ନାଲ୍କୋ ଟ୍ରକ୍ ମାଲିକ ସଂଘ ନିର୍ବାଚନ: ମନୋରଞ୍ଜନ ଓ ରାଜୀବଙ୍କ ବାଜିମାତ
ଅନୁଗୁଳ: କୁଲାଡ଼ କଲ୍ୟାଣମଣ୍ଡପରେ ରବିବାର ନାଲ୍କୋ ଟ୍ରକ୍ ମାଲିକ ସଂଘର ଦିବାର୍ଷିକ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଛି। ସଭାପତି ଭାବେ ମନୋରଞ୍ଜନ ଜେନା, ସମ୍ପାଦକ ରାଜୀବ ଜେନା, ଉପସଭାପତି ତପନ ସାମନ୍ତ ସିଂ, ସହ ସମ୍ପାଦକ ସରୋଜ ଜେନା। ଏବଂ କୋଷାଧ୍ୟକ୍ଷ…



