ଚାକିରି ଦେବା ନାଁରେ ଠକେଇ ଘଟଣା,ପୁଲିସ୍ ପଞ୍ଝାରେ ମାଷ୍ଟର୍ମାଇଣ୍ଡ୍ ବାପ-ପୁଅ
ଅନୁଗୁଳ : ଠକେଇ ଗ୍ୟାଙ୍ଗ୍ରେ ବାପ-ପୁଅ ମେଳି। ଚାକିରି ଦେବାକୁ କହି ଶିକ୍ଷିତ ବେକାର ଯୁବକଙ୍କୁ ଠକୁଥିଲେ । ଶତାଧିକ ଯୁବକଙ୍କୁ ଚାକିରି ନାଁ’ରେ ଚୂନ ଲଗାଇଛନ୍ତି। କାହାଠୁ ୪ ଲକ୍ଷ ତ ଆଉ କାହାଠୁ ୫ ଲକ୍ଷ ଟଙ୍କା ଠକିନେଇ…
ଅନୁଗୁଳ : ଠକେଇ ଗ୍ୟାଙ୍ଗ୍ରେ ବାପ-ପୁଅ ମେଳି। ଚାକିରି ଦେବାକୁ କହି ଶିକ୍ଷିତ ବେକାର ଯୁବକଙ୍କୁ ଠକୁଥିଲେ । ଶତାଧିକ ଯୁବକଙ୍କୁ ଚାକିରି ନାଁ’ରେ ଚୂନ ଲଗାଇଛନ୍ତି। କାହାଠୁ ୪ ଲକ୍ଷ ତ ଆଉ କାହାଠୁ ୫ ଲକ୍ଷ ଟଙ୍କା ଠକିନେଇ…
ଅନୁଗୁଳ: ବଅଁରପାଳ ବ୍ଲକ୍ ତଥା ନାଲ୍କୋ ଥାନା କାଣ୍ଡସର ରୁଗୁଡ଼ିସାହିର ଶଙ୍କର ବେହେରାଙ୍କ ମଟର ସାଇକେଲ୍ (ଓଡ଼ି୩୫ବି-୮୬୩୫) ଚୋରି ଅଭିଯୋଗରେ ପୁଲିସ ଦୁଇ ଜଣ ଅଣଓଡ଼ିଆ ଯୁବକଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ଚୋରି ମଟର ସାଇକେଲ୍ ଉଦ୍ଧାର କରାଯାଇଥିବା ଭଡ଼ାଘର ତଲାସି…
ଅନୁଗୁଳ: କରୋନାର କରାଳତା ମଧ୍ୟରେ ଦେଶର ବିଭିନ୍ନ ହସ୍ପିଟାଲ୍ରେ ଅକ୍ସିଜେନ୍ର ଘୋର ଅଭାବ ଦେଖାଦେଇଛି। ଅକ୍ସିଜେନ୍ ଅଭାବରୁ ବହୁ କରୋନା ସଂକ୍ରମିତ ଆଖି ବୁଜୁଛନ୍ତି। ଅକ୍ସିଜେନ୍ର ଏହି ଅଭାବକୁ ଦୂର କରିବାରେ ଅନୁଗୁଳ ଜିଲ୍ଲା ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି।…
ଅନୁଗୁଳ: ସୁନ୍ଦରଗଡ଼ ଏବଂ ଅନୁଗୁଳ ଜିଲ୍ଲାରେ ନୂଆ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ହେବ। ଏଥିପାଇଁ ମହାନଦୀ କୋଲ ଫିଲଡ଼ (ଏମସିଏଲ୍) ବୋର୍ଡ ଅନୁମୋଦନ ଦେଇଥିବାରୁ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।…
ଅନୁଗୁଳ: କରୋନା ସଂକ୍ରମଣ ରୋକିବା ପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ମୁତାବକ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ଓ ନାଲ୍କୋ ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ପଦକ୍ଷେପ ନିଆଯାଇଛି। ନାଲ୍କୋନଗରରେ ୨୪ ଘଣ୍ଟିଆ କୋଭିଡ୍ କଲ୍ସେଣ୍ଟର ଓ ହେଲ୍ପଲାଇନ୍ ଆରମ୍ଭ କରାଯାଇଛି। କରୋନା ସଂପର୍କରେ…
ଅନୁଗୁଳ: ରାଜ୍ୟରେ କରାଳ କାୟା ମେଲାଇ ଚାଲିଛି କରୋନା। ଦୈନିକ ସଂକ୍ରମଣ ଚିନ୍ତାଜନକ ଭାବେ ବଢ଼ିଚାଲିଛି। ଦ୍ରୁତ ସଂକ୍ରମଣକୁ ନଜରରେ ରଖି ଭାରତୀୟ ସୈନ୍ୟବାହିନୀର ସାଧାରଣ ପ୍ରବେଶିକା ପରୀକ୍ଷାକୁ ସ୍ଥଗିତ କରାଯାଇଛି। ପ୍ରବେଶିକା ପରୀକ୍ଷା ଆସନ୍ତା ୩୦ ତାରିଖରେ ହେବାର ଥିଲା।…
ଅନୁଗୁଳ: କରୋନା ଟିକା ନେଇ ମଧ୍ୟ ନାଲ୍କୋ ଡାକ୍ତରଖାନାର ୩ ଜଣ ସ୍ବାସ୍ଥ୍ୟକର୍ମୀ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ପ୍ରାପ୍ତ ସୂଚନା ଅନୁଯାୟୀ, ନାଲକୋ ଡାକ୍ତରଖାନାର ଜଣେ ଡାକ୍ତର ଗତ ଏପ୍ରିଲ ମାସରେ ୨ୟ ଡୋଜ୍ କୋଭିସିଲ୍ଡ଼ ଟିକା ନେଇଥିଲେ। ତାଙ୍କଠାରେ…
ଅନୁଗୁଳ: ଜିଲ୍ଲାରେ କରୋନା ସ୍ଥିତି ବିଗିଡ଼ି ଚାଲିଥିବା ବେଳେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଗୁରୁବାର ଅପରାହ୍ନରେ କୋଭିଡ୍ ସ୍ଥିତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ଆସନ୍ତାକାଲିଠୁ ବନ୍ଦ ହେବ ଅନୁଗୁଳ ଜିଲ୍ଲା କୋଭିଡ୍ କେୟାର ହସ୍ପିଟାଲ। ସେହି ସ୍ଥାନରେ ଆଇସୋଲେସନ୍ ୱାର୍ଡ୍…
ଅନୁଗୁଳ : ଅନୁଗୁଳ ଜିଲ୍ଲାରେ ପହଞ୍ଚିଛି ଆଉ ୨୫୦୦ ଟିକା। ପୁନଶ୍ଚ ଜିଲ୍ଲାରେ ଟିକାକରଣ ଆରମ୍ଭ ହେବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ଗତ ସୋମବାର ଦିନ ଜିଲ୍ଲାରେ ଟିକା ଶେଷ ହୋଇଥିଲା। ଫଳରେ ମଙ୍ଗଳବାର ଓ ବୁଧବାର ଜିଲ୍ଲାର…
ଅନୁଗୁଳ: ଗତ ଏକ ସପ୍ତାହ ଧରି ଅନୁଗୁଳ ଜିଲ୍ଲାରେ କରୋନା ଗ୍ରାଫ୍ ଉର୍ଦ୍ଧ୍ବଗାମୀ ହୋଇଛି । ସପିଂ କଲାବେଳେ ସାମାଜିକ ଦୂରତା ନରଖିବା,ମାସ୍କ ନପିନ୍ଧିବା, କାରଣରୁ ସଂକ୍ରମିତଙ୍କ ସଂଖ୍ୟା ବଢୁଛି। ଏହାଛଡା ଲକ୍ଷଣ ନଥିବା ଅନେକ ସଂକ୍ରମିତ ରୋଗ ଲୁଚାଇ ଖୁଲମଖୁଲା…