ଭୁବନେଶ୍ୱର ପୁଲିସ୍ କବଜାରେ ମୋବାଇଲ୍ ଫୋନ୍ ଲୁଟେରା ଗ୍ୟାଙ୍ଗ
ଅନୁଗୁଳ: ଭୁବନେଶ୍ୱର ସହିଦନଗରରୁ ଏକ ମୋବାଇଲ୍ ଫୋନ୍ ଲୁଟେରା ଗ୍ୟାଙ୍ଗକୁ ଗିରଫ କରିଛି ପୁଲିସ । ମାଳ ମାଳ ମୋବାଇଲ୍ ଫୋନ୍ ଜବତ ହୋଇଛି । ଏହି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିଥିବା ବେଳେ ଶତାଧିକ ଫୋନ୍ ଉଦ୍ଧାର ହୋଇଛି।…
ଅନୁଗୁଳ: ଭୁବନେଶ୍ୱର ସହିଦନଗରରୁ ଏକ ମୋବାଇଲ୍ ଫୋନ୍ ଲୁଟେରା ଗ୍ୟାଙ୍ଗକୁ ଗିରଫ କରିଛି ପୁଲିସ । ମାଳ ମାଳ ମୋବାଇଲ୍ ଫୋନ୍ ଜବତ ହୋଇଛି । ଏହି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିଥିବା ବେଳେ ଶତାଧିକ ଫୋନ୍ ଉଦ୍ଧାର ହୋଇଛି।…
ଅନୁଗୁଳ: ଡିସେମ୍ବର ୮ ତାରିଖରେ ଚାଷୀ ସ˚ଗଠନ ପକ୍ଷରୁ ଆହୂତ ଭାରତ ବନ୍ଦ ଘୋଷଣାକୁ ବିଭିନ୍ନ ସ˚ଗଠନ ଓ ରାଜନୈତିକ ଦଳ ସମର୍ଥନ ଜଣାଇଛନ୍ତି। କୃଷି ସ˚ସ୍କାର ନାଁରେ କେନ୍ଦ୍ର ସରକାର ଯେଉଁ ଆଇନ କରିଛନ୍ତି ତାକୁ ବିରୋଧ କରିଛି ମିଳିତ…
ଅନୁଗୁଳ: ଅନୁଗୁଳ ଜିଲ୍ଲା ପର୍ଯ୍ୟଟନ ଶିଳ୍ପର ବିକାଶ ପାଇଁ ଅନେକ ଯୋଜନା ହେଉଛି। କିନ୍ତୁ ବାସ୍ତବ ଚିତ୍ର ଓଲଟା। ୧୯୭୬ ମସିହାରେ ସାତକୋଶିଆ ଅଭୟାରଣ୍ୟ ଘୋଷିତ ହେବା ପରେ ଅନେକ ନୂଆ ଯୋଜନା ସରକାର କରିଛନ୍ତି। ନୀଳ ଜଳ, ପ୍ରାକୃତିକ ଶୋଭା,…
ଅନୁଗୁଳ: ରାଜ୍ୟ ନିର୍ବାଚନ କମିଶନ ପକ୍ଷରୁ ୨୦୨୧ ବର୍ଷ ପାଇଁ ସ୍ବତନ୍ତ୍ର ଭୋଟର ତାଲିକା ପ୍ରକାଶନ ନିମନ୍ତେ ବିଜ୍ଞପ୍ତି ଜାରି କରିବା ସହ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏଥିପାଇଁ ଶନିବାର ଓ ରବିବାର ଦିନଟିକୁ ସ୍ବତନ୍ତ୍ର ପ୍ରଚାର ଦିବସ ରୂପେ ଘୋଷଣା…
ଅନୁଗୁଳ: ପଞ୍ଚମହଲାସ୍ଥିତ ଅନୁଗୁଳ ଫେକାଲ୍ ସ୍ଲଜ୍ ଟ୍ରିଟମେଣ୍ଟ ପ୍ଲାଣ୍ଟ ଇତିମଧ୍ୟରେ କାର୍ଯ୍ୟକ୍ଷମ ହୋଇଛି। ତରଳ ମଳକୁ ଶୁଷ୍କ, ଜୀବାଣୁମୁକ୍ତ କରାଯିବାପରେ ବଡ଼ି ଆକୃତିର ସାର ଦାନା ବାହାର କରାଯାଉଛି। ପରେ ପରେ ଏହାକୁ ଚୁର୍ଣ୍ଣ କରାଯାଇ ଜୈବିକ ସାରରେ ପରିଣତ କରାଯାଉଛି।…
ଅନୁଗୁଳ: ଏଣିକି ବାଇକ୍ ଚାଳକ ଓ ପଛ ସିଟରେ ବସିଥିବା ଲୋକଙ୍କ ପାଇଁ ହେଲ୍ମେଟ ବାଧ୍ୟତାମୂଳକ । ନିୟମ ଉଲ୍ଲଂଘନ କଲେ ବାତିଲ ହେବ ଡ୍ରାଇଭିଂ ଲାଇସେନ୍ସ । ଏ ନେଇ ଟ୍ବିଟ୍ କରି ସୂଚନା ଦେଇଛନ୍ତି ଓଡ଼ିଶା ରାଜ୍ୟ ପରିବହନ…
ଅନୁଗୁଳ: ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଗୁରୁବାର ଆଠମଲ୍ଲିକ ଉପଖଣ୍ତ ଗସ୍ତ କରିଛନ୍ତି। ଏହା ସହ ସେ ଅଞ୍ଚଳର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଏହି ଗସ୍ତରେ ଜିଲ୍ଲାପାଳ ଯଦୁପୁରସ୍ଥିତ ଝିମେଇଚୁଆ ମନ୍ଦିର ପରିଦର୍ଶନ କରିଥିଲେ। ଝିମେଇଚୁଆ ମନ୍ଦିରକୁ କିଭଳି…
ଅନୁଗୁଳ: ଅନୁଗୁଳ ଜିଲ୍ଲା କ୍ରିକେଟ୍ ଆସୋସିଏସନ୍ (ଏଡିସିଏ)ର କର୍ମକର୍ତ୍ତା ନିର୍ବାଚନ ଆସନ୍ତା ଜାନୁଆରୀ ପ୍ରଥମ ସପ୍ତାହରେ ହେବ। ଆସୋସିଏସନର ୫ ଜଣିଆ କାର୍ଯ୍ୟକାରୀ କମିଟି ଚୟନ ନିମନ୍ତେ ଜାନୁଆରୀ ୩ ତାରିଖରେ ନିର୍ବାଚନ କରାଇବାକୁ ଆପାତତଃ ସ୍ଥିର ହୋଇଛି। ଆସୋସିଏସନ କାର୍ଯ୍ୟାଳୟରେ…
ଅନୁଗୁଳ: ଅନୁଗୁଳରେ ଶୀତ ଲହରି ଆରମ୍ଭ ହୋଇଛି। ଶୀତ ବସ୍ତ୍ର ଅଭାବରୁ ଅନେକ କଷ୍ଟରେ ରାତି କାଟୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ଅନୁଗୁଳ ଟାଇକୋଣ୍ଡୋ ସ˚ଘ ପକ୍ଷରୁ କିଛି ଅସହାୟ ଦରିଦ୍ର ଲୋକଙ୍କୁ କମ୍ବଳ ବଣ୍ଟନ କରାଯାଇଥିଲା। କମ୍ବଳ ବଣ୍ଟନ ବେଳେ…
ଅନୁଗୁଳ: ବୁଧବାର ରାତିରେ ଅନୁଗୁଳ ଶୈଳଶ୍ରୀକ୍ଷେତ୍ରରୁ ଚନ୍ଦନ ଗଛ ଚୋରି ଉଦ୍ୟମ ହୋଇଛି। ଦୁବୃର୍ତ୍ତମାନେ ତିନିଟି ଗଛ କାଟି ଦେଉଥିଲେ ହେଁ କାଠ ନେବାରେ ବିଫଳ ହୋଇଛନ୍ତି।ଏ ଘଟଣା ନେଇ ମନ୍ଦିର ପରିଚାଳନା କମିଟି ପକ୍ଷରୁ ଜିଲ୍ଲାପାଳ ଓ ଏସ୍ପିଙ୍କ ଦୃଷ୍ଟି…