ବାଜି ରାଉତ ଛାତ୍ରାବାସର ବାଳିକା ଅନ୍ତେବାସୀଙ୍କ ନିମନ୍ତେ ‘ଋତୁବାନ୍ଧବୀ’ କାର୍ଯ୍ୟକ୍ରମ ଆୟୋଜିତ, ମାସିକ ଧର୍ମ ବିଷୟରେ ବୁଝାଇଲେ ବିଶେଷଜ୍ଞ
ଅନୁଗୁଳ: ସର୍ବ ଭାରତୀୟ ଚିକିତ୍ସକ ସଂଘର ଅନୁଗୁଳ ଶାଖା ଓ ମହିଳା ଡାକ୍ତର ଶାଖା ତାଳଚେର -ଅନୁଗୁଳର ସଦସ୍ୟମାନଙ୍କ ଆନୁକୂଲ୍ୟରେ ରବିବାର ବାଜି ରାଉତ ଛାତ୍ରବାସର ବାଳିକା ଅନ୍ତେବାସୀଙ୍କ ନିମନ୍ତେ 'ଋତୁବାନ୍ଧବୀ' କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଛାତ୍ରୀମାନେ ଡାକ୍ତରମାନଙ୍କ ଠାରୁ ମାସିକ…
