ବଢ଼ିଲା ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳ : କାର୍ଯ୍ୟକାଳ ବୃଦ୍ଧି ପାଇଁ ମିଳିଛି କେନ୍ଦ୍ରର ଅନୁମୋଦନ

ଭୁବନେଶ୍ୱର: ୨୦୨୩ ଫେବୃଆରୀ ୨୮ ଯାଏଁ ବଢ଼ିଲା ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳ । ଚଳିତ ମାସରେ ତାଙ୍କ କାର୍ଯ୍ୟକାଳ ଶେଷ ହେବାର ଥିଲା । ତେବେ ତାଙ୍କ କାର୍ଯ୍ୟକାଳ ଆଉ ଛ' ମାସ ବୃଦ୍ଧି ପାଇଛି ।…

Continue Readingବଢ଼ିଲା ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳ : କାର୍ଯ୍ୟକାଳ ବୃଦ୍ଧି ପାଇଁ ମିଳିଛି କେନ୍ଦ୍ରର ଅନୁମୋଦନ

ଟିକରପଡା ବନ୍ୟାଞ୍ଚଳ ବୁଲି ଦେଖିଲେ ସମ୍ବଲପୁର ବିଜେଡି ପର୍ଯ୍ୟବେକ୍ଷକ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଟିକରପଡା ବନ୍ୟାଞ୍ଚଳର ପରିସ୍ଥିତିକୁ ତଦାରଖ କରିବା ପାଇଁ ସୋମବାର ସମ୍ବଲପୁର ବିଜେଡି ପର୍ଯ୍ୟବେକ୍ଷକ ବରିଷ୍ଠ ବିଜେଡି ନେତା ନଳିନୀକାନ୍ତ ପ୍ରଧାନ ପରିଦର୍ଶନ କରିଛନ୍ତି। ଶ୍ରୀ ପ୍ରଧାନଙ୍କସହ ଜିଲ୍ଲା ପରିଷଦ ସଭୀନେତ୍ରୀ ବବିତା ପ୍ରଧାନ, ଯୁବ ବିଜେଡି ସଭାପତି…

Continue Readingଟିକରପଡା ବନ୍ୟାଞ୍ଚଳ ବୁଲି ଦେଖିଲେ ସମ୍ବଲପୁର ବିଜେଡି ପର୍ଯ୍ୟବେକ୍ଷକ

ରେଳପଥ ନିଯୁକ୍ତି ବୋର୍ଡ ପରୀକ୍ଷା ପାଇଁ ସ୍ୱତନ୍ତ୍ର ଟ୍ରେନ୍

ଭୁବନେଶ୍ବର/ଅନୁଗୁଳ : ରେଳପଥ ନିଯୁକ୍ତି ବୋର୍ଡ ପରୀକ୍ଷାର ଆଶାୟୀ ପରୀକ୍ଷାର୍ଥୀଙ୍କ ସୁବିଧା ପାଇଁ ରେଳବାଇ ପକ୍ଷରୁ ସ୍ୱତନ୍ତ୍ର ଟ୍ରେନ୍ ଚଲାଇବାକୁ ନିଷ୍ପତ୍ତି ନିଆଯାଇଛି। କମ୍ପ୍ୟୁଟର ବେସ୍‌ଡ ଟେଷ୍ଟ(ସିବିଟି) ମାଧ୍ୟମରେ ହେବାକୁ ଥିବା ଏହି ପରୀକ୍ଷା ଲାଗି ବିଭିନ୍ନ ସହରରେ କେନ୍ଦ୍ର ହୋଇଛି।…

Continue Readingରେଳପଥ ନିଯୁକ୍ତି ବୋର୍ଡ ପରୀକ୍ଷା ପାଇଁ ସ୍ୱତନ୍ତ୍ର ଟ୍ରେନ୍

ନିଶା କାରବାରର ହବ୍ ପାଲଟିଛି ଅନୁଗୁଳ! ବିପୁଳ ମାତ୍ରାରେ କଫ୍ ସିରପ୍ ଓ ବ୍ରାଉନ୍ ସୁଗାର ଜବତ, ୫ ଗିରଫ

ଅନୁଗୁଳ: ସ୍ଥାନୀୟ କଣିହାଁ ବ୍ଲକ ସମଲ ପୋଲିସ ସୋମବାର ବିପୁଳ ମାତ୍ରାରେ କଫ୍ ସିରପ୍ ଓ ବ୍ରାଉନ୍ ସୁଗାର ଜବତ କରିଛି। କଫ୍ ସିରପ୍ ଜବତ ଘଟଣାରେ ପୋଲିସ ୨ ଜଣଙ୍କୁ ଓ ବ୍ରାଉନ୍ ସୁଗାର ଜବତ ଘଟଣାରେ ୩ଜଣଙ୍କୁ ଗିରଫ…

Continue Readingନିଶା କାରବାରର ହବ୍ ପାଲଟିଛି ଅନୁଗୁଳ! ବିପୁଳ ମାତ୍ରାରେ କଫ୍ ସିରପ୍ ଓ ବ୍ରାଉନ୍ ସୁଗାର ଜବତ, ୫ ଗିରଫ

ଏଣିକି କୋଇଲା ଗ୍ରାହକଙ୍କ ଅଭିଯୋଗର ସମାଧାନ କରିବେ ରାଜ୍ୟ ସରକାର

ତାଳଚେର : କୋଇଲା ବିକ୍ରି ପାଇଁ ସଂଗୃହୀତ ରୟାଲଟି ବିରୋଧରେ ଅତିରିକ୍ତ ଚାର୍ଜ ଫେରସ୍ତ କରିବାକୁ ଓଡ଼ିଶା ସରକାର ନିଷ୍ପତ୍ତି ନେଇଛନ୍ତି। ଏହି ନିଷ୍ପତ୍ତି ଶହ ଶହ କୋଇଲା ଗ୍ରାହକଙ୍କ ପାଇଁ ଖୁସି ଆଣିଦେବ ବୋଲି ଆଶା କରାଯାଇଛି। ଦେଶର ପ୍ରଥମ…

Continue Readingଏଣିକି କୋଇଲା ଗ୍ରାହକଙ୍କ ଅଭିଯୋଗର ସମାଧାନ କରିବେ ରାଜ୍ୟ ସରକାର

ଜିଏସ୍ ସେଣ୍ଟର ସପିଙ୍ଗ ମଲ ସିଲ

ଅନୁଗୁଳ: ଅନୁଗୁଳ ସହରରେ ବେଆଇନ ସପିଙ୍ଗ ମଲ ସଂଖ୍ୟା ଦିନକୁ ଦିନ ବଢୁଥିବା ବେଳେ ଏମାନଙ୍କ ଯୋଗୁଁ ଟ୍ରାଫିକ ସମସ୍ୟା ଦେଖା ଦେଉଛି। ଏଥିନେଇ ଅଭିଯୋଗ ହେବାପରେ ଆଜି ସନ୍ଧ୍ୟାରେ ଟାମଡା ଓ ମ୍ୟୁନିସିପାଲିଟି ପକ୍ଷରୁ ଶଙ୍କର ସିନେମା ରୋଡ଼ରେ ଥିବା…

Continue Readingଜିଏସ୍ ସେଣ୍ଟର ସପିଙ୍ଗ ମଲ ସିଲ

ଚଳିତବର୍ଷର ପ୍ରଥମ ବନ୍ୟା ଜଳ ଛାଡ଼ିଲା ରେଙ୍ଗାଳି, ପ୍ରତି ସେକେଣ୍ଡରେ ନିଷ୍କାସିତ ହେଉଛି ୪୮୪ ଘନମିଟର ଜଳ

ଅନୁଗୁଳ : ଖୋଲିଲା ରେଙ୍ଗାଳି ଡ୍ୟାମ୍। ଉପର ମୁଣ୍ଡରେ ପ୍ରବଳ ବର୍ଷା ଫଳରେ ସ୍ଥାନୀୟ କଣିହାଁ ବ୍ଲକ ରେଙ୍ଗାଳି ଜଳଭଣ୍ଡାର ଜଳସ୍ତର ବୃଦ୍ଧି ପାଇଛି। ଫଳରେ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ଛାଡ଼ିଛି ଜଳ ଭଣ୍ଡାର। ରେଙ୍ଗାଳି ଜଳଭଣ୍ଡାରର ନିର୍ବାହୀ…

Continue Readingଚଳିତବର୍ଷର ପ୍ରଥମ ବନ୍ୟା ଜଳ ଛାଡ଼ିଲା ରେଙ୍ଗାଳି, ପ୍ରତି ସେକେଣ୍ଡରେ ନିଷ୍କାସିତ ହେଉଛି ୪୮୪ ଘନମିଟର ଜଳ

ଜିଲ୍ଲା କୋଲ ବ୍ଲକ ଅଞ୍ଚଳରେ ହାତୀର ସୁରକ୍ଷା କରାଯିବ

ଅନୁଗୁଳ: ଅନୁଗୁଳ ଜିଲ୍ଲାର କୋଲ ବ୍ଲକ ଅଞ୍ଚଳରେ ବନ୍ୟପ୍ରାଣୀ ବିଶେଷ କରି ହାତୀଙ୍କ ସୁରକ୍ଷା ପାଇଁ ନୂଆ ଯୋଜନା କାର୍ଯ୍ୟକାରୀ କରାଯିବ। ନିକଟରେ ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ସଭାରେ ବିସ୍ତୃତ ଆଲୋଚନା ପରେ…

Continue Readingଜିଲ୍ଲା କୋଲ ବ୍ଲକ ଅଞ୍ଚଳରେ ହାତୀର ସୁରକ୍ଷା କରାଯିବ

ହାଇକୋର୍ଟ ସ୍ୱାସ୍ଥ୍ୟ କମିଟିର ଅନୁଗୁଳ ଗସ୍ତ

ଅନୁଗୁଳ: ଲକ୍ଷ ଲକ୍ଷ ଟଙ୍କାର ମେଡିସିନ ଘୋଟାଲା, ବେଆଇନ ନର୍ସ ଓ ଲ୍ୟାବ ଟେକ୍ନିସିଆନ ନିଯୁକ୍ତି, ରୋଗୀ କୋଠାରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ, ସୁରକ୍ଷାକର୍ମୀ ନିଯୁକ୍ତିରେ ଲାଞ୍ଚ ତଥା ଅନ୍ୟାନ୍ୟ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା ନେଇ ବହୁ ବଦନାମ ମୁଣ୍ଡାଇ ଥିବା…

Continue Readingହାଇକୋର୍ଟ ସ୍ୱାସ୍ଥ୍ୟ କମିଟିର ଅନୁଗୁଳ ଗସ୍ତ

ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ଚରମ ଅବହେଳା: ତାଳଚେର ସେଣ୍ଟ୍ରାଲ ହସ୍ପିଟାଲରେ ହୋଇପାରୁନି ଅଲ୍ଟ୍ରାସାଉଣ୍ଡ ; ଶୋଷୁଛନ୍ତି ଘରୋଇ ନର୍ସିଂହୋମ୍

ତାଳଚେର: ତାଳଚେର ଏମସିଏଲ କେନ୍ଦ୍ରୀୟ ଚିକିତ୍ସାଳୟରେ ଅଲ୍ଟ୍ରାସାଉଣ୍ଡ ହୋଇପାରୁନଥିବାରୁ ଚିକିତ୍ସା ପାଇଁ ଆସୁଥିବା ରୋଗୀମାନେ ନାନା ସମସ୍ୟା ଦେଇ ଗତି କରୁଛନ୍ତି। ଏହାର ସୁଯୋଗ ନେଇ ଘରୋଇ ନର୍ସିଂହୋମଗୁଡିକ ଜନସାଧାରଣଙ୍କୁ ଶୋଷଣ କରୁଛନ୍ତି। ତେବେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନବୀକରଣ…

Continue Readingଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ଚରମ ଅବହେଳା: ତାଳଚେର ସେଣ୍ଟ୍ରାଲ ହସ୍ପିଟାଲରେ ହୋଇପାରୁନି ଅଲ୍ଟ୍ରାସାଉଣ୍ଡ ; ଶୋଷୁଛନ୍ତି ଘରୋଇ ନର୍ସିଂହୋମ୍