ହନୁମାନ ବଜାରରେ ସନ୍ଦିଗ୍ଧ କାର

ଅନୁଗୁଳ: ଅନୁଗୁଳ ହନୁମାନ ବଜାରର ବରିଷ୍ଠ ଆଇନଜୀବି ରବୀନ୍ଦ୍ର ପ୍ରସାଦ ପଟ୍ଟନାୟକଙ୍କ ଚାମ୍ବର ସମ୍ମୁଖରେ ଗତ ଦଶ ଦିନ ହେବ ଏକ ମାରୁତି କାର OD02 AB 4759 ସନ୍ଦେହ ଜନକ ଅବସ୍ଥାରେ ଠିଆ ହୋଇଛି।ସ୍ଥାନୀୟ ବ୍ୟବସାୟୀ ଏଥନେଇ ଆତଙ୍କିତ ହୋଇପଡିଛନ୍ତି।…

Continue Readingହନୁମାନ ବଜାରରେ ସନ୍ଦିଗ୍ଧ କାର

ଗୁଜରାଟ ମିନେରାଲ ଡେଭଲପମେଣ୍ଟ କର୍ପୋରେସନ ପକ୍ଷରୁ ଭଲିବଲ ଖେଳାଳିଙ୍କୁ ଖେଳ ଉପକରଣ ବଣ୍ଟନ

ଛେଣ୍ଡିପଦା: ଛେଣ୍ଡିପଦା ବ୍ଲକ ବୈତରଣୀ ୱେଷ୍ଟ କୋଲ ବ୍ଲକର ପ୍ରସ୍ତାବିତ ଖୋଲା କୋଇଲା ଖଣି ଅଞ୍ଚଳରେ ଗୁଜରାଟ ମିନେରାଲ ଡେଭଲପମେଣ୍ଟ କର୍ପୋରେସନ ପକ୍ଷରୁ ଭଲିବଲ ଖେଳାଳିଙ୍କୁ ଖେଳ ଉପକରଣ ବଣ୍ଟନ କରାଯାଇଛି। ବୈତରଣୀ ୱେଷ୍ଟ କୋଲ ବ୍ଲକରେ ଗୁଜରାଟ ମିନେରାଲ ଡେଭଲପମେଣ୍ଟ…

Continue Readingଗୁଜରାଟ ମିନେରାଲ ଡେଭଲପମେଣ୍ଟ କର୍ପୋରେସନ ପକ୍ଷରୁ ଭଲିବଲ ଖେଳାଳିଙ୍କୁ ଖେଳ ଉପକରଣ ବଣ୍ଟନ

ଆସନ୍ତା କାଲି ସକାଳେ ରାହାଗିରି ଅନୁଷ୍ଠିତ ହେବ

ଅନୁଗୁଳ: ଆସନ୍ତା କାଲି ନଭେମ୍ବର ୨୫ ତାରିଖରେ ଅନୁଗୁଳ ଜଗନ୍ନାଥ ମନ୍ଦିର ସମ୍ମୁଖରେ ରାହାଗିରି ଅନୁଷ୍ଠିତ ହେବ। ଭୋଟର ତାଲିକାରେ ନାମ ପଞ୍ଜିକରଣ ଏବଂ ସଂଶୋଧନ ଆଦି ବିଷୟ ଉପରେ ଏହି ରାହାଗିରୀ ଅନୁଷ୍ଠିତ ହେବ। ଏଥିନେଇ ଅନୁଗୁଳ ଉପଜିଲ୍ଲାପାଳ ଏକ…

Continue Readingଆସନ୍ତା କାଲି ସକାଳେ ରାହାଗିରି ଅନୁଷ୍ଠିତ ହେବ

ଓଡ଼ିଶା ରାଜ୍ୟ ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

ଅନୁଗୁଳ: ବିଭିନ୍ନ ଦାବି ନେଇ ଆଜି ଅନୁଗୁଳ ଜିଲ୍ଲାପାଳଙ୍କ ଜରିଆରେ ଓଡ଼ିଶା ରାଜ୍ୟ ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି। ସୂଚନାଯୋଗ୍ୟ ଯେ, ଓଡ଼ିଶା ରାଜ୍ୟ ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ସଭାପତି ବିଶ୍ୱରଞ୍ଜନ…

Continue Readingଓଡ଼ିଶା ରାଜ୍ୟ ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

ସ୍ବେଚ୍ଛାକୃତ ରକ୍ତଦାନ ଶିବିର: ୩୭ ୟୁନିଟ୍ ରକ୍ତ ସଂଗୃହୀତ

ଅନୁଗୁଳ: ୟୁଥ ରେଡକ୍ରସ ଏବଂ ଓଡ଼ିଶା ମୋ ପରିବାର ଜୀବନ ବିନ୍ଦୁ ଆନୁକୂଲ୍ୟରେ ଅନୁଗୁଳ ମହିଳା ମହାବିଦ୍ୟାଳୟଠାରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଛି। ଶିବିରରେ ୩୭ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂହ ମୁଖ୍ୟ…

Continue Readingସ୍ବେଚ୍ଛାକୃତ ରକ୍ତଦାନ ଶିବିର: ୩୭ ୟୁନିଟ୍ ରକ୍ତ ସଂଗୃହୀତ

ସପ୍ତାହ ବ୍ୟାପୀ ଚାଲିଥିବା ସହିଦ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ଉଦଯାପିତ

ନାଲକୋ ନଗର: ନାଲକୋ (ଏସଆଣ୍ଡପି)ଏସସି/ଏସଟି କର୍ମଚାରୀ କଲ୍ୟାଣ ସଂଘ ଦ୍ୱାରା ସପ୍ତାହ ବ୍ୟାପୀ ଚାଲିଥିବା ସହିଦ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ମଙ୍ଗଳବାର ଉଦଯାପିତ ହୋଇଛି। ଏହି ଅବସରରେ ନାଲକୋ ଅଡିଟୋରିୟମ ହଲ ଠାରେ ଆୟୋଜିତ ସଭାରେ ନାଲକୋର ମୁଖ୍ୟ ସତର୍କତା ଅଧିକାରୀ…

Continue Readingସପ୍ତାହ ବ୍ୟାପୀ ଚାଲିଥିବା ସହିଦ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ଉଦଯାପିତ

ଅନୁଗୁଳ ଜିଲ୍ଲା ବିଜେପି ଯୁବମୋର୍ଚ୍ଚାର ସଭାପତି ହେଲେ ସିଦ୍ଧାର୍ଥ ରାଉତରାୟ

ଅନୁଗୁଳ: ଅନୁଗୁଳ ଜିଲ୍ଲାର ବିଜେପି ଯୁବ ମୋର୍ଚ୍ଚାର ସଭାପତି ଭାବେ ବିଜେପି ଯୁବନେତା ସିଦ୍ଧାର୍ଥ ରାଉତରାୟଙ୍କ ନାମ ଘୋଷଣା କରାଯାଇଛି। କେନ୍ଦ୍ର ଶିକ୍ଷା ଦକ୍ଷତା ବିକାଶ ଓ ଉଦ୍ୟମିତା ବିଭାଗ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେପି ରାଜ୍ୟ ସଭାପତି ମନମୋହନ…

Continue Readingଅନୁଗୁଳ ଜିଲ୍ଲା ବିଜେପି ଯୁବମୋର୍ଚ୍ଚାର ସଭାପତି ହେଲେ ସିଦ୍ଧାର୍ଥ ରାଉତରାୟ

କେନାଲ ହୁଡ଼ାରୁ ମାଂସ ଦୋକାନ ଉଚ୍ଛେଦ

ଅନୁଗୁଳ: ଅମଲାପଡ଼ା କେନାଲ ହୁଡାରେ ଆଠରୁ ଦଶ ଜଣ କଂସେଇ ମାଂସ ଦୋକାନ ବେଆଇନ ଭାବେ କରି ଆସୁଥିଲେ। ଶହ ଶହ ସ୍କୁଲ ପିଲା ସେହି ରାସ୍ତା ଦେଇ ଯିବା ଆସିବା କରୁଥିଲେ ମଧ୍ୟ ଦୋକାନୀ ମାନେ ବ୍ୟବସାୟ ଜାରି ରଖିଥିଲେ।…

Continue Readingକେନାଲ ହୁଡ଼ାରୁ ମାଂସ ଦୋକାନ ଉଚ୍ଛେଦ

ନବ ନିଯୁକ୍ତ ଟାମଡ଼ା ଅଧ୍ୟକ୍ଷ ମୀନକେତନ ଅମାନ୍ତଙ୍କୁ ନେପୁ ପକ୍ଷରୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା

ନାଲକୋ ନଗର: ଅନୁଗୁଳ ଜିଲ୍ଲା ନାଲକୋ ସ୍ମେଲ୍ଟର ପ୍ଲାଣ୍ଟର ଅଗ୍ରଣୀ ଏଚ.ଏମ.ଏସ ସହବନ୍ଧିତ 'ନାଲକୋ ପ୍ରୋଗ୍ରେସିଭ ଏମ୍ପ୍ଲୋଇଜ ୟୁନିୟନ' (ନେପୁ) ପକ୍ଷରୁ ନବ ନିଯୁକ୍ତ ଟାମଡ଼ା ଅଧ୍ୟକ୍ଷ ମୀନକେତନ ଅମାନ୍ତଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ନିକଟରେ ରାଜ୍ୟ ସରକାରଙ୍କ ପକ୍ଷରୁ…

Continue Readingନବ ନିଯୁକ୍ତ ଟାମଡ଼ା ଅଧ୍ୟକ୍ଷ ମୀନକେତନ ଅମାନ୍ତଙ୍କୁ ନେପୁ ପକ୍ଷରୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା

ରେଙ୍ଗାଳି ଡିଗ୍ରୀ ମହାବିଦ୍ୟାଳୟରେ ସାଂସ୍କୃତିକ ସମନ୍ୱିତ କାର୍ଯ୍ୟକ୍ରମ ଆୟୋଜିତ

ରେଙ୍ଗାଳି: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ରେଙ୍ଗାଳି ପ୍ରକଳ୍ପ ପବିତ୍ର ମୋହନ ସ୍ମାରକୀ ଡିଗ୍ରୀ ମହାବିଦ୍ୟାଳୟରେ ଶିକ୍ଷା ବିଭାଗ ଓ କ୍ରୀଡା ଯୁବ ବ୍ୟାପାର ବିଭାଗ ସହାୟତାରେ ଦୁଇ ଦିନ ଧରି ସାଂସ୍କୃତିକ ସମନ୍ବିତକାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ମୁଖ୍ୟ ଅତିଥି ଭାବେ…

Continue Readingରେଙ୍ଗାଳି ଡିଗ୍ରୀ ମହାବିଦ୍ୟାଳୟରେ ସାଂସ୍କୃତିକ ସମନ୍ୱିତ କାର୍ଯ୍ୟକ୍ରମ ଆୟୋଜିତ