ସରକାରୀ ଜମିକୁ ନେଇ ପିଟାପିଟି, ଉଭୟ ପକ୍ଷ ଥାନାର ଦ୍ୱାରସ୍ଥ; ତଦନ୍ତ ପାଇଁ ଏସପିଙ୍କ ନିର୍ଦ୍ଦେଶ

ଅନୁଗୁଳ: ସରକାରୀ ଜମିକୁ ନେଇ ମାରପିଟ ହୋଇ ଉଭୟ ପକ୍ଷ ବନ୍ତଳା ଥାନାର ଦ୍ୱାରସ୍ଥ ହୋଇଛନ୍ତି। ସୂଚନା ମୁତାବକ, ଅନୁଗୁଳ ବ୍ଲକ ବନ୍ତଳା ଥାନା ଅନ୍ତର୍ଗତ ଶଙ୍ଖପୁର ଗାଁର ବନ୍ତଳା ମତ୍ସ୍ୟ ବିଭାଗ କାର୍ଯ୍ୟଳୟ ସମ୍ମୁଖରେ ୩୬ ଡିସିମିଲିର ଏକ ସରକାରୀ…

Continue Readingସରକାରୀ ଜମିକୁ ନେଇ ପିଟାପିଟି, ଉଭୟ ପକ୍ଷ ଥାନାର ଦ୍ୱାରସ୍ଥ; ତଦନ୍ତ ପାଇଁ ଏସପିଙ୍କ ନିର୍ଦ୍ଦେଶ

ଜମି ବିବାଦ ପାଇଁ ଜଣେ ବ୍ୟକ୍ତିଙ୍କୁ ରାସ୍ତାରେ ହାଣିବା ଘଟଣା, ଜଣଙ୍କୁ ଆଜୀବନ ଜେଲ୍-ଜରିମାନା

ଅନୁଗୁଳ: ଜମି ବିବାଦ ପାଇଁ ଜଣେ ବ୍ୟକ୍ତିଙ୍କୁ ରାସ୍ତାରେ ହାଣିବା ଘଟଣାରେ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି କୋର୍ଟ। ଅଭିଯୁକ୍ତ ହେଲେ ପୁରୁଣାକୋଟ ଥାନା ଅନ୍ତୁଳିଆ ଗାଁର ସଦାନନ୍ଦ ଗଡ଼ନାୟକ। ତାଙ୍କୁ ଆଜୀବନ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜରିମାନା…

Continue Readingଜମି ବିବାଦ ପାଇଁ ଜଣେ ବ୍ୟକ୍ତିଙ୍କୁ ରାସ୍ତାରେ ହାଣିବା ଘଟଣା, ଜଣଙ୍କୁ ଆଜୀବନ ଜେଲ୍-ଜରିମାନା

କିନ୍ନରଙ୍କ ପାଇଁ ହେପାଟାଇଟିସ୍ ପରୀକ୍ଷଣ ଶିବିର

ଅନୁଗୁଳ: ହୁଲୁରୁସିଂହା ସ୍ଥିତ ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଗୁରୁବାର କିନ୍ନର ମାନଙ୍କ ପାଇଁ ହେପାଟାଇଟିସ ବି ଓ ସି ଚିହ୍ନଟ ପାଇଁ ଏକ ପରୀକ୍ଷଣ ଶିବିର ଅନୁଷ୍ଠିତ ହୋଇଥିଲା। ଅନୁଗୁଳ ସିଡିଏମଓ ଡ଼ା ମଦନ ମୋହନ ପ୍ରଧାନ ସମାରୋହକୁ ଉଦ୍ଘାଟନ…

Continue Readingକିନ୍ନରଙ୍କ ପାଇଁ ହେପାଟାଇଟିସ୍ ପରୀକ୍ଷଣ ଶିବିର

ସହିଦ କୁମୁନ୍ଦ ଚନ୍ଦ୍ର ସ୍ୱାଇଁଙ୍କ ପ୍ରତିମୂର୍ତ୍ତି ସ୍ଥାପିତ, ୨୦୧୨ରେ ଦନ୍ତେଓ୍ବାଡା ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଦେଇଥିଲେ ପ୍ରାଣବଳି

ଅନୁଗୁଳ: ସ୍ୱାଧୀନତା ଦିବସ ଅବସରରେ ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଜରାସିଂହା ଠାରେ ସହିଦ କୁମୁନ୍ଦ ଚନ୍ଦ୍ର ସ୍ୱାଇଁଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି। ୨୦୧୨ ମସିହା ଦନ୍ତେଓ୍ବାଡା ଲ୍ୟାଣ୍ଡମାଇନ ବିସ୍ଫୋରଣରେ କୁମୁଦ ସହିଦ ହୋଇଥିଲେ। ତାଙ୍କ ସ୍ମୃତିରେ ଏହି ପ୍ରତିମୂର୍ତ୍ତି ସ୍ଥାପନ…

Continue Readingସହିଦ କୁମୁନ୍ଦ ଚନ୍ଦ୍ର ସ୍ୱାଇଁଙ୍କ ପ୍ରତିମୂର୍ତ୍ତି ସ୍ଥାପିତ, ୨୦୧୨ରେ ଦନ୍ତେଓ୍ବାଡା ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଦେଇଥିଲେ ପ୍ରାଣବଳି

ନାବାଳିକା ଛାତ୍ରୀକୁ ଅସଦାଚରଣ ହରଡଘଣାରେ ଇଂରାଜୀ ମିଡିୟମ ସ୍କୁଲ: ଘଟଣାକୁ ଚାପି ଦେବାକୁ ଉଦ୍ୟମ

ଅନୁଗୁଳ: ଗତ ୧୪ ତାରିଖ ସକାଳେ ଅନୁଗୁଳ ସହରଭିତରେ ଥିବା ଏକ ପ୍ରତିଷ୍ଠିତ ଇଂରାଜୀ ମିଡିୟମ ସ୍କୁଲରେ ଏକ ଅଭାବନୀୟ ଘଟଣାକ୍ରମରେ ଜଣେ ୮ ବର୍ଷର ଛାତ୍ରୀକୁ ଜଣେ ୧୫ ବର୍ଷର ଛାତ୍ର ସ୍କୁଲ ଭିତରେ ଅସଦାଚରଣ କରିଥିବା ଥାନାରେ ଅଭିଯୋଗ…

Continue Readingନାବାଳିକା ଛାତ୍ରୀକୁ ଅସଦାଚରଣ ହରଡଘଣାରେ ଇଂରାଜୀ ମିଡିୟମ ସ୍କୁଲ: ଘଟଣାକୁ ଚାପି ଦେବାକୁ ଉଦ୍ୟମ

ରାଉରକେଲା ଇଣ୍ଟରସିଟିରେ ନିଶାଶକ୍ତ ଯୁବକଙ୍କ ଉନ୍ମତ କାଣ୍ଡ: ୪ଥର ଚେନ ପୁଲିଂ ପରେ ଯୁବକଙ୍କୁ କାବୁ କଲା ରେଳବାଇ ପୋଲିସ

ଅନୁଗୁଳ: ରାଉରକେଲାରୁ ଇଣ୍ଟରସିଟି ଏକ୍ସପ୍ରେସ ବାହାରି ଅନୁଗୁଳ ଦେଇ ଭୁବନେଶ୍ୱର ଯାତାୟାତ କରୁଥିବା ବେଳେ ଆଜି ଏକ ଘଟଣା ସମସ୍ତଙ୍କୁ ଚକିତ କରିଛି। ସମ୍ବଲପୁର ଠାରେ ରେଳ ପହଞ୍ଚିଥିବା ବେଳେ ଜଣେ ଯୁବକ ନିଶାରେ ଚୁର ହୋଇ ରେଳ ଗାଡ଼ିରେ ଚଢିଥିଲେ।…

Continue Readingରାଉରକେଲା ଇଣ୍ଟରସିଟିରେ ନିଶାଶକ୍ତ ଯୁବକଙ୍କ ଉନ୍ମତ କାଣ୍ଡ: ୪ଥର ଚେନ ପୁଲିଂ ପରେ ଯୁବକଙ୍କୁ କାବୁ କଲା ରେଳବାଇ ପୋଲିସ

ଆଜି ପବିତ୍ର ଜନ୍ମାଷ୍ଟମୀ, ମଧ୍ୟ ରାତ୍ରରେ ଜନ୍ମ ନେବେ ପ୍ରଭୁ ଶ୍ରୀକୃଷ୍ଣ

ଅନୁଗୁଳ: ଆଜି ପବିତ୍ର ଜନ୍ମାଷ୍ଟମୀ। ଭଗବାନ ଶ୍ରୀକୃଷ୍ଣଙ୍କର ଜନ୍ମୋତ୍ସବକୁ ଜନ୍ମାଷ୍ଟମୀ କୁହାଯାଏ। କିମ୍ବଦନ୍ତୀ ଅନୁସାରେ, ଭାଦ୍ରବ କୃଷ୍ଣ ପକ୍ଷ ଅଷ୍ଟମୀ ତିଥିରେ ପ୍ରଭୁ ଶ୍ରୀକୃଷ୍ଣ, ଦେବକୀ ଓ ବସୁଦେବଙ୍କ ପୁତ୍ର ଭାବେ ମଥୁରାରେ ଜନ୍ମ ଗ୍ରହଣ କରିଥିଲେ । ଏହି ତିଥିର…

Continue Readingଆଜି ପବିତ୍ର ଜନ୍ମାଷ୍ଟମୀ, ମଧ୍ୟ ରାତ୍ରରେ ଜନ୍ମ ନେବେ ପ୍ରଭୁ ଶ୍ରୀକୃଷ୍ଣ

ଆସନ୍ତା କାଲି ଦେଶ ପାଳିବ ୭୯ତମ ସ୍ୱାଧୀନତା ଦିବସ: ତ୍ରିରଙ୍ଗାରେ ରଙ୍ଗେଇ ହୋଇଛି ଅନୁଗୁଳ ସହର

ଅନୁଗୁଳ: ରାଜଧାନୀର ମହାତ୍ମାଗାନ୍ଧୀ ମାର୍ଗ ନୁହଁ କି ନୁଆଁଦିଲ୍ଲୀର ରାଜପଥ ନୁହଁ। କିନ୍ତୁ ଯେ କେହି ମଧ୍ୟ ଦେଖିଲେ ସେଠାକାର ପରିବେଶକୁ ବର୍ତ୍ତମାନ ଅନୁଗୁଳରେ ଅନୁଭବ କରିପାରିବେ। କିଛି ଏଭଳି ଢଙ୍ଗରେ ଅନୁଗୁଳ ପୌରପାଳିକା ଏବଂ ଜିଲା ପ୍ରଶାସନ ସହରର ମୁଖ୍ୟ…

Continue Readingଆସନ୍ତା କାଲି ଦେଶ ପାଳିବ ୭୯ତମ ସ୍ୱାଧୀନତା ଦିବସ: ତ୍ରିରଙ୍ଗାରେ ରଙ୍ଗେଇ ହୋଇଛି ଅନୁଗୁଳ ସହର

ଅନୁଗୁଳର ୧୧ ସ୍ଵାଧୀନତା ସେନାନୀଙ୍କୁ ସଲାମ

ଅନୁଗୁଳ: ପ୍ରାକ୍ ସ୍ଵାଧୀନତା କାଳରେ ଅନୁଗୁଳର ସ୍ଵାଧୀନତା ସେନାନୀ ମାନେ ଗାନ୍ଧିଜୀଙ୍କ ଡାକରାରେ ଦେଶ ପାଇଁ ବଳିଦାନ ଦେବାକୁ ଆଗଭର ହୋଇଥିଲେ। ନିଶା ନିବାରଣ, ଅସ୍ପୃଶ୍ୟତା ଦୂର, ସମାଜରେ ମୌଳିକ ଶିକ୍ଷାର ପ୍ରଚଳନ, ସ୍ୱଦେଶୀ ଜିନିଷର ବ୍ୟବହାର ଉପରେ ସେମାନେ ଗୁରୁତ୍ବ…

Continue Readingଅନୁଗୁଳର ୧୧ ସ୍ଵାଧୀନତା ସେନାନୀଙ୍କୁ ସଲାମ

ବିଜେପି ସଂଗଠନ ଚାଖଣ୍ଡେ ସିଇଁଲେ ହାତେ ଫାଟୁଛି

ଅନୁଗୁଳ: ଅନୁଗୁଳ ନିର୍ବାଚନ ମଣ୍ଡଳୀରେ ପ୍ରଥମ ଥର ପାଇଁ ଭାଜପା ବିଧାୟକ ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ୨୪ ବର୍ଷ ଧରି ବିଜେଡି ଶାସନରେ ଲୋକେ ବିତୃଷ୍ନା ହୋଇ ନୂତନ ଶାସନକୁ ଚୟନ କରି ଭାରତୀୟ ଜନତା ପାର୍ଟିର ବିଧାୟକ ପ୍ରାର୍ଥୀଙ୍କୁ ଗାଦିରେ…

Continue Readingବିଜେପି ସଂଗଠନ ଚାଖଣ୍ଡେ ସିଇଁଲେ ହାତେ ଫାଟୁଛି