ଅନୁସୂଚିତ ଜାତି ମୋର୍ଚ୍ଚାର ଦୁଇ ଦିନିଆ ରାଜ୍ୟ ପ୍ରଶିକ୍ଷଣ ଶିବିର, ମୋଦିଙ୍କ ଯୁଗାନ୍ତକାରୀ ଯୋଜନାକୁ ପ୍ରଶଂସା କଲେ ବିଜେପି ରାଜ୍ୟ ସଭାପତି
ଅନୁଗୁଳ/ଭୁବନେଶ୍ୱର: ଅନୁଗୁଳରେ ଅନୁସୂଚିତ ଜାତି ମୋର୍ଚ୍ଚାର ଦୁଇ ଦିନିଆ ରାଜ୍ୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମରେ ରାଜ୍ୟ ସଭାପତି ସମୀର ମହାନ୍ତି ଯୋଗ ଦେଇ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ଲୋକଙ୍କ ପାଇଁ ଅଧିକ କାମ କରିବାକୁ ପରାମର୍ଶ ଦେଇଛନ୍ତି। ଏ ଅବସରରେ…




