ନ କରି ଗଛ କାଟିବାରୁ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ଘେରିଲେ ଗ୍ରାମବାସୀ, ୩ ଘଣ୍ଟା ପରେ ଛାଡ଼ିଲେ

ଛେଣ୍ଡିପଦା: ବେଆଇନ ଭାବେ ଗଛ କାଟୁଥିବାରୁ ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଗୋପୀବଲ୍ଲଭପୁରବାସୀ ଆଜି ମୈତ୍ରୀ କମ୍ପାନୀର ଇଡି, ଫିଲ୍ଡ ଅଫିସର ଓ ଅନ୍ୟ କର୍ମଚାରୀଙ୍କୁ ଅଟକ ରଖିଛନ୍ତି। ଏଥିସହ ସେମାନେ ଆଣିଥିବା ଗଛ କଟା ମେସିନକୁ ଜବତ କରିଥିଲେ। ସୂଚନା…

Continue Readingପ୍ରତିଶ୍ରୁତି ପାଳନ ନ କରି ଗଛ କାଟିବାରୁ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ଘେରିଲେ ଗ୍ରାମବାସୀ, ୩ ଘଣ୍ଟା ପରେ ଛାଡ଼ିଲେ

ସ୍ବାସ୍ଥ୍ୟ ସେବାର ବିକଳ ଚିତ୍ର: ରୋଗୀ ବାପାକୁ ବାଡେଇଲେ ଜବରଦସ୍ତ ଡିଶ୍ଚାର୍ଜ୍ କରିଦେଲେ

ଅନୁଗୁଳ: ୱାର୍ଡ ଭିତରେ ରୋଗୀକୁ ବାନ୍ଧି ଝଡାଫୁଁଙ୍କା କରିବା ଘଟଣାର ଚବିଶି ଘଣ୍ଟା ନ ପୁରୁଣୁ ଆଉ ଏକ ଘଟଣା ଅନୁଗୁଳ ମେଡ଼ିକାଲକୁ ବଦନାମର ରାଜ ରାସ୍ତାରେ ଠିଆ କରିଛି। ମିଳିଥିବା ସୂଚନା ଅନୁସାରେ ନିଶା ଥାନା ଅନ୍ତର୍ଗତ ଜାମୁଣ୍ଡା ଗାଁର…

Continue Readingସ୍ବାସ୍ଥ୍ୟ ସେବାର ବିକଳ ଚିତ୍ର: ରୋଗୀ ବାପାକୁ ବାଡେଇଲେ ଜବରଦସ୍ତ ଡିଶ୍ଚାର୍ଜ୍ କରିଦେଲେ

ଅନୁଗୁଳରେ ହେବ ବିଶ୍ୱର ସର୍ବବୃହତ୍ ଇସ୍ପାତ କାରଖାନା: ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାରର ପ୍ରସ୍ତାବିତ କାରଖାନାର ସଂପ୍ରସାରଣ ପ୍ରକଳ୍ପ ପାଇଁ ପରିବେଶୀୟ ମଞ୍ଜୁରି ଜନଶୁଣାଣି ସଫଳ

ଅନୁଗୁଳ: ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାରର ପ୍ରସ୍ତାବିତ ୧୯.୨ ଏମଟିପିଏ ଇସ୍ପାତ କାରଖାନା ଏବଂ ଏହି ପ୍ରକଳ୍ପ ଅଧୀନରେ ଅନ୍ୟାନ୍ୟ ଆନୁସଙ୍ଗିକ କାରଖାନା ନିମନ୍ତେ ପରିବେଶୀୟ ମଞ୍ଜୁରୀ ପାଇଁ ଜନଶୁଣାଣି ଆଜି ଅନୁଗୁଳସ୍ଥିତ ସଭାଘରେ ସଫଳତାର ସହ ଶେଷ ହୋଇଛି। ଅନୁଗୁଳ…

Continue Readingଅନୁଗୁଳରେ ହେବ ବିଶ୍ୱର ସର୍ବବୃହତ୍ ଇସ୍ପାତ କାରଖାନା: ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାରର ପ୍ରସ୍ତାବିତ କାରଖାନାର ସଂପ୍ରସାରଣ ପ୍ରକଳ୍ପ ପାଇଁ ପରିବେଶୀୟ ମଞ୍ଜୁରି ଜନଶୁଣାଣି ସଫଳ

ଜିଲ୍ଲାର ପ୍ରଦୂଷଣ ସ୍ଥିତିକୁ ଅନୁଧ୍ୟାନ କରିବାକୁ ଅନୁଗୁଳରେ ପହଞ୍ଚିଲେ ବିଧାନସଭାର ୪ ଜଣିଆ କମିଟି, କାରଖାନା ବୁଲି କଲେ ସ୍ଥିତି ଅନୁଧ୍ୟାନ

ଅନୁଗୁଳ: ଜିଲ୍ଲାର ପ୍ରଦୂଷଣ ସ୍ଥିତିକୁ ଅନୁଧ୍ୟାନ କରିବା ନିମନ୍ତେ ସୋମବାର ଓଡ଼ିଶା ବିଧାନସଭାର ୪ ଜଣିଆ କମିଟି ଘସିପୁରା ବିଧାୟକ ବଦ୍ରିନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଗୁଳ ପରିଦର୍ଶନ କରିଛନ୍ତି। କମିଟିରେ ବିଧାୟକ ସାରଦା ପ୍ରସାଦ ନାୟକ, ମନୋହର ରନ୍ଧାରି ଓ ବିଧାୟିକା…

Continue Readingଜିଲ୍ଲାର ପ୍ରଦୂଷଣ ସ୍ଥିତିକୁ ଅନୁଧ୍ୟାନ କରିବାକୁ ଅନୁଗୁଳରେ ପହଞ୍ଚିଲେ ବିଧାନସଭାର ୪ ଜଣିଆ କମିଟି, କାରଖାନା ବୁଲି କଲେ ସ୍ଥିତି ଅନୁଧ୍ୟାନ

କୁକୁଡ଼ା ଚିଆଁ ଗାଡ଼ି ଅଟକାଇ ଥାନାର ଜିମା ଦେଲେ କୁକୁଡ଼ା ଚାଷୀ ସଂଘ, ଛକାପଞ୍ଝା ଭିତରେ ଗଲା ୨୫୦୦ ଚିଆଁଙ୍କ ଜୀବନ

ଛେଣ୍ଡିପଦା/ଅନୁଗୁଳ: ସ୍ଥାନୀୟ ଛେଣ୍ଡିପଦା ବ୍ଲକର କୁକୁଡା ଚାଷୀ ସଂଘ ପକ୍ଷରୁ ମଙ୍ଗଳବାର ଏକ କୁକୁଡା ଚିଆଁ ବୋଝେଇ ପିକଅପ ଭ୍ୟାନକୁ ୬୩ନଂ ରାଜ୍ୟ ରାଜପଥର କୁକୁରପେଟା ଡ୍ୟାମ୍ ନିକଟରେ ଅଟକାଇବା ସହ ଛେଣ୍ଡିପଦା ଥାନା ଜିମା ଦେଇଛନ୍ତି। ସୂଚନା ମୁତାବକ, କୁକୁଡା…

Continue Readingକୁକୁଡ଼ା ଚିଆଁ ଗାଡ଼ି ଅଟକାଇ ଥାନାର ଜିମା ଦେଲେ କୁକୁଡ଼ା ଚାଷୀ ସଂଘ, ଛକାପଞ୍ଝା ଭିତରେ ଗଲା ୨୫୦୦ ଚିଆଁଙ୍କ ଜୀବନ

ଅଭାବନୀୟ ଘଟଣା: ମେଡ଼ିକାଲ ଭିତରେ ପ୍ରେତାତ୍ମା ତଡିବା ନାଟକ, ଦିଦି ନୀରବ ଦ୍ରଷ୍ଟା

ଅନୁଗୁଳ: ସାପ କାମୁଡାରେ ମେଡ଼ିକାଲରେ ଭର୍ତ୍ତି ରୋଗୀଙ୍କୁ ଗୁଣିଆ ବିଷ ଝାଡ଼ିବା ଅତୀତରେ ଦେଖାଯାଇଥିଲା ହେଲେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ରୋଗୀଙ୍କ ଦେହରୁ ପ୍ରେତାତ୍ମା ହଟେଇବା ପାଇଁ ମନ୍ତ୍ରପାଠ କରିବା ଘଟଣା ଏବେ ସାରା ସହରରେ ଚର୍ଚ୍ଚାର ବିଷୟ…

Continue Readingଅଭାବନୀୟ ଘଟଣା: ମେଡ଼ିକାଲ ଭିତରେ ପ୍ରେତାତ୍ମା ତଡିବା ନାଟକ, ଦିଦି ନୀରବ ଦ୍ରଷ୍ଟା

ପୁଣି କମିଲା ଭାରତୀୟ ଟଙ୍କାର ମୂଲ୍ୟ, ୧ ଡଲାର ଏବେ ୮୧.୬୨ ଟଙ୍କା

ନୂଆଦିଲ୍ଲୀ: ଡଲାର ତୁଳନାରେ ପୁଣି କମିଛି ଭାରତୀୟ ଟଙ୍କାର ମୂଲ୍ୟ। ଆଜି ଟଙ୍କାର ମୂଲ୍ୟ ସର୍ବନିମ୍ନ ସ୍ତର ୮୧ ଟଙ୍କା ୬୨ ପଇସାକୁ ଖସିଛି। ବିଶ୍ବ ସ୍ତରରେ ଘଟୁଥିବା ଘଟଣାଗୁଡ଼ିକ ପାଇଁ ଆଗକୁ ଟଙ୍କାର ମୂଲ୍ୟ ଆହୁରି କମିବା ନେଇ ଆଶଙ୍କା…

Continue Readingପୁଣି କମିଲା ଭାରତୀୟ ଟଙ୍କାର ମୂଲ୍ୟ, ୧ ଡଲାର ଏବେ ୮୧.୬୨ ଟଙ୍କା

ବାର୍ଦ୍ଧକ୍ୟ ଭତ୍ତା ପାଇବାରେ ବାଧକ ସାଜିଥିଲା ଭୋଟ ପରିଚୟ, ଉପଜିଲ୍ଲାପାଳ ସମାଧାନ କରି କରାଇଦେଲେ ଭତ୍ତା

ଆଠମଲ୍ଲିକ : ବାର୍ଦ୍ଧକ୍ୟ ଭତ୍ତା ପାଇବାରେ ବାଧକ ସାଜିଛି ଭୋଟ ପରିଚୟ। ଭୋଟ ପରିଚୟ ପତ୍ରରେ ବୟସ ଓ ପ୍ରକୃତ ବୟସ ଭିତରେ ତାରତମ୍ୟ ଥିବାରୁ ବାର୍ଦ୍ଧକ୍ୟ ଭତ୍ତା ପାଉନଥିବାରୁ ଆଜି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଦ୍ୱାରସ୍ଥ ହୋଇଛନ୍ତି ଆଠମଲ୍ଲିକ ବ୍ଲକ କନ୍ତପଡ଼ା…

Continue Readingବାର୍ଦ୍ଧକ୍ୟ ଭତ୍ତା ପାଇବାରେ ବାଧକ ସାଜିଥିଲା ଭୋଟ ପରିଚୟ, ଉପଜିଲ୍ଲାପାଳ ସମାଧାନ କରି କରାଇଦେଲେ ଭତ୍ତା

୬୩ ନମ୍ବର ରାଜ୍ୟ ରାଜପଥରେ ଭାରିଯାନ ଚଳାଚଳକୁ ବିରୋଧ, ଅର୍ଥନୈତିକ ରାସ୍ତା ଅବରୋଧ କଲେ ଗାଁ ଲୋକ

ଅନୁଗୁଳ: ଅନୁଗୁଳ - ଛେଣ୍ଡିପଦା ୬୩ ନମ୍ବର ରାଜ୍ୟ ରାଜପଥ ଉପରେ ଭାରିଯାନ ଚଳାଚଳକୁ ବିରୋଧ କରି କୋଶଳା ଗ୍ରାମ ମିଳିତ ଯୁବ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଅର୍ଥନୈତିକ ଅବରୋଧ କରାଯାଇଛି। ସୂଚନା ମୁତାବକ, କୋଶଳା ଗ୍ରାମବାସୀଙ୍କ ପକ୍ଷରୁ ଜିଲ୍ଲା ପ୍ରଶାସନକୁ…

Continue Reading୬୩ ନମ୍ବର ରାଜ୍ୟ ରାଜପଥରେ ଭାରିଯାନ ଚଳାଚଳକୁ ବିରୋଧ, ଅର୍ଥନୈତିକ ରାସ୍ତା ଅବରୋଧ କଲେ ଗାଁ ଲୋକ

ଗାଡ଼ିରେ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ନମ୍ବର ପ୍ଲେଟ୍ ନ ଥିଲେ ବି କଟିବନି ଚାଲାଣ, ବଡ଼ ଘୋଷଣା କଲା ପରିବହନ ବିଭାଗ

ଭୁବନେଶ୍ୱର: ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ନମ୍ବର ପ୍ଲେଟ୍ ମାମଲାରେ ବଡ଼ ଆଶ୍ୱସ୍ତି। ନୂଆ ନମ୍ବର ପ୍ଲେଟ ପାଇଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବାରୁ ରାଜ୍ୟ ପରିବହନ କର୍ତ୍ତୃପକ୍ଷ ସୋମବାର ବଡ଼ ଘୋଷଣା କରିଛନ୍ତି। ଯେଉଁମାନେ ଅବଧି ଶେଷ ପୂର୍ବରୁ…

Continue Readingଗାଡ଼ିରେ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ନମ୍ବର ପ୍ଲେଟ୍ ନ ଥିଲେ ବି କଟିବନି ଚାଲାଣ, ବଡ଼ ଘୋଷଣା କଲା ପରିବହନ ବିଭାଗ