ଛେଳି ଚରାଳିକୁ ଜବରଦସ୍ତି ଦୁଷ୍କର୍ମ: ଅଭିଯୁକ୍ତକୁ ୧୦ବର୍ଷ ଜେଲଦଣ୍ଡ ଓ ଜୋରିମାନା
ଅନୁଗୁଳ: ମଙ୍ଗଳବାର ଅନୁଗୁଳ ଅତିରିକ୍ତ ଜିଲ୍ଲା ଓ ସେସନ ଜଜ ଜଣେ ଦୁଷ୍କର୍ମକାରୀକୁ ୧୦ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି।ସୂଚନା ମୁତାବକ, ୨୮. ୮. ୨୦୨୨ଦିନ ଛେଣ୍ଡିପଦା ଥାନା ଅଞ୍ଚଳର ଜଣେ ଯୁବତୀ ଛେଳି ଚରାଇବାକୁ ଯାଇଥିବା ବେଳେ କାଠପାଳ ଗ୍ରାମର ଧବଳ…
