ଶୈଳ ଶ୍ରୀକ୍ଷେତ୍ର ଅନୁଗୁଳରେ ଘୋଷ ଯାତ୍ରା: ୫୦ ହଜାର ଭକ୍ତଙ୍କ ସମାଗମ

ଅନୁଗୁଳ: ଦୁଇ ବର୍ଷ ଧରି କରୋନା କଟକଣା ଯୋଗୁଁ ପର୍ବ ପର୍ବାଣୀ ବନ୍ଦ ରହିବା ପରେ ଚଳିତ ବର୍ଷ ରଥ ଯାତ୍ରା ପାଇଁ ଭକ୍ତଙ୍କ ମଧ୍ୟରେ ବହୁ ଉତ୍ସାହ ଦେଖୀବାକୁ ମିଳିଥିଲା। ଶୈଳ ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିରରେ ବଡି ଭୋର ସମୟରେ…

Continue Readingଶୈଳ ଶ୍ରୀକ୍ଷେତ୍ର ଅନୁଗୁଳରେ ଘୋଷ ଯାତ୍ରା: ୫୦ ହଜାର ଭକ୍ତଙ୍କ ସମାଗମ

ସାତକୋଶିଆ ଅଭୟାରଣ୍ୟରେ ପୁଣି ଏକ ହାତୀ ଛୁଆର ମୃତ୍ୟୁ

ଅନୁଗୁଳ: ଅନୁଗୁଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟରେ ଆଜି ପୁଣି ଏକ ହାତୀ ଛୁଆର ମୃତ୍ୟୁ ଘଟିଛି। ଏହି ହାତୀ କିଛି ଦିନ ହେଲା ଅସୁସ୍ଥ ଥିଲେ ମଧ୍ୟ ବନ ବିଭାଗ ତା' ଚିକିତ୍ସା କରିନଥିଲା। ଫଳରେ ଆଜି ତା ମୃତ୍ୟୁ ଘଟିଛି।…

Continue Readingସାତକୋଶିଆ ଅଭୟାରଣ୍ୟରେ ପୁଣି ଏକ ହାତୀ ଛୁଆର ମୃତ୍ୟୁ

ତାଳଚେରରେ ୨ଟି କେନ୍ଦ୍ରୀୟ ବିଦ୍ୟାଳୟର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

ଅନୁଗୁଳ: ଯାହା ବି ହେଇଯାଉ କିନ୍ତୁ ତାଳଚେରର ବିକାଶ କାର୍ଯ୍ୟ ବାଧାପ୍ରାପ୍ତ ହେବା ଅନୁଚିତ୍ ବୋଲି ଗୁରୁବାର ତାଳଚେରରେ ଦୁଇଟି କେନ୍ଦ୍ରୀୟ ବିଦ୍ୟାଳୟର ଶୁଭାରମ୍ଭ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।…

Continue Readingତାଳଚେରରେ ୨ଟି କେନ୍ଦ୍ରୀୟ ବିଦ୍ୟାଳୟର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

ହିମାଳୟ ଉଚ୍ଚ ଶିଖରରେ ମହାପ୍ରଭୁ ଜଗନ୍ନାଥଙ୍କ ଚିତ୍ର ଆଙ୍କିଲେ ଅନୁଗୁଳର ଚିତ୍ରକର ରଜତ

ଅନୁଗୁଳ: ହିମାଳୟରେ ଚିତ୍ର ଆଙ୍କିଲେ ଓଡ଼ିଆ। ସ୍ଥାନୀୟ ବଅଁରପାଳ ବ୍ଲକ ଗାଙ୍ଗିଯୋଡ଼ି ଗାଁର ରଜତ ରଞ୍ଜନ ନାଥ ଓ ତାଙ୍କ ଟିମ୍ ହିମାଳୟର ୫୨୬୦ମିଟର ଉଚ୍ଚତାରେ ଭାରତମାତାଙ୍କ ସହ ତ୍ରିରଙ୍ଗା ଚିତ୍ର ଆଙ୍କିଛନ୍ତି। ଗତ ଜୁନ୍ ୧୧ ତାରିଖରେ ଏନଏସି ପକ୍ଷରୁ…

Continue Readingହିମାଳୟ ଉଚ୍ଚ ଶିଖରରେ ମହାପ୍ରଭୁ ଜଗନ୍ନାଥଙ୍କ ଚିତ୍ର ଆଙ୍କିଲେ ଅନୁଗୁଳର ଚିତ୍ରକର ରଜତ

ଆସନ୍ତା ଜୁଲାଇ ପହିଲାରୁ ରାଜ୍ୟରେ ବନ୍ଦ ହେବ ପ୍ଲାଷ୍ଟିକ ବିକ୍ରି

ଅନୁଗୁଳ: ଆସନ୍ତା ଜୁଲାଇ ୧ରୁ ସିଙ୍ଗଲ ୟୁଜ ପ୍ଲାଷ୍ଟିକର ଉତ୍ପାଦନ ଓ ବିକ୍ରୟ ଉପରେ ରୋକ୍ ଲଗାଇଛି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ। ଏ ନେଇ ଗତ ୧୦ ତାରିଖରେ ବୋର୍ଡ଼ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି। ପରିବେଶ ମନ୍ତ୍ରଣାଳୟର…

Continue Readingଆସନ୍ତା ଜୁଲାଇ ପହିଲାରୁ ରାଜ୍ୟରେ ବନ୍ଦ ହେବ ପ୍ଲାଷ୍ଟିକ ବିକ୍ରି

ଜାଲ ପ୍ରମାଣପତ୍ର ଦେଇଥିବା ଅଧ୍ୟାପକଙ୍କ ବିରୋଧରେ ଏତଲା ପାଇଁ ନିର୍ଦେଶ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଜରପଡ଼ା ପତିତପାବନ ଡିଗ୍ରି ମହାବିଦ୍ୟାଳୟର ଅର୍ଥନୀତି ଅଧ୍ୟାପକ ବିକାଶ ଚନ୍ଦ୍ର ମିଶ୍ର ନିଜ ମାର୍କସିଟରେ ଜାଲିଆତି କରି ଚାକିରି କରିଥିବା ଅଭିଯୋଗ ହୋଇଛି। ତେଣୁ ବିକାଶଙ୍କ ବିରୋଧରେ ବିରୋଧରେ ଥାନାରେ ଏତଲା ଦେବାକୁ ଅନୁଗୁଳ ଉପଜିଲ୍ଲାପାଳଙ୍କୁ ଉଚ୍ଚଶିକ୍ଷା…

Continue Readingଜାଲ ପ୍ରମାଣପତ୍ର ଦେଇଥିବା ଅଧ୍ୟାପକଙ୍କ ବିରୋଧରେ ଏତଲା ପାଇଁ ନିର୍ଦେଶ

ଅନୁଗୁଳରେ ଖୋଲିବ ଇଗନୌ ର ଆଞ୍ଚଳିକ କେନ୍ଦ୍ର

ଅନୁଗୁଳ: ଆନନ୍ଦର କଥା ଇନ୍ଦିରା ଗାନ୍ଧୀ ଓପନ ୟୁନିଭରସିଟି ଆଞ୍ଚଳିକ କେନ୍ଦ୍ର ଅନୁଗୁଳରେ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି। ଗତ ୨୬.୫.୨୨ ରେ ମେନେଜମେଣ୍ଟ ବୋର୍ଡ଼ର ୧୪୯ ତମ ବୈଠକରେ ଏହି ନିଷ୍ପତ୍ତି ନିଆଯାଇ ପ୍ରସ୍ତାବ ଗୃହୀତ ହୋଇଛି। ଅନୁଗୁଳ ସେଣ୍ଟର ଅଧିନରେ…

Continue Readingଅନୁଗୁଳରେ ଖୋଲିବ ଇଗନୌ ର ଆଞ୍ଚଳିକ କେନ୍ଦ୍ର

ପୁଣି ଆଖି ବୁଜିଲା ଗଜରାଜ, ଚିକିତ୍ସାଧୀନ ଅବସ୍ଥାରେ ହାତୀ ଛୁଆର ମୃତ୍ୟୁ

ଅନୁଗୁଳ: ପୁଣିଥରେ ଆଖି ବୁଜିଲା ଗଜରାଜ। ଅନୁଗୁଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟ କୁଶଖଲି ଜଙ୍ଗଲରେ ଆଜି ସକାଳେ ଏକ ହାତୀ ଛୁଆର ମୃତ୍ୟୁ ଘଟିଛି। ମୃତ ହାତୀର ବୟସ ୪ ବର୍ଷ ହୋଇଥିବା କୁହାଯାଉଛି। ରିପୋର୍ଟ ମୁତାବକ, ମୃତ ହାତୀ ଛୁଆ…

Continue Readingପୁଣି ଆଖି ବୁଜିଲା ଗଜରାଜ, ଚିକିତ୍ସାଧୀନ ଅବସ୍ଥାରେ ହାତୀ ଛୁଆର ମୃତ୍ୟୁ

ଅଭିନବ ଉପାୟରେ ଠକେଇ, ଭୁଲ ସ୍କ୍ରିନ ସର୍ଟ ଦେଖାଇ ନେଇଯାଉଛନ୍ତି ଟଙ୍କା

ଅନୁଗୁଳ: ଲୋକଙ୍କୁ ଠକିବାକୁ ଏବେ ଠକମାନେ ନୂଆ ନୂଆ ଉପାୟ ଆପଣାଉଛନ୍ତି। କିଏ ଅନଲାଇନରେ ଠକେଇ କରି ଆକାଉଣ୍ଟ ଫାଙ୍କା କରିଦଉଛି ତ ଆଉ କିଏ ଭୁଲ କ୍ୟୁଆର କୋର୍ଡ ଦେଖାଇ ଟଙ୍କା ଲୁଟୁଛି। ତେବେ ବର୍ତ୍ତମାନ ଅନୁଗୁଳ ସହରରେ ଏକ…

Continue Readingଅଭିନବ ଉପାୟରେ ଠକେଇ, ଭୁଲ ସ୍କ୍ରିନ ସର୍ଟ ଦେଖାଇ ନେଇଯାଉଛନ୍ତି ଟଙ୍କା

ତାଳଚେର ଓ ବଲଣ୍ଡା ଅଞ୍ଚଳର ପତିତ ଜମିକୁ ଚାଷ ଉପଯୋଗୀ କରିବା ଉପରେ କେନ୍ଦ୍ରମନ୍ତ୍ରୀଙ୍କ ଗୁରୁତ୍ୱ

ଭୁବନେଶ୍ୱର/ତାଳଚେର: ପତିତ ଜମିର ପୁନରୁଦ୍ଧାର କରି ତାହାକୁ ଚାଷ ଉପଯୋଗୀ କରିବା ସହ ଆଧୁନିକ ପ୍ରଣାଳୀରେ ଚାଷ କାର୍ଯ୍ୟ କରିବା ପାଇଁ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କୃଷି ମନ୍ତ୍ରଣାଳୟ ଓ ଅନ୍ତରାଷ୍ଟ୍ରୀୟ ଫସଲ…

Continue Readingତାଳଚେର ଓ ବଲଣ୍ଡା ଅଞ୍ଚଳର ପତିତ ଜମିକୁ ଚାଷ ଉପଯୋଗୀ କରିବା ଉପରେ କେନ୍ଦ୍ରମନ୍ତ୍ରୀଙ୍କ ଗୁରୁତ୍ୱ