ଚାଷୀଙ୍କୁ ନ ଦେଇ ବିଜେଡି କର୍ମୀଙ୍କୁ ବଣ୍ଟା ଯାଇଛି ପାଲ: ପ୍ରତିବାଦରେ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ କଂକିଳି ଗ୍ରାମବାସୀଙ୍କ ଧାରଣା

ତାଳଚେର : ଅଦିନିଆ ବର୍ଷା ଦାଉରୁ ଗଜାଧାନକୁ ରକ୍ଷା କରିବା ପାଇଁ ସରକାର ଚାଷୀଙ୍କୁ ପାଲ ଦେବାର ବ୍ୟବସ୍ଥା କରିଥିଲେ ମଧ୍ୟ ତାଳଚେରରେ ଏହି ନିୟମକୁ ଖୋଲାଖୋଲି ଉଲ୍ଲଂଘନ କରାଯାଉଥିବା ନେଇ ଅଭିଯୋଗ ହୋଇଛି। ତାଳଚେର ତହସିଲରେ ପାଲ ବଣ୍ଟନକୁ ନେଇ…

Continue Readingଚାଷୀଙ୍କୁ ନ ଦେଇ ବିଜେଡି କର୍ମୀଙ୍କୁ ବଣ୍ଟା ଯାଇଛି ପାଲ: ପ୍ରତିବାଦରେ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ କଂକିଳି ଗ୍ରାମବାସୀଙ୍କ ଧାରଣା

ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ସ୍ଥାପନ ଲାଗି ଜିଲ୍ଲାସ୍ତରୀୟ ସଚେତନତା କର୍ମଶାଳା ଆୟୋଜିତ

ଅନୁଗୁଳ: ବୁଧବାର ପୂର୍ବାହ୍ନରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ସ୍ଥାପନ ନିମନ୍ତେ ଏକ ଜିଲ୍ଲାସ୍ତରୀୟ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଛି। କର୍ମଶାଳାରେ ରାଜ୍ୟସ୍ତରୀୟ ପ୍ରୋଜେକ୍ଟ ମନିଟରିଂ ୟୁନିଟ (ପି ଏମ୍ ୟୁ)ର ମୁଖ୍ୟ ପ୍ରକାଶ ଚନ୍ଦ୍ର ଶୁକ୍ଳ…

Continue Readingଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ସ୍ଥାପନ ଲାଗି ଜିଲ୍ଲାସ୍ତରୀୟ ସଚେତନତା କର୍ମଶାଳା ଆୟୋଜିତ

ବରିଷ୍ଠ ସାମ୍ବାଦିକ ଏବଂ ଗବେଷକଙ୍କ ପରଲୋକ

ଅନୁଗୁଳ: ଅନୁଗୁଳ କଲେଜର ପୂର୍ବତନ ଅଧ୍ୟକ୍ଷ ସ୍ବର୍ଗତ ନୀଳମାଧବ ଦାସଙ୍କ ଏକମାତ୍ର ପୁତ୍ର ଶ୍ୟାମାନୁଜ ଦାସଙ୍କ ଦିଲ୍ଲୀ ଜନକପୁରୀ ସ୍ଥିତ ବାସଭବନରେ ପରଲୋକ ଘଟିଛି। ତାଙ୍କୁ ୫୨ ବର୍ଷ ବୟସ ହୋଇଥିଲା। ସେ କିଛି ଦିନ ଧରି ବିରଳ ମୋଟର ନ୍ୟୁରନ୍…

Continue Readingବରିଷ୍ଠ ସାମ୍ବାଦିକ ଏବଂ ଗବେଷକଙ୍କ ପରଲୋକ

କୁମଣ୍ଡ ଜରାସିଂହା କଲେଜରେ ନୂଆ ‘ଓ’ ଉତ୍ସବ

ଅନୁଗୁଳ: କୁମଣ୍ଡ ଜରାସିଂହା କଲେଜରେ ନୂଆ ଓଡ଼ିଶା ଯୁବ ଓଡ଼ିଶା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଛେଣ୍ଡିପଦାର ମାନ୍ୟବର ବିଧାୟକ ସୁଶାନ୍ତ କୁମାର ବେହେରା ମୂଖ୍ୟ ଅତିଥି ରୂପେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ଵଳନ କରିଥିଲେ । ଅନ୍ୟତମ ଅତିଥି ରୂପେ ଜିଲ୍ଲା ଯୁବ…

Continue Readingକୁମଣ୍ଡ ଜରାସିଂହା କଲେଜରେ ନୂଆ ‘ଓ’ ଉତ୍ସବ

ପୁଣି ବିଜେପିରେ ଯୋଗ ଦେଲେ ବହୁ ବିଜେଡି କର୍ମୀ: ପଦ୍ମ ଧରିଲେ ବଲାସିଂହା ଗ୍ରାମ ପଞ୍ଚାୟତର ଏକାଧିକ ନେତା

ଅନୁଗୁଳ: ପୁଣି ବିଜେପିରେ ଯୋଗ ଦେଲେ ବହୁ ବିଜେଡି କର୍ମୀ। ମଙ୍ଗଳବାର ଅନୁଗୁଳ ବିଧାନସଭା ନିର୍ବାଚନ ମଣ୍ଡଳୀ ୩ ନମ୍ବର ଜୋନ୍ ବଲାସିଂହା ଗ୍ରାମ ପଞ୍ଚାୟତ ବାଲିସାହିର ବହୁ ବିଜେଡି କର୍ମକର୍ତ୍ତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନୀତି…

Continue Readingପୁଣି ବିଜେପିରେ ଯୋଗ ଦେଲେ ବହୁ ବିଜେଡି କର୍ମୀ: ପଦ୍ମ ଧରିଲେ ବଲାସିଂହା ଗ୍ରାମ ପଞ୍ଚାୟତର ଏକାଧିକ ନେତା

ସାଥୀ ପରିବାର ଦ୍ୱାରା ଜଳବାୟୁ ସ୍ଥିରତା କାର୍ଯ୍ଯକ୍ରମ ଅନୁଷ୍ଠିତ

ଅନୁଗୁଳ: ଜଳବାୟୁ ପରିବର୍ତ୍ତନ ଓ ଅନ୍ଯାନ୍ଯ ପରିବେଶ ସମସ୍ଯା ପ୍ରସଙ୍ଗରେ ଆଜିର ଯୁବଗୋଷ୍ଠୀଙ୍କ ମନରେ ଗମ୍ଭୀରତା ଭାବନା ଓ କର୍ତ୍ତବ୍ଯନିଷ୍ଠା ଜାଗ୍ରତ କରିବା ପାଇଁ ଅନୁଗୁଳର ସାମାଜିକ ଅନୁଷ୍ଠାନ “ସାଥୀ ପରିବାର” ପକ୍ଷରୁ ଜରପଡା ସ୍ଥିତ ଜେରେଙ୍ଗ ବୁଢୀ ପାହାଡ ଠାରେ…

Continue Readingସାଥୀ ପରିବାର ଦ୍ୱାରା ଜଳବାୟୁ ସ୍ଥିରତା କାର୍ଯ୍ଯକ୍ରମ ଅନୁଷ୍ଠିତ

ଅଟୋଚାଳକ ସଞ୍ଜୟ ପ୍ରଧାନଙ୍କ ମହାନତା, ନିରାଶ୍ରୟଙ୍କୁ ବାଣ୍ଟିଲେ କମ୍ବଳ

ଆଠମଲ୍ଲିକ : ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ମଇମୁରା ଗ୍ରାମ ପଞ୍ଚାୟତ ଧୋଡ଼ାଖୋଳ ଗ୍ରାମର ଯୁବ ସମାଜସେବୀ ତଥା ଅଟୋଚାଳକ ସଞ୍ଜୟ ପ୍ରଧାନ ବଡ଼ଦିନ ଅବସରରେ ନିରାଶ୍ରୟ ବୃଦ୍ଧବୃଦ୍ଧା, ଭିନ୍ନକ୍ଷମ ଯୁବକ ଯୁବତୀ, ବିଧବା ମହିଳାଙ୍କୁ ୨୫ ଟି କମ୍ବଳ ବଣ୍ଟନ କରାଯାଇଛି।…

Continue Readingଅଟୋଚାଳକ ସଞ୍ଜୟ ପ୍ରଧାନଙ୍କ ମହାନତା, ନିରାଶ୍ରୟଙ୍କୁ ବାଣ୍ଟିଲେ କମ୍ବଳ

ଖଣ୍ଡହତାରେ ବିଜେପିର ମିଶ୍ରଣ ପର୍ବ: ଶଙ୍ଖ ଓ ହାତ ଛାଡ଼ି ପଦ୍ମ ଧରିଲେ ଏକାଧିକ କର୍ମୀ

ଅନୁଗୁଳ: ଅନୁଗୁଳ ବିଧାନସଭା ନିର୍ବାଚନମଣ୍ଡଳୀ ୩ ନମ୍ବର ଜୋନ୍‌ ଅନ୍ତର୍ଗତ ଖଲାରୀ ମଣ୍ଡଳ ଅଙ୍ଗାରବନ୍ଧ ପଞ୍ଚାୟତର ଖଣ୍ଡହତା ଗ୍ରାମର ବହୁ ବିଜେଡି ଓ କଂଗ୍ରେସ କର୍ମୀ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେପିରେ ଯୋଗ…

Continue Readingଖଣ୍ଡହତାରେ ବିଜେପିର ମିଶ୍ରଣ ପର୍ବ: ଶଙ୍ଖ ଓ ହାତ ଛାଡ଼ି ପଦ୍ମ ଧରିଲେ ଏକାଧିକ କର୍ମୀ

ଅତୁଟ ରହିଛି ୧୬ ବର୍ଷର ନିଆରା ପରମ୍ପରା: ବୟୋଜ୍ୟେଷ୍ଠଙ୍କୁ ସମ୍ମାନିତ କଲା ପୂଜ୍ୟପୂଜା କମିଟି

କଣିହାଁ : ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ୍ ବଡ଼ଗୁଣ୍ଡୁରୀ ପଞ୍ଚାୟତ ବଡ଼ହୀରା ଗ୍ରାମର ଯୁବଗୋଷ୍ଠୀଙ୍କ ପକ୍ଷରୁ ଗ୍ରାମର ବୟୋଜ୍ୟେଷ୍ଠ ନାଗରିକଙ୍କୁ ସମ୍ମାନିତ କରାଯାଇଛି। ବରିଷ୍ଠ ନାଗରିକ ପୂଜ୍ୟପୂଜା କମିଟି ପକ୍ଷରୁ ବଣଭୋଜିର ଆୟୋଜନ କରାଯାଇଥିଲା। କାର୍ଯ୍ୟକ୍ରମରେ ପ୍ରଥମେ ଦିବଂଗତ ବୟୋଜ୍ୟେଷ୍ଠ ବରିଷ୍ଠ…

Continue Readingଅତୁଟ ରହିଛି ୧୬ ବର୍ଷର ନିଆରା ପରମ୍ପରା: ବୟୋଜ୍ୟେଷ୍ଠଙ୍କୁ ସମ୍ମାନିତ କଲା ପୂଜ୍ୟପୂଜା କମିଟି

ହିଙ୍ଗୁଳା କ୍ଲବର ୫୪ ତମ ବାର୍ଷିକ ଉତ୍ସବ: ୨୦୦ରୁ ଅଧିକ କୃତି ଛାତ୍ରଛାତ୍ରୀ ପୁରସ୍କୃତ

ତାଳଚେର: ତାଳଚେରସ୍ଥିତ ହିଙ୍ଗୁଳା କ୍ଲବର ୫୪ ତମ ବାର୍ଷିକ ଉତ୍ସବ ଓ ପୁରସ୍କାର ବିତରଣ ଉତ୍ସବ ଶନିବାର ଆୟୋଜିତ ହୋଇଛି। ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ତାଳଚେର ସ୍ୱୟଂଶାସିତ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଅଶୋକ ଶର୍ମା ଯୋଗଦେଇ କୃତୀ ପ୍ରତିଯୋଗୀଙ୍କୁ…

Continue Readingହିଙ୍ଗୁଳା କ୍ଲବର ୫୪ ତମ ବାର୍ଷିକ ଉତ୍ସବ: ୨୦୦ରୁ ଅଧିକ କୃତି ଛାତ୍ରଛାତ୍ରୀ ପୁରସ୍କୃତ