ବାହାଳସାହିରେ ବେଆଇନ୍ କୋଇଲା ଖାତ
ଅନୁଗୁଳ : ଛେଣ୍ଡିପଦା ତହସିଲ୍ ଅଫିସ୍ ଓ ଥାନାଠୁ ମାତ୍ର ୪ କିଲୋମିଟର ଦୂରରେ ପୁଞ୍ଜା ପୁଞ୍ଜା ବେଆଇନ୍ କୋଇଲା ଖାତ । ଦୂରରୁ ଦେଖିଲେ ଲାଗିବ ପରିତ୍ୟକ୍ତ କୂଅ । ହେଲେ ଏହି କୂଅ ମାଧମରେ ଅତ୍ୟନ୍ତ ବିପଦପୂର୍ଣ୍ଣ ଭାବରେ…
ଅନୁଗୁଳ : ଛେଣ୍ଡିପଦା ତହସିଲ୍ ଅଫିସ୍ ଓ ଥାନାଠୁ ମାତ୍ର ୪ କିଲୋମିଟର ଦୂରରେ ପୁଞ୍ଜା ପୁଞ୍ଜା ବେଆଇନ୍ କୋଇଲା ଖାତ । ଦୂରରୁ ଦେଖିଲେ ଲାଗିବ ପରିତ୍ୟକ୍ତ କୂଅ । ହେଲେ ଏହି କୂଅ ମାଧମରେ ଅତ୍ୟନ୍ତ ବିପଦପୂର୍ଣ୍ଣ ଭାବରେ…
ଭୁବନେଶ୍ୱର: ଚାକିରି ଦେବା ବାହାନାରେ ଜଣେ ଯୁବକଙ୍କଠାରୁ ୧ ଲକ୍ଷ ୩୦ ହଜାର ଟଙ୍କା ଠକି ନେଇଥିବା ଅଭିଯୋଗରେ ମଙ୍ଗଳବାର ଏୟାରପୋର୍ଟ ଥାନା ପୁଲିସ ଜଣେ ଯୁବକକୁ ଗିରଫ କରିଛି। ସେ ହେଲା ଅନୁଗୁଳ ଜିଲ୍ଲା ମାଟିଆସାହି ଅଞ୍ଚଳର ବଳଭଦ୍ର ପ୍ରସାଦ…
ଅନୁଗୁଳ: ୨୦୧୬ ସେପ୍ଟେମ୍ବର ମାସରେ ତାଳଚେର କୋଲିୟରୀ ଥାନା ଗୋପାଳପ୍ରସାଦ ହାଇସ୍କୁଲ ସମ୍ମୁଖରେ ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଅଶ୍ଳିଳ ଭାଷାରେ ଗାଳିଗୁଲଜ, ଧମକଚମକ ଦେବା ନେଇ ଥାନାରେ ରୁଜୁ ହୋଇଥିବା ମାମଲାର ରାୟ ଅନୁଗୁଳ ସ୍ବତନ୍ତ୍ର ପୋକସୋ ଅଦାଲତରେ ମଙ୍ଗଳବାର…
ଅନୁଗୁଳ: ଅନୁଗୁଳ ପୌରପାଳିକାରେ କାର୍ଯ୍ୟରତ ଦୁଇ ଯନ୍ତ୍ରୀ ଦୁର୍ଗା ପଟ୍ଟନାୟକ ଓ ରବୀନ୍ ଦାସଙ୍କୁ ଦୁଇ ଜଣ ଦୁର୍ବୃତ୍ତ ସୋମବାର ସନ୍ଧ୍ୟାରେ ପ୍ରାଣାନ୍ତକ ଆକ୍ରମଣ କରିଛନ୍ତି । ଦୁହେଁ ସାଇଟ୍ ପରିଦର୍ଶନ କରି ଫେରୁଥିବା ବେଳେ ଅନୁଗୁଳ ବିଦ୍ୟୁତ୍ ଥାନା ସମ୍ମୁଖ…
ଭୁବନେଶ୍ୱର: ଏଣିକି ରବିବାର ଓ ପବ୍ଲିକ ଛୁଟି ଦିନ ବ୍ୟତୀତ ଅନ୍ୟ ସବୁ ଦିନ ଟିକାକରଣ କରାଯିବ। ଏନେଇ ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ। ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ପାଣିଗ୍ରାହୀଙ୍କ କହିବା ଅନୁସାରେ ସ୍ୱାସ୍ଥ୍ୟକର୍ମୀ…
ଅନୁଗୁଳ: ବାଲ୍ୟ ବିବାହ ପ୍ରଥାକୁ ରୋକିବା ପାଇଁ ଜିଲ୍ଲା ପ୍ରଶାସନ କଠୋର ଏବଂ ସକ୍ରିୟ ହୋଇପଡ଼ିଛି । ଜିଲ୍ଲାପାଳ ସମସ୍ତ ସରପଞ୍ଚଙ୍କୁ ବାଲ୍ୟ ବିବାହକୁ ରୋକିବା ଓ ଲୋକମାନଙ୍କୁ ଏ ସମ୍ପର୍କରେ ସଚେତନ କରିବା ପାଇଁ ଚିଠି କରିବା ତଥା କାର୍ଯ୍ୟାନୁଷ୍ଠାନ…
ଅନୁଗୁଳୁ: ଜଣେ ମହିଳାଙ୍କୁ ପ୍ରାଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଅନୁଗୁଳ ଥାନା ପୁଲିସ୍ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲା, ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଇଲାକା ଦଦରାଘାଟିର ରାମଚନ୍ଦ୍ର ବାରିକ । ପୁଲିସ୍ ସୂଚନା ମୁତାବକ, ଅଭିଯୁକ୍ତ…
ଅନୁଗୁଳ: ଶସ୍ତାରେ ଛେନାପୋଡ଼ ଖାଇବାକୁ ନେଇ ଘଟିଲା ତୁମୁଳକାଣ୍ଡ । ଜଳଖିଆ ଦୋକାନୀଙ୍କୁ ବିଧା, ଗୋଇଠା ମାଡ଼ ; ଅଶ୍ରାବ୍ୟ ଭାଷାରେ ଗାଳି । ଏତିକିରେ ରାଗ ଶାନ୍ତ ହେଲାନି ଯେ, ଦୋକାନରୁ ମିଠା ଫିଙ୍ଗିଦେଲେ ଗ୍ରାହକ । ଶନିବାର ସନ୍ଧ୍ୟାରେ…
ଅନୁଗୁଳ: ଗଞ୍ଜେଇ ପ୍ରବଣ ଅନୁଗୁଳରେ ଅଫିମ ଚାଷ ସାମ୍ନାକୁ ଆସିଛି । ପାଳଲହଡ଼ା ବ୍ଳକ୍ ଉପାନ୍ତ ତଥା ମାଓପ୍ରବଣ ନଗିରା ଅଞ୍ଚଳରେ ଅଫିମ ଚାଷ ପୁଲିସ ପାଇଁ ମୁଣ୍ଡବ୍ୟଥାର କାରଣ ସାଜିଛି । ପାଳଲହଡ଼ା ପୁଲିସ୍ ଶୁକ୍ରବାର ଚଢ଼ଉ କରି ନଗିରା…
ଅନୁଗୁଳ: ଡିନାମାଇଟ୍ ଫୁଟାଇ ମାଛ ମାରିବା କାଳ ହେଲା । ଡିନାମାଇଟ୍ ହାତରେ ଫୁଟିବାରୁ ଉଡ଼ି ଗଲା ଯୁବକଙ୍କ ପାପୁଲି । ମୁହଁରେ ଗଭୀର ଆଘାତ ଲାଗିବା ସହ ଡାହାଣ ଆଖି ନଷ୍ଟ ହୋଇଯାଇଛି । ଛେଣ୍ଡିପଦା ବ୍ଳକ କମ୍ପସଲା ଗ୍ରାମରେ…