ବିଜେପିରେ ମିଶିଲେ ବିଜେଡି ନେତା ପାର୍ଥସାରଥୀ ପ୍ରଧାନ ଓ ଅଜୟ ସାହୁ

ଅନୁଗୁଳ: ଅନୁଗୁଳ ବିଧାନସଭା ନିର୍ବାଚନ ମଣ୍ଡଳୀ ଛେଳିଆପଡା ପଞ୍ଚାୟତର ବିଜେଡି ନେତା ପାର୍ଥସାରଥୀ ପ୍ରଧାନ ଓ ଅଜୟ ସାହୁ ଆଜି ଏକ ମିଶ୍ରଣ ପର୍ବରେ ବିଜେପିରେ ଯୋଗଦାନ କରିଛନ୍ତି। ପ୍ରଧାନମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଏବଂ…

Continue Readingବିଜେପିରେ ମିଶିଲେ ବିଜେଡି ନେତା ପାର୍ଥସାରଥୀ ପ୍ରଧାନ ଓ ଅଜୟ ସାହୁ

ମହାନ ଜନନାୟକ ନବକୃଷ୍ଣ ଚୌଧୁରୀଙ୍କ ଜୟନ୍ତୀ ପାଳିତ: ଓଡିଆ ଜନମାନସରେ ଆଜିବି ବଞ୍ଚି ରହିଛନ୍ତି ନବକୃଷ୍ଣ

ଅନୁଗୁଳ: ବାଜି ରାଉତ ଛାତ୍ରାବାସ, ଉତ୍କଳ ନବଜୀବନ ମଣ୍ଡଳ ଓ ଜିଲ୍ଲା ପ୍ରଶାସନର ସହଯୋଗରେ ସ୍ବାଧୀନତା ସଂଗ୍ରାମୀ ଓ ମହାନ ଜନନାୟକ ନବକୃଷ୍ଣ ଚୌଧୁରୀଙ୍କ ୧୨୪ତମ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଅବଦାଲ ଏମ୍ ଅଖତାର ମୁଖ୍ୟ ଅତିଥି…

Continue Readingମହାନ ଜନନାୟକ ନବକୃଷ୍ଣ ଚୌଧୁରୀଙ୍କ ଜୟନ୍ତୀ ପାଳିତ: ଓଡିଆ ଜନମାନସରେ ଆଜିବି ବଞ୍ଚି ରହିଛନ୍ତି ନବକୃଷ୍ଣ

ନଗରପାଳଙ୍କ ମହତ କାର୍ଯ୍ୟ, ସମାଜସେବୀଙ୍କ ସହାୟତାରେ ସଫା କଲେ କଣ୍ଟା ଗଛ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେରର କୋର୍ଟ- ରେମୁଆଁ ରାସ୍ତାକଡ଼ ପାଚେରୀରେ ଉଠିଥିବା କଣ୍ଟା ଗଛକୁ ସଫା କରିଛନ୍ତି ନଗରପାଳ। ସମାଜସେବୀ ଲଳିତ ବଲ୍ଲଭ ରାଉତ ଉକ୍ତ ଗଛକୁ ପରିଷ୍କାର କରିଥିବା ଦେଖିବାକୁ ମିଳିଛି। ସୂଚନାଯୋଗ୍ୟ ଯେ ରାସ୍ତା ଉପରକୁ କଣ୍ଟା ଗଛ…

Continue Readingନଗରପାଳଙ୍କ ମହତ କାର୍ଯ୍ୟ, ସମାଜସେବୀଙ୍କ ସହାୟତାରେ ସଫା କଲେ କଣ୍ଟା ଗଛ

ଓବିସି ତାଲିକାରେ ଖଣ୍ଡାୟତ ସହ ୧୪ ଜାତି ଯୋଡିବାକୁ ଯୋଜନା: ରାଷ୍ଟ୍ରୀୟ ପଛୁଆ ବର୍ଗ ଆୟୋଗଙ୍କୁ ଚିଠି ଲେଖିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ

ଭୁବନେଶ୍ବର:: ଓବିସି ତାଲିକାରେ ଖଣ୍ଡାୟତଙ୍କୁ ଯୋଡିବାକୁ ଯୋଜନା କରି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଷ୍ଟ୍ରୀୟ ପଛୁଆ ବର୍ଗ ଆୟୋଗଙ୍କୁ ଚିଠି ଲେଖିଛନ୍ତି। ଓଡ଼ିଶା ସରକାରଙ୍କ ଏସଇବିସି ତାଲିକାରେ ଥିବା ଖଣ୍ଡାୟତ, ପାଇକ, ଚଷା ପାଇକ ଏବଂ କଳିଙ୍ଗୀ ଶୂଦ୍ର ଖଣ୍ଡାୟତଙ୍କ…

Continue Readingଓବିସି ତାଲିକାରେ ଖଣ୍ଡାୟତ ସହ ୧୪ ଜାତି ଯୋଡିବାକୁ ଯୋଜନା: ରାଷ୍ଟ୍ରୀୟ ପଛୁଆ ବର୍ଗ ଆୟୋଗଙ୍କୁ ଚିଠି ଲେଖିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ

ମା’ ବନ ଦୁର୍ଗା ମନ୍ଦିରର ରତ୍ନମୁଦ ଉତ୍ସବ ଆୟୋଜିତ

ଅନୁଗୁଳ: ଅନୁଗୁଳ ଜିଲ୍ଲା କଣ୍ଢlଳ ପଞ୍ଚାୟତ ଅନ୍ତର୍ଗତ ତାଳବେଡା ଗ୍ରାମର ଡବଲୀନ ଅଞ୍ଚଳରେ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି ମା' ବନ ଦୁର୍ଗା ମନ୍ଦିରର ରତ୍ନମୁଦ ଉତ୍ସବ। ଏନେଇ ସକାଳୁ ମହିଳାମାନେ ନଦୀରୁ ଜଳ ସଂଗ୍ରହ କରି ବିରାଟ ପାଟପଟୁଆରେ କଳସ…

Continue Readingମା’ ବନ ଦୁର୍ଗା ମନ୍ଦିରର ରତ୍ନମୁଦ ଉତ୍ସବ ଆୟୋଜିତ

ଓ.ପି. ଜିନ୍ଦଲ ସ୍କୁଲରେ ୧୧ତମ ବାର୍ଷିକ ପୁସ୍ତକ ମେଳା ଆୟୋଜିତ

ଅନୁଗୁଳ : ଅନୁଗୁଳର ଓ.ପି. ଜିନ୍ଦଲ ସ୍କୁଲ ପରିସରରେ ୨୧ ଏବଂ ୨୨ ନଭେମ୍ବର ଦୁଇ ଦିନ ଧରି ୧୧ତମ ପୁସ୍ତକ ମେଳା ଆୟୋଜିତ ହୋଇଛି। ଜ୍ଞାନ ଓ ସୃଜନଶୀଳତାର ଏହି ଉତ୍ସବରେ ନୂଆ ନୂଆ ବହିର ସମାହାର ସହିତ ନୂଆ…

Continue Readingଓ.ପି. ଜିନ୍ଦଲ ସ୍କୁଲରେ ୧୧ତମ ବାର୍ଷିକ ପୁସ୍ତକ ମେଳା ଆୟୋଜିତ

‘ଅଭ୍ୟାଗତ ଆଚରଣ’ ଶୀର୍ଷକ ଏକ ଏକଦିବସୀୟ ଆଲୋଚନା ଚକ୍ର ଆୟୋଜିତ

ଅନୁଗୁଳ: ଅନୁଗୁଳ ସରକାରୀ ସ୍ଵୟଂଶାସିତ ମହାବିଦ୍ୟାଳୟରେ ପୁରାତନ ଛାତ୍ର ସଂସଦ ଓ ଓଡ଼ିଶା ସରକାରଙ୍କ ଆମ ଗୌରବ ଆମ କଲେଜ ପରିଚାଳନା ସଙ୍ଗଠନ ଆନୁକୂଲ୍ୟରେ ଅଭ୍ୟାଗତ ଆଚରଣ ଶୀର୍ଷକ ଏକ ଏକଦିବସୀୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଛି। ଏଥିରେ ବଲାଙ୍ଗୀର ଭୀମଭୋଇ…

Continue Reading‘ଅଭ୍ୟାଗତ ଆଚରଣ’ ଶୀର୍ଷକ ଏକ ଏକଦିବସୀୟ ଆଲୋଚନା ଚକ୍ର ଆୟୋଜିତ

ସାରା ରାଜ୍ୟରେ ଗୋଟିଏ ଦରରେ ବାଲି ବିକ୍ରି : ଲିଜ୍ ଧାରୀଙ୍କ ମନଇଛା ଦରକୁ ବନ୍ଦ କଲେ ସରକାର

ଭୁବନେଶ୍ବର: ବାଲି ବିକ୍ରି ଉପରେ ନୂଆ ନିୟମ ଆଣିଛନ୍ତି ସରକାର। ଏବେ ସାରା ରାଜ୍ୟରେ ଗୋଟିଏ ଦରରେ ବିକ୍ରି ହେବ ବାଲି। ଏଥି ସହିତ ଏକିକୃତ ଏମ୍ଏସ୍‌ପି ଦର ଲାଗୁ ହେବ ଏବଂ ଲିଜ୍ ଧାରୀମାନେ ସରକାରଙ୍କ ନିର୍ଦ୍ଧାରିତ ମୂଲ୍ୟରେ ହିଁ…

Continue Readingସାରା ରାଜ୍ୟରେ ଗୋଟିଏ ଦରରେ ବାଲି ବିକ୍ରି : ଲିଜ୍ ଧାରୀଙ୍କ ମନଇଛା ଦରକୁ ବନ୍ଦ କଲେ ସରକାର

ଟ୍ରେଜେରୀରୁ ୬୯ ଲକ୍ଷ ଟଙ୍କା ହଡ଼ପ ଅଭିଯୋଗରେ ପୂର୍ବତନ କିରାଣି ଗିରଫ

ଅନୁଗୁଳ: ଟ୍ରେଜେରୀରୁ ପ୍ରାୟ ୬୯ ଲକ୍ଷ ଟଙ୍କା ହଡ଼ପ ଅଭିଯୋଗରେ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ସବ୍‌-ଟ୍ରେଜେରୀର ପୂର୍ବତନ ବରିଷ୍ଠ କିରାଣି ମନୋରଞ୍ଜନ ସାହୁଙ୍କୁ ଓଡ଼ିଶା ଭିଜିଲାନ୍ସ ଗିରଫ କରିଛି। ସେ ୬୮ ଲକ୍ଷ ୮୫ ହଜାର ୪୯୭ ଟଙ୍କା ଆତ୍ମସାତ୍ କରିଥିବା…

Continue Readingଟ୍ରେଜେରୀରୁ ୬୯ ଲକ୍ଷ ଟଙ୍କା ହଡ଼ପ ଅଭିଯୋଗରେ ପୂର୍ବତନ କିରାଣି ଗିରଫ

ଜାତୀୟ ରାଜପଥ ୧୪୯ର ମରାମତି ନେଇ ଜିଲ୍ଲାପାଳଙ୍କୁ ଦାବିପତ୍ର, ଦାବି ପୂରଣ ନହେଲେ ଆନ୍ଦୋଳନ ଚେତାବନୀ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ଦେଇ ଯାଇଥିବା ୧୪୯ ନଂ ରାଜପଥର ତାଳବେଡା ଛକ ଠାରୁ ବଅଁରପାଳ ଛକ ପର୍ଯ୍ୟନ୍ତ ରାସ୍ତାକୁ ଚଉଡ଼ା କରିବାକୁ କାମ ଶୀଘ୍ର ଆରମ୍ଭ କରିବାକୁ ବିଭିନ୍ନ ପଂଚାୟତବାସୀଙ୍କ ପକ୍ଷରୁ ଅନୁଗୁଳ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଦାବିପତ୍ର…

Continue Readingଜାତୀୟ ରାଜପଥ ୧୪୯ର ମରାମତି ନେଇ ଜିଲ୍ଲାପାଳଙ୍କୁ ଦାବିପତ୍ର, ଦାବି ପୂରଣ ନହେଲେ ଆନ୍ଦୋଳନ ଚେତାବନୀ