ଗୁରୁବାର ଜିଲ୍ଲା ମହକୁମାରେ ଟିକାକରଣ ବନ୍ଦ
ଅନୁଗୁଳ: ଗୁରୁବାର ଜିଲ୍ଲା ମୁଖ୍ୟ ଡାକ୍ତରଖାନା ପକ୍ଷରୁ କୋଭିଡ଼ ଟିକାକରଣ ବନ୍ଦ ରଖାଯାଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପକ୍ଷରୁ ଜିଲ୍ଲା କଳାକେନ୍ଦ୍ରଠାରେ ହିତାଧିକାରୀଙ୍କୁ ଟିକା ଦିଆଯାଉଥିଲା। ସେଠାରେ ହାଉଜାଉ ଭିଡ଼ ଯୋଗୁଁ ଏଣିକି ଦୁଇ କେନ୍ଦ୍ର ଯଥା- କଳାକେନ୍ଦ୍ର ଓ ଟାମୁଡ଼ା…
