ଅନୁଗୁଳ: ଡିସେମ୍ବର ୮ ତାରିଖରେ ଚାଷୀ ସ˚ଗଠନ ପକ୍ଷରୁ ଆହୂତ ଭାରତ ବନ୍ଦ ଘୋଷଣାକୁ ବିଭିନ୍ନ ସ˚ଗଠନ ଓ ରାଜନୈତିକ ଦଳ ସମର୍ଥନ ଜଣାଇଛନ୍ତି। କୃଷି ସ˚ସ୍କାର ନାଁରେ କେନ୍ଦ୍ର ସରକାର ଯେଉଁ ଆଇନ କରିଛନ୍ତି ତାକୁ ବିରୋଧ କରିଛି ମିଳିତ ଶ୍ରମିକ ସ˚ଗଠନ ଯଥା ଏଆଇୟୁଟିୟୁସି, ସିଆଇଟିୟୁ, ହିନ୍ଦ ମଜଦୁର ସଭା ଇତ୍ୟାଦି। ସେହିଭଳି ବିରୋଧୀ ରାଜନୈତିକ ଦଳ ବନ୍ଦକୁ ସମର୍ଥନ କରୁଥିବାରୁ ବନ୍ଦ ଦ୍ବାରା ଜନଜୀବନ ବେଶ୍ ପ୍ରଭାବିତ ହେବ ବୋଲି ସୂଚନା ମିଳୁଛି।
ଚାଷୀ ସ˚ଗଠନର ଭାରତ ବନ୍ଦକୁ ମିଳୁଛି ସମର୍ଥନ
- Post published:December 7, 2020
- Post category:ମୁଖ୍ୟ ଖବର
- Post comments:0 Comments
- Post author:Angul TV Bureau
You Might Also Like
ଅନୁଗୁଳ ନଗର କଂଗ୍ରେସର ନୂତନ କମିଟି ଗଠିତ: ଜିଲ୍ଲା ସଭାପତିଙ୍କ ଅନୁମୋଦନ କ୍ରମେ ରଶ୍ମିରଞ୍ଜନ ସାହୁ ଘୋଷଣା କଲେ ନୂଆ ଟିମ୍
ଏପ୍ରିଲ ମାସ ପାଇଁ ଅନୁଗୁଳ ଜିଲ୍ଲାପାଳଙ୍କ ମିଳିତ ଜନଶୁଣାଣି କାର୍ଯ୍ୟକ୍ରମ ଧାର୍ଯ୍ୟ, ଏସବୁ ତାରିଖରେ ଅଭିଯୋଗ ଦାଖଲ କରିପାରିବେ ଲୋକେ






