ଜାତୀୟ ମତଦାତା ଦିବସ ପାଳିତ: ମତଦାନ କରି ଅଧିକାର ସାବ୍ୟସ୍ତ କରିବା ଉପରେ ଗୁରୁତ୍ବାରୋପ

ଅନୁଗୁଳ: ଆଜି ପୂର୍ବାହ୍ନରେ ଜିଲ୍ଲା ପ୍ରଶାସନର ନିର୍ବାଚନ ବିଭାଗ ଓ ଅନୁଗୁଳ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ମିଳିତ ସହଯୋଗରେ ୧୪ତମ ଜାତୀୟ ମତଦାତା ଦିବସ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ପାଳିତ ହୋଇଛି। କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଉଦୟ କୁମାର ମହାପାତ୍ର ମୁଖ୍ୟ…

Continue Readingଜାତୀୟ ମତଦାତା ଦିବସ ପାଳିତ: ମତଦାନ କରି ଅଧିକାର ସାବ୍ୟସ୍ତ କରିବା ଉପରେ ଗୁରୁତ୍ବାରୋପ

ମେଗା ୟୁଥ୍ କ୍ଲବ୍ ପକ୍ଷରୁ ପାରାୟଣ ଯଜ୍ଞ ସହ ହନୁମାନ ଚାଳିଶା ପାଠ ଆୟୋଜିତ

ଅନୁଗୁଳ: ସ୍ଥାନୀୟ ଶିମିଳିପଡ଼ା ମେଗା ୟୁଥ କ୍ଲବର ସଭାପତି ଯୋଗେଶ୍ୱର ପ୍ରଧାନଙ୍କ ତତ୍ତ୍ୱାବଧାନରେ ଆଜି ସକାଳେ ପ୍ରଭୁ ଶ୍ରୀ ରାମଚନ୍ଦ୍ରଙ୍କ ଉଦ୍ଦେଶ୍ୟରେ ସାମ୍ଭେଦ ପାରାୟଣ ଯଜ୍ଞ ସହ ହନୁମାନ ଚାଳିଶା ପାଠ ଆୟୋଜିତ ହୋଇଛି। ଆଚାର୍ଯ୍ୟ କବି ପ୍ରଭାକର ସଞ୍ଜୟ କୁମାର…

Continue Readingମେଗା ୟୁଥ୍ କ୍ଲବ୍ ପକ୍ଷରୁ ପାରାୟଣ ଯଜ୍ଞ ସହ ହନୁମାନ ଚାଳିଶା ପାଠ ଆୟୋଜିତ

ଓଡ଼ିଆ ଭାଷା ସାହିତ୍ୟ ପ୍ରତିଯୋଗିତା ଉଦଯାପିତ: ଓଡିଆ ସାହିତ୍ୟରେ ଜଗନ୍ନାଥ ସଂସ୍କୃତିର ପ୍ରଭାବ ଉପରେ ବକ୍ତବ୍ୟ ରଖିଲେ ଛାତ୍ରଛାତ୍ରୀ

ଅନୁଗୁଳ: ଅନୁଗୁଳ ଜିଲ୍ଲା କୁମଣ୍ଡ ଜରାସିଂହା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଚାଲିଥିବା ଓଡ଼ିଆ ଭାଷା ସାହିତ୍ୟ ପ୍ରତିଯୋଗିତା ଉଦଯାପିତ ହୋଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ହିଙ୍ଗୁଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ସନ୍ତୋଷ ପଟ୍ଟନାୟକ ଯୋଗ ଦେଇଥିବା ବେଳେ…

Continue Readingଓଡ଼ିଆ ଭାଷା ସାହିତ୍ୟ ପ୍ରତିଯୋଗିତା ଉଦଯାପିତ: ଓଡିଆ ସାହିତ୍ୟରେ ଜଗନ୍ନାଥ ସଂସ୍କୃତିର ପ୍ରଭାବ ଉପରେ ବକ୍ତବ୍ୟ ରଖିଲେ ଛାତ୍ରଛାତ୍ରୀ

ବିଶିଷ୍ଟ ଶିକ୍ଷାବିତ ତଥା ସମାଜସେବୀ ବାଳକୃଷ୍ଣ ପ୍ରଧାନଙ୍କ ପରଲୋକ, ଦୀର୍ଘ ଦିନ ହେଲା ଥିଲେ ଶଯ୍ୟାଶାୟୀ

ଛେଣ୍ଡିପଦା : ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଳକର ବିଶିଷ୍ଟ ଶିକ୍ଷାବିତ ତଥା ସମାଜସେବୀ ବାଳକୃଷ୍ଣ ପ୍ରଧାନଙ୍କର ଗୁରୁବାର ସନ୍ଧ୍ୟାରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଛି। ସ୍ବର୍ଗତ ବାଲକୃଷ୍ଣ ପ୍ରଧାନ ୧୯୩୦ ମସିହାରେ ଛେଣ୍ଡିପଦା ବ୍ଳକ ନୂଆଗାଁରେ ଜନ୍ମ ଗ୍ରହଣ କରିଥିଲେ। ସେ…

Continue Readingବିଶିଷ୍ଟ ଶିକ୍ଷାବିତ ତଥା ସମାଜସେବୀ ବାଳକୃଷ୍ଣ ପ୍ରଧାନଙ୍କ ପରଲୋକ, ଦୀର୍ଘ ଦିନ ହେଲା ଥିଲେ ଶଯ୍ୟାଶାୟୀ

ମଦନ ମୋହନ ମନ୍ଦିରର ସଫେଇ କଲେ ଅନୁଗୁଳ ଜିଲ୍ଲା ବିଜେପିର କାର୍ଯ୍ୟକର୍ତ୍ତା

ଅନୁଗୁଳ: ଅନୁଗୁଳସ୍ଥିତ ମଦନ ମୋହନ ମନ୍ଦିରକୁ ବିଜେପି କାର୍ଯ୍ୟକର୍ତ୍ତାମାନେ ଆଜି ସଫେଇ କରିଛନ୍ତି। ଜାନୁଆରୀ ୨୨ରେ ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ଥିବାରୁ ସମସ୍ତ ମନ୍ଦିର ତଥା ଦେବାଳୟକୁ ସ୍ୱଚ୍ଛ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର…

Continue Readingମଦନ ମୋହନ ମନ୍ଦିରର ସଫେଇ କଲେ ଅନୁଗୁଳ ଜିଲ୍ଲା ବିଜେପିର କାର୍ଯ୍ୟକର୍ତ୍ତା

ତାଳଚେର ଉପଖଣ୍ଡରେ ମୋ ବସ୍ ଚଳାଚଳ ଦାବି: ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ତାଳଚେର ଉପଜିଲ୍ଲାପାଳଙ୍କୁ ଦାବି ପତ୍ର ଦେଲେ ସ୍ଥାନୀୟ ଲୋକେ

ତାଳଚେର: ତାଳଚେର ଉପଖଣ୍ଡରେ ମୋ ବସ୍ ଚଳାଚଳ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ଥାନୀୟ ଲୋକେ ତାଳଚେର ଉପଜିଲ୍ଲାପାଳ ମନୋଜ କୁମାର ତ୍ରିପାଠୀଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି। ଦାବି ପତ୍ର ମୁତାବକ, ତାଳଚେର ଉପଖଣ୍ଡରେ ବିଭିନ୍ନ ଶିଳ୍ପାନୁଷ୍ଠାନ, ଶିକ୍ଷାନୁଷ୍ଠାନ ତଥା ଖଣି…

Continue Readingତାଳଚେର ଉପଖଣ୍ଡରେ ମୋ ବସ୍ ଚଳାଚଳ ଦାବି: ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ତାଳଚେର ଉପଜିଲ୍ଲାପାଳଙ୍କୁ ଦାବି ପତ୍ର ଦେଲେ ସ୍ଥାନୀୟ ଲୋକେ

‘ଦକ୍ଷତା ବିକାଶ ଦିବସ’ ପାଳିଲା ଉତ୍କର୍ଷ ପରିବାର: ଦକ୍ଷତା ବଢ଼ାଇବାର ସୂତ୍ର କହିଲେ ଅତିଥିବୃନ୍ଦ

ଅନୁଗୁଳ: ଅନୁଗୁଳ କଳାକାର ଭବନ ପ୍ରାଙ୍ଗଣରେ ଥିବା ଲାଇଟ ହାଉସରେ 'ଦକ୍ଷତା ବିକାଶ ଦିବସ' ପାଳିତ ହୋଇଛି। ଅନୁଗୁଳସ୍ଥିତ ନେହରୁ ଯୁବ କେନ୍ଦ୍ର, ଉତ୍କର୍ଷ ପରିବାର ଓ ଲାଇଟ ହାଉସର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମ୍ୟୁନିସିପାଲିଟି ଚେୟାରମ୍ୟାନ ଅକ୍ଷୟ…

Continue Reading‘ଦକ୍ଷତା ବିକାଶ ଦିବସ’ ପାଳିଲା ଉତ୍କର୍ଷ ପରିବାର: ଦକ୍ଷତା ବଢ଼ାଇବାର ସୂତ୍ର କହିଲେ ଅତିଥିବୃନ୍ଦ

ଯୁବକଙ୍କ ବିୟୋଗରେ ପଞ୍ଚାୟତରେ କ୍ୟାଣ୍ଡେଲ୍ ଶୋଭାଯାତ୍ରା

ଅନୁଗୁଳ: ଅନୁଗୁଳ ଜିଲ୍ଲା ବସଲା ଗ୍ରାମର ଅନ୍ତର୍ଯ୍ୟାମୀ ବେହେରାଙ୍କ ପୁଅ ମନୋଜ ବେହେରାଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୨୮ ବର୍ଷ ହୋଇଥିଲା। ମନୋଜ ଜଣେ ଅତି ଭଦ୍ର, ସରଳ ଓ ମେଳାପୀ…

Continue Readingଯୁବକଙ୍କ ବିୟୋଗରେ ପଞ୍ଚାୟତରେ କ୍ୟାଣ୍ଡେଲ୍ ଶୋଭାଯାତ୍ରା

୨୦୯ ଜଣ ଭିନ୍ନକ୍ଷମଙ୍କୁ ଶୀତ ବସ୍ତ୍ର ବାଣ୍ଟିଲା ଉତ୍କଳମଣି ଗୋପବନ୍ଧୁ ଅନ୍ଧ କଲ୍ୟାଣ ସମିତି

ତାଳଚେର: ମକର ସଂକ୍ରାନ୍ତି ଅବସରରେ ତାଳଚେର ବ୍ଲକ୍ କଳମଛୁଇଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ୪୪ ତମ ଶୀତ ବସ୍ତ୍ର ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। କଣିହାଁସ୍ଥିତ ଉତ୍କଳମଣି ଗୋପବନ୍ଧୁ ଅନ୍ଧ କଲ୍ୟାଣ ସମିତି ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ସମିତିର ସଭାପତି…

Continue Reading୨୦୯ ଜଣ ଭିନ୍ନକ୍ଷମଙ୍କୁ ଶୀତ ବସ୍ତ୍ର ବାଣ୍ଟିଲା ଉତ୍କଳମଣି ଗୋପବନ୍ଧୁ ଅନ୍ଧ କଲ୍ୟାଣ ସମିତି

ଅନନ୍ତ ଡିଏଭିରେ ଗଦ୍ୟ ସମ୍ରାଟ ବ୍ୟାସକବି ଫକୀରମୋହନଙ୍କ ଜୟନ୍ତୀ ପାଳିତ

ତାଳଚେର: ଅନୁଗୁଳ ଜିଲ୍ଲା ମହାନଦୀ କୋଲ୍ ଫିଲ୍ଡ଼, ଜଗନ୍ନାଥ କ୍ଷେତ୍ର ଅନ୍ତର୍ଗତ ଅନନ୍ତ ବିହାର ଡିଏଭି ପବ୍ଲିକ୍ ସ୍କୁଲ ପରିସରରେ ବ୍ୟାସକବି ଫକୀରମୋହନଙ୍କ ଜୟନ୍ତୀ ପାଳିତ ହୋଇଛି। ଉତ୍ସବରେ ଅନନ୍ତ ଡିଏଭିର ଅଧ୍ୟକ୍ଷା ଜ୍ୟୋତି ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ…

Continue Readingଅନନ୍ତ ଡିଏଭିରେ ଗଦ୍ୟ ସମ୍ରାଟ ବ୍ୟାସକବି ଫକୀରମୋହନଙ୍କ ଜୟନ୍ତୀ ପାଳିତ