ତାଳଚେର ମହୋତ୍ସବରେ ବ୍ୟବସାୟ ନିମନ୍ତେ ଦରଖାସ୍ତ ଆହ୍ୱାନ, ୨୧ ତାରିଖ ମଧ୍ୟରେ କରିପାରିବେ ଆବେଦନ

ତାଳଚେର: ତାଳଚେର ମହୋତ୍ସବ ପାଇଁ ସ୍ଥାନୀୟ କଲେଜ ପଡିଆ ଠାରେ ଅସ୍ଥାୟୀ ଉଠା ଦୋକାନ ଆବଣ୍ଟନ ନିମନ୍ତେ ଜନସାଧାରଣ ଓ ବ୍ୟବସାୟୀଙ୍କ ଠାରୁ ଖୋଲା ଦରଖାସ୍ତ ଆହ୍ୱାନ କରାଯାଇଛି। ସୂଚନା ମୁତାବକ, ୧୨ ଫୁଟ × ୧୫ ଫୁଟର ୫୦ରୁ ୮୦…

Continue Readingତାଳଚେର ମହୋତ୍ସବରେ ବ୍ୟବସାୟ ନିମନ୍ତେ ଦରଖାସ୍ତ ଆହ୍ୱାନ, ୨୧ ତାରିଖ ମଧ୍ୟରେ କରିପାରିବେ ଆବେଦନ

ଲିଟିଲ୍ ହାର୍ଟସର ବାର୍ଷିକ ଉତ୍ସବ ଉଦଘାଟିତ

ଅନୁଗୁଳ: ସ୍ଥାନୀୟ ସଭାଘର ଠାରେ କୁଈଓ ସ୍ଥିତ ଲିଟିଲ୍ ହାର୍ଟସ ଟଡଲରସ ଏକାଡେମୀରେ ବାର୍ଷିକ ଉତ୍ସବ ଆରମ୍ଭ ହୋଇଚି।ପାଞ୍ଚ ଦିନିଆ ଏହି ସମାରୋହକୁ ଉଦଘାଟନ କରିଥିଲେ। ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ପ୍ରତିଭା ବାରିକ। ପରିଶ୍ରମର ବିକଳ୍ପ ନାହିଁ। ମନଯୋଗ…

Continue Readingଲିଟିଲ୍ ହାର୍ଟସର ବାର୍ଷିକ ଉତ୍ସବ ଉଦଘାଟିତ

ଟାଉନ ଉଚ୍ଚ ବିଦ୍ୟାଳୟର ପୁରସ୍କାର ବିତରଣୀ ସମାରୋହ

ଅନୁଗୁଳ: ଟାଉନ ଉଚ୍ଚ ବିଦ୍ୟାଳୟର ପୁରସ୍କାର ବିତରଣି ସମାରୋହ ସ୍କୁଲ ପରିସରରେ ଆୟୋଜିତ ହୋଇଯାଇଛି। ଶିକ୍ଷାବିତ୍ ବୃନ୍ଦାବନ ସ୍ୱାଇଁ ଏହି ସମାରୋହକୁ ମୁଖ୍ୟ ଅତିଥି ରୂପେ ଉଦ୍ଘାଟନ କରିଥିଲେ ।ମୁଖ୍ୟ ବକ୍ତା ରୂପେ ପୂର୍ବତନ ଓଷ୍ଟା ଜିଲ୍ଲା ସଭାପତି ସରୋଜ ପାଣିଗ୍ରାହୀ…

Continue Readingଟାଉନ ଉଚ୍ଚ ବିଦ୍ୟାଳୟର ପୁରସ୍କାର ବିତରଣୀ ସମାରୋହ

ସ୍ବେଚ୍ଛାକୃତ ରକ୍ତଦାନ ଶିବିର: ୫୦ ୟୁନିଟ ରକ୍ତ ସଂଗୃହୀତ

ଅନୁଗୁଳ: ଅନୁଗୁଳ ସରକାରୀ ପଲିଟେକ୍ନିକ କଲେଜରେ ନୂଆ 'ଓ' କାର୍ଯ୍ୟକ୍ରମ ମାଧ୍ୟମରେ ଓଡ଼ିଶା ମୋ ପରିବାର ଜୀବନ ବିନ୍ଦୁ ଓ ପଲିଟେକ୍ନିକ କଲେଜର ମିଳିତ ଆନୁକୂଲ୍ୟରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମରେ ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂହ…

Continue Readingସ୍ବେଚ୍ଛାକୃତ ରକ୍ତଦାନ ଶିବିର: ୫୦ ୟୁନିଟ ରକ୍ତ ସଂଗୃହୀତ

ଆଦିବାସୀ ମାରଣ ନୀତିକୁ ବିରୋଧ, ତହସିଲ ଘେରିଲେ ଆଦିବାସୀ ସହର ସମାଜ

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଆଦିବାସୀ ସହର ସମ୍ପ୍ରଦାୟ ପକ୍ଷରୁ ଆଦିବାସୀ ମାରଣ ନୀତି ବିରୋଧରେ ୭ ଦଫା ଦାବି ନେଇ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଆଦିବାସୀ ସମ୍ପ୍ରଦାୟ ସହର ସମାଜର ସଭାପତି କାର୍ତ୍ତିକା ବୋଇତା…

Continue Readingଆଦିବାସୀ ମାରଣ ନୀତିକୁ ବିରୋଧ, ତହସିଲ ଘେରିଲେ ଆଦିବାସୀ ସହର ସମାଜ

ତାଳଚେର ମହୋତ୍ସବ ନିମନ୍ତେ ପ୍ରାକ ପ୍ରସ୍ତୁତି ବୈଠକ: ତିନିଦିନ ଯାକ ଶାନ୍ତି ଶୃଙ୍ଖଳାର ସହ କାର୍ଯ୍ୟ ସମ୍ପାଦନା କରିବା ଉପରେ ଗୁରୁତ୍ୱାରୋପ

ତାଳଚେର: ତାଳଚେର ମହୋତ୍ସବ ନିମନ୍ତେ ଆଜି ଉପଜିଲ୍ଲାପାଳ ମନୋଜ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଉପଜିଲ୍ଲାପାଳଙ୍କ ସମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି। ଆସନ୍ତା ୨୨ରୁ ୨୪ ତାରିଖ ଯାଏଁ ତିନିଦିନ ଧରି ତାଳଚେର କଲେଜ ପଡିଆଠାରେ ହେବାକୁ ଥିବା…

Continue Readingତାଳଚେର ମହୋତ୍ସବ ନିମନ୍ତେ ପ୍ରାକ ପ୍ରସ୍ତୁତି ବୈଠକ: ତିନିଦିନ ଯାକ ଶାନ୍ତି ଶୃଙ୍ଖଳାର ସହ କାର୍ଯ୍ୟ ସମ୍ପାଦନା କରିବା ଉପରେ ଗୁରୁତ୍ୱାରୋପ

ସୋସିଆଲ ମିଡିଆରେ ଜାତି ଆଣ ମନ୍ତବ୍ୟକୁ ବିରୋଧ: ଆମ୍ବେଦକର ଫାଉଣ୍ଡେସନ ତରଫରୁ ଥାନାରେ ଏତଲା

ଅନୁଗୁଳ: ସୋସିଆଲ ମିଡିଆରେ ଜାତି ଆଣ ମନ୍ତବ୍ୟ ଦେଉଥିବା ଜଣେ ବ୍ୟକ୍ତିଙ୍କ ବିରୋଧରେ ବାବା ସାହେବ ଆମ୍ବେଦକର ଫାଉଣ୍ଡେସନ ତରଫରୁ ଅନୁଗୁଳ ଥାନାରେ ଏତଲା ଦିଆଯାଇଛି। ସେମାନଙ୍କ ଅଭିଯୋଗ ମୁତାବକ, କିଛିଦିନ ହେଲା ଜଣେ ବ୍ୟକ୍ତି ଫେସବୁକ ସୋସିଆଲ ମିଡ଼ିଆ ମାଧ୍ୟମରେ…

Continue Readingସୋସିଆଲ ମିଡିଆରେ ଜାତି ଆଣ ମନ୍ତବ୍ୟକୁ ବିରୋଧ: ଆମ୍ବେଦକର ଫାଉଣ୍ଡେସନ ତରଫରୁ ଥାନାରେ ଏତଲା

ସାମ୍ବାଦିକ ଉପେନ୍ଦ୍ର କୁମାର ରାଉତଙ୍କୁ ଏଡିୟୁଜେ ପକ୍ଷରୁ ଶ୍ରଦ୍ଧାଞ୍ଜଳି

ଅନୁଗୁଳ: ସାମ୍ବାଦିକ ଉପେନ୍ଦ୍ର କୁମାର ରାଉତଙ୍କ ପରଲୋକରେ ଅନୁଗୁଳ ଜିଲ୍ଲା ସାମ୍ବାଦିକ ସଂଘ ଶୋକ ପ୍ରକାଶ କରିଛି। ଏ ଅବସରରେ ମଙ୍ଗଳବାର ସନ୍ଧ୍ୟାରେ ସ୍ଥାନୀୟ ଶୈଳ ଶ୍ରୀକ୍ଷେତ୍ର ମନ୍ଦିର ପ୍ରାଙ୍ଗଣରେ ସଂଘ କାର୍ଯ୍ୟକାରୀ ସଭାପତି ଜୟନ୍ତ କୁମାର କରଙ୍କ ଅଧ୍ୟକ୍ଷତାରେ ଏକ…

Continue Readingସାମ୍ବାଦିକ ଉପେନ୍ଦ୍ର କୁମାର ରାଉତଙ୍କୁ ଏଡିୟୁଜେ ପକ୍ଷରୁ ଶ୍ରଦ୍ଧାଞ୍ଜଳି

ମିଶ୍ରଣ ପର୍ବ: ବିଜେଡିରେ ଯୋଗ ଦେଲେ ଶତାଧିକ କଂଗ୍ରେସ ଓ ବିଜେପି କର୍ମୀ

ଅନୁଗୁଳ: ଆଜି ଅନୁଗୁଳ ବ୍ଲକ ୨ ନଂ ଜୋନ ନନ୍ଦପୁର ପଞ୍ଚାୟତ ଅନ୍ତର୍ଗତ କରଡ଼ାସିଂହ ଗ୍ରାମରେ ବିଜୁ ଜନତା ଦଳର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି। ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଓ ବିଧାୟକ ରଜନୀକାନ୍ତ…

Continue Readingମିଶ୍ରଣ ପର୍ବ: ବିଜେଡିରେ ଯୋଗ ଦେଲେ ଶତାଧିକ କଂଗ୍ରେସ ଓ ବିଜେପି କର୍ମୀ

ସାର୍ବଜନୀନ ସ୍ବାସ୍ଥ୍ୟସେବା ଦିବସ ପାଳିତ: ସୁସ୍ଥ ସମାଜ ଗଠନ ପାଇଁ ସମସ୍ତେ ଯତ୍ନବାନ ହେବାକୁ ପରାମର୍ଶ

ଅନୁଗୁଳ: ଆଜି ପୂର୍ବାହ୍ନରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସାର୍ବଜନୀନ ସ୍ବାସ୍ଥ୍ୟସେବା ଦିବସ ପାଳିତ ହୋଇଛି। ଏହି ଦିବସର ଚଳିତ ବର୍ଷର ବାର୍ତ୍ତା ହେଉଛି “ସଭିଙ୍କ ପାଇଁ ସ୍ବାସ୍ଥ୍ୟସେବା, ପଦକ୍ଷେପର ସମୟ ଏବେ”। କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ ଡ.ବିଶ୍ବବିହାରୀ…

Continue Readingସାର୍ବଜନୀନ ସ୍ବାସ୍ଥ୍ୟସେବା ଦିବସ ପାଳିତ: ସୁସ୍ଥ ସମାଜ ଗଠନ ପାଇଁ ସମସ୍ତେ ଯତ୍ନବାନ ହେବାକୁ ପରାମର୍ଶ