ବାଣ ଭିଡ଼ୁଥିବା ବେଳେ ବିସ୍ଫୋରଣ: ଜଣେ ମୃତ, ୩ ଗୁରୁତର

ପାଳଲହଡ଼ା: ଅନୁଗୁଳ ଜିଲ୍ଲା ଖମାର ଥାନା ଇଞ୍ଜିଡ଼ି ପଞ୍ଚାୟତ ସାଆନ୍ଦାରେ ବାଣ ଭିଡୁ ଥିବା ବେଳେ ବିସ୍ଫୋରଣ ଘଟି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି। ମୃତକ ସେହି ଗାଁର ତ୍ରିପୁର ବେହେରା। ସୂଚନା ଅନୁସାରେ, ଦୀପାବଳି…

Continue Readingବାଣ ଭିଡ଼ୁଥିବା ବେଳେ ବିସ୍ଫୋରଣ: ଜଣେ ମୃତ, ୩ ଗୁରୁତର

୧୪.୭୦କୋଟି ବ୍ୟୟରେ ନିର୍ମିତ ୯ଟି ପ୍ରକଳ୍ପକୁ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ସଂନ୍ଧ୍ୟାରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପାଣ୍ଠିରେ ୧୪.୭୦କୋଟି ବ୍ୟୟରେ ନିର୍ମିତ ୯ଟି ପ୍ରକଳ୍ପକୁ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିସହ ମୁଖ୍ୟମନ୍ତ୍ରୀ ୩୩.୬୮ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ୯ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର…

Continue Reading୧୪.୭୦କୋଟି ବ୍ୟୟରେ ନିର୍ମିତ ୯ଟି ପ୍ରକଳ୍ପକୁ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ

ବାଜା, ବାଣ, ରୋଷଣୀର ଧୁନ୍ ମଧ୍ୟରେ ମେଲାଣି ନେଲେ ମା’ ମହାଲକ୍ଷ୍ମୀ; ଅପେକ୍ଷା ପୁଣି ବର୍ଷେ

ଅନୁଗୁଳ : ଅନୁଗୁଳ ଜିଲ୍ଲାର ସବୁଠାରୁ ବଡ଼ ଗଣପର୍ବ ଲକ୍ଷ୍ମୀ ପୂଜାର ଆଜି ଶେଷ ଦିନ। ଆଜି ମେଲାଣି ନେଇଛନ୍ତି ଧନଦାତ୍ରୀ ମା' ମହାଲକ୍ଷ୍ମୀ। ଦଶ ଦିନର ପୂଜା ପରେ ଆଜି ପୂଜା କମିଟି ପକ୍ଷରୁ ମା' ଲକ୍ଷ୍ମୀଙ୍କୁ ଭବ୍ୟ ବିଦାୟ…

Continue Readingବାଜା, ବାଣ, ରୋଷଣୀର ଧୁନ୍ ମଧ୍ୟରେ ମେଲାଣି ନେଲେ ମା’ ମହାଲକ୍ଷ୍ମୀ; ଅପେକ୍ଷା ପୁଣି ବର୍ଷେ

ସାପ୍ତାହିକ ହାଟରେ ମାତିଛନ୍ତି ଅଣଓଡ଼ିଆ ନାବାଳକ ଲୁଟେରା

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ଗତ କିଛିମାସ ହେବ ବିଭିନ୍ନ ସାପ୍ତାହିକ ହାଟରେ ଅଣଓଡ଼ିଆ ନାବାଳକ ଲୁଟେରାଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଇବାରେ ଲାଗିଛି। ଏହି ଲୁଟେରାମାନେ ଜିଲ୍ଲାରେ ଚାଲିଥିବା ବିଭିନ୍ନ ସାପ୍ତାହିକ ହାଟରେ ସଙ୍ଘବଦ୍ଧ ଭାବେ ପହଞ୍ଚି ଭିଡ଼ରେ ବ୍ୟସ୍ତ ଥିବା ଲୋକମାନଙ୍କ…

Continue Readingସାପ୍ତାହିକ ହାଟରେ ମାତିଛନ୍ତି ଅଣଓଡ଼ିଆ ନାବାଳକ ଲୁଟେରା

ଖାଉଟି ବିବାଦ ବିଚାର ଆୟୋଗ ପକ୍ଷରୁ କାନାଡ଼ା ବ୍ୟାଙ୍କ ଦଣ୍ଡିତ

ଅନୁଗୁଳ: ଗ୍ରାହକଙ୍କୁ ସେବା ପ୍ରଦାନରେ ତ୍ରୁଟି ନିମନ୍ତେ ଗତ ୧୨ ତାରିଖରେ ଅନୁଗୁଳ ଖାଉଟି ବିବାଦ ବିଚାର ଆୟୋଗ ପକ୍ଷରୁ ଅନୁଗୁଳ କାନାଡ଼ା ବ୍ୟାଙ୍କକୁ ଦଣ୍ଡିତ କରାଯାଇଛି। ମିଳିଥିବା ସୂଚନା ଅନୁସାରେ ଅନୁଗୁଳ ମିଶ୍ରପଡାର ମନୋରମା ପଟ୍ଟନାୟକ ଓ ତାଙ୍କ ସ୍ୱାମୀ…

Continue Readingଖାଉଟି ବିବାଦ ବିଚାର ଆୟୋଗ ପକ୍ଷରୁ କାନାଡ଼ା ବ୍ୟାଙ୍କ ଦଣ୍ଡିତ

କମୁଛି ଅନୁଗୁଳବାସୀଙ୍କ ଆୟୁଷ, କୋଇଲା ଧୂଆଁ ଶୋଷି ନେଉଛି ବୟସ

ଅନୁଗୁଳ: କମୁଛି ଅନୁଗୁଳବାସୀଙ୍କ ଆୟୁଷ। କୋଇଲା ଧୂଆଁ ଶୋଷି ନେଉଛି ବୟସ। ଜିଲ୍ଲାରେ ବଢୁଥିବା ପ୍ରଦୂଷଣ ଏବେ ଅଞ୍ଚଳବାସୀଙ୍କୁ ମରଣ ମୁହଁକୁ ଠେଲିଦେଉଛି। ବିପଦରେ ଏବେ ସହରବାସୀଙ୍କ ଜୀବନ। ଦେଶର ୧୨% କୋଇଲା ଅନୁଗୁଳ ଜିଲ୍ଲାରୁ ଉତ୍ପାଦିତ ହେଉଛି। ରାଜ୍ୟର ୫୬%…

Continue Readingକମୁଛି ଅନୁଗୁଳବାସୀଙ୍କ ଆୟୁଷ, କୋଇଲା ଧୂଆଁ ଶୋଷି ନେଉଛି ବୟସ

ଅନୁଗୁଳରେ ମାଂସ ବେପାର: ପଇସା ଦେଇ ରୋଗ କିଣୁଛନ୍ତି ଗ୍ରାହକ

ଅନୁଗୁଳ: ଅନୁଗୁଳ ସହର ଭିତରେ ଏବେ ପ୍ରତି ଗଳି କନ୍ଦିରେ ମାଛ-ମାଂସ ଦୋକାନ। ନନ୍‌ଭେଜ ମାର୍କେଟରେ କେବଳ‌ ୫୦ ପାଖାପାଖି ଦୋକାନ ଥିବା ବେଳେ ୨୩ଟି ଯାକ ୱାର୍ଡରେ ପ୍ରାୟ ଶହେରୁ ଅଧିକ ଦୋକାନ ରହିଛି। ତେବେ ଛେଳି ଓ କୁକୁଡ଼ା…

Continue Readingଅନୁଗୁଳରେ ମାଂସ ବେପାର: ପଇସା ଦେଇ ରୋଗ କିଣୁଛନ୍ତି ଗ୍ରାହକ

ଭଙ୍ଗା ଖଟରୁ ପଡି ମହିଳା ରୋଗୀ ଗୁରୁତର

ଅନୁଗୁଳ: ଆଜି ସକାଳେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଜେରିଆଟିକ ୱାର୍ଡରେ ଖଟରୁ ପଡି ଜଣେ ବୃଦ୍ଧା ଗୁରୁତର ହୋଇଛନ୍ତି। ସୂଚନା ମୁତାବକ, ସୁଲୋଚନା ନନ୍ଦ (୯୦)ଙ୍କ ପେଟ ଖରାପ ଥିବାରୁ ତାଙ୍କୁ ଗତ ସୋମବାର ସନ୍ଧ୍ୟାରେ ମେଡିକାଲରେ ଭର୍ତି କରାଯାଇଥିଲା।ସୁଲୋଚନାଙ୍କ…

Continue Readingଭଙ୍ଗା ଖଟରୁ ପଡି ମହିଳା ରୋଗୀ ଗୁରୁତର

ଅନୁଗୁଳ ଡାକ୍ତରଖାନା: ସୁରକ୍ଷା ଢିଲା ମେଲ ୱାର୍ଡରୁ ରୋଗୀ ଗାଏବ

ଅନୁଗୁଳ: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଜି ଦିନ ଏଗାରଟା ବେଳେ ମେଲ ମେଡ଼ିସିନ ୱାର୍ଡରୁ ଜଣେ ରୋଗୀ ଫେରାର ହୋଇଯାଇଥିବା ଜଣା ପଡ଼ିଛି। ସୂଚନା ଯେ, କଣିହା ପଥର ମୁଣ୍ଡା ଅଞ୍ଚଳର କୁଶଧ୍ୱଜ ସାହୁ(୩୮) ମୁଣ୍ଡ ଦୋଷରେ ପୀଡିତ ହୋଇ ଗତ…

Continue Readingଅନୁଗୁଳ ଡାକ୍ତରଖାନା: ସୁରକ୍ଷା ଢିଲା ମେଲ ୱାର୍ଡରୁ ରୋଗୀ ଗାଏବ

ବିଦ୍ୟୁତ ଆଘାତରେ ପୁଣି ଗଲା ଦନ୍ତା ଜୀବନ

ଆଠମଲ୍ଲିକ: ଆଠମଲ୍ଲିକ ବନଖଣ୍ଡ ମାଧପୁର ବନାଞ୍ଚଳ ବାସୁଦେବପୁର ପଞ୍ଚାୟତ ମୁଣ୍ଡାପଡ଼ା ଖେସରା ଗ୍ରାମ୍ୟ ଜଙ୍ଗଲରୁ ଶନିବାର ସକାଳୁ ଏକ ଦନ୍ତାହାତୀର ମୃତ ଦେହ ଉଦ୍ଧାର ହୋଇଛି। ଜଙ୍ଗଲରେ ବାରହା ଶିକାର ପାଇଁ କେହି ଦୁର୍ବୃତ୍ତ ବିଦ୍ୟୁତ ତାର ବିଛାଇଥିବା ବେଳେ ଦନ୍ତାହାତୀ…

Continue Readingବିଦ୍ୟୁତ ଆଘାତରେ ପୁଣି ଗଲା ଦନ୍ତା ଜୀବନ