ସିବିଆଇ ଜାଲରେ ଲାଞ୍ଚୁଆ ଡାକ ଅଧିକାରୀ, ବଦଳି କରିବାକୁ ମାଗୁଥିଲେ ୧୦ ହଜାର ଲାଞ୍ଚ
ଅନୁଗୁଳ: ଲାଞ୍ଚ ନେବା ବେଳେ ସିବିଆଇ ହାତରେ ଧରାପଡ଼ିଛନ୍ତି ଅନୁଗୁଳ ମୁଖ୍ୟ ଡାକଘରର ସହକାରୀ ଡାକ ଅଧ୍ୟକ୍ଷକ ଟିକନ କୁମାର ଦେବତା। ସୂଚନା ଯୋଗ୍ୟ, ବାପାଙ୍କ ମୃତ୍ୟୁ ପରେ କୁରୁଡ଼ୋଲ ପୋଷ୍ଟ ଅଫିସରେ ଠିକା ସହକାରୀ ଶାଖା ଡାକ ମାଷ୍ଟର ଭାବେ…




