ବିଶ୍ଵ ମତ୍ସ୍ୟ ଦିବସ ପାଳିତ: ମତ୍ସ୍ୟ ଚାଷର ଉପକାରିତା ସମ୍ପର୍କରେ ବୁଝାଇ ଅଧ୍ୟକ୍ଷା

ଅନୁଗୁଳ: ଅନୁଗୁଳ ଜିଲ୍ଲା ପରିଷଦ ସମ୍ମିଳନୀ ଗୃହ ଠାରେ ବିଶ୍ଵ ମତ୍ସ୍ୟ ଦିବସ ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ବବିତା ପ୍ରଧାନ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ମତ୍ସ୍ୟ ଚାଷର ଉପକାରିତା ସମ୍ପର୍କରେ ବୁଝାଇ ଥିଲେ। ଅନ୍ୟମାନଙ୍କ…

Continue Readingବିଶ୍ଵ ମତ୍ସ୍ୟ ଦିବସ ପାଳିତ: ମତ୍ସ୍ୟ ଚାଷର ଉପକାରିତା ସମ୍ପର୍କରେ ବୁଝାଇ ଅଧ୍ୟକ୍ଷା

ଓ.ପି. ଜିନ୍ଦଲ ସ୍କୁଲରେ ଚାଲିଥିବା ପୁସ୍ତକ ମେଳା ଉଦଯାପିତ: ନିଜ ମନ ପସନ୍ଦର ବହି କିଣିଲେ ପାଠକ

ଅନୁଗୁଳ: ଅନୁଗୁଳ ସ୍ଥିତ ଓ.ପି. ଜିନ୍ଦଲ ସ୍କୁଲ ପରିସରରେ ଚାଲିଥିବା ୯ମ ପୁସ୍ତକ ମେଳା ରବିବାର ଶେଷ ହୋଇଛି। ଏହା ନଭେମ୍ବର ୧୭ରୁ ଆରମ୍ଭ ହୋଇ ୧୯ ତାରିଖ ପର୍ଯ୍ୟନ୍ତ ଚାଲିଥିଲା। ପୁସ୍ତକ ମେଳାକୁ ଅନୁଗୁଳ ମହିଳା ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ…

Continue Readingଓ.ପି. ଜିନ୍ଦଲ ସ୍କୁଲରେ ଚାଲିଥିବା ପୁସ୍ତକ ମେଳା ଉଦଯାପିତ: ନିଜ ମନ ପସନ୍ଦର ବହି କିଣିଲେ ପାଠକ

ଅମା ଭଗବାନ ସେବା ସମିତି ପକ୍ଷରୁ ରକ୍ତଦାନ ଶିବିର

ଅନୁଗୁଳ: ମା ବାସନ୍ତୀ ଦୁର୍ଗାପୂଜା ପଡ଼ିଆରେ ଅମା ଭଗବାନ ସେବା ସମିତି,ଜୀବନ ବିନ୍ଦୁ ଏବଂ ବାସନ୍ତୀ ଦୁର୍ଗାପୂଜା କମିଟିର ମିଳିତ ଆନୁକୁଲ୍ୟରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି। ଓଡ଼ିଶା ମୋ ପରିବାର ଓ ଜୀବନ ବିନ୍ଦୁର ଜିଲ୍ଲା ସଂଯୋଜକ ଶକ୍ତି…

Continue Readingଅମା ଭଗବାନ ସେବା ସମିତି ପକ୍ଷରୁ ରକ୍ତଦାନ ଶିବିର

ଆସନ୍ତା ୨୦ରେ ଆୟୋଜିତ ହେଉଛି ଗୋପାଷ୍ଟମୀ ମେଳା, ଗୋମାତାଙ୍କ ସେବା କରିବାକୁ ଶ୍ରୀଗୋପାଳ ଗୋଶାଳାର ନିମନ୍ତ୍ରଣ

ଅନୁଗୁଳ: ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ଅନୁଗୁଳ ଜିଲ୍ଲା ରନ୍ତଲେଇ ଠାରେ ଶ୍ରୀ ଗୋପାଳ ଗୋଶାଳା ପକ୍ଷରୁ ନଭେମ୍ବର ୨୦ ତାରିଖ ଦିନ ଗୋପାଷ୍ଟମୀ ମେଳା ଆୟୋଜନ କରାଯିବ। ଏହି ଗୋପାଷ୍ଟମୀ ମେଳା ଆୟୋଜନ କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଭାରତର…

Continue Readingଆସନ୍ତା ୨୦ରେ ଆୟୋଜିତ ହେଉଛି ଗୋପାଷ୍ଟମୀ ମେଳା, ଗୋମାତାଙ୍କ ସେବା କରିବାକୁ ଶ୍ରୀଗୋପାଳ ଗୋଶାଳାର ନିମନ୍ତ୍ରଣ

ଅକ୍ଷୟଙ୍କ ପୁଣ୍ୟ ତିଥିରେ ପ୍ରଶଂସକ ଦେଲେ ଶ୍ରଦ୍ଧାଞ୍ଜଳି

ଅନୁଗୁଳ: ବିଶିଷ୍ଟ କଣ୍ଠଶିଳ୍ପୀ,ସଙ୍ଗୀତ ନିର୍ଦ୍ଦେଶକ,ଗାଳ୍ପିକ ଅକ୍ଷୟ ମହାନ୍ତିଙ୍କ ପୁଣ୍ୟତିଥିରେ ତାଙ୍କର ଶତାଧିକ ପ୍ରଶଂସକ ବାଢ଼ିଥିଲେ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅକ୍ଷୟ ସଙ୍ଗୀତ ଚର୍ଚ୍ଚା ଓ ଅକ୍ଷୟଙ୍କ ଗୀତ ଗାଇ ଶ୍ରୋତାଙ୍କୁ ବିଭୋର କରିଥିଲେ କଣ୍ଠଶିଳ୍ପୀ ମାନେ। ସ୍ଥାନୀୟ ଧର୍ମଶାଳାରେ ଆୟୋଜିତ ଏହି ସମାରୋହକୁ…

Continue Readingଅକ୍ଷୟଙ୍କ ପୁଣ୍ୟ ତିଥିରେ ପ୍ରଶଂସକ ଦେଲେ ଶ୍ରଦ୍ଧାଞ୍ଜଳି

ଅନନ୍ତ ଡିଏଭିରେ ଶିଶୁ ଦିବସ: ବିଜ୍ଞାନ ପ୍ରଦର୍ଶନୀ ଓ ଖାଦ୍ୟ ମେଳା ଉଦଘାଟିତ

ତାଳଚେର: ସ୍ଥାନୀୟ ମହାନଦୀ କୋଲ୍ ଫିଲ୍ଡ଼, ଜଗନ୍ନାଥ କ୍ଷେତ୍ର ଅନ୍ତର୍ଗତ ଡିଏଭି ପବ୍ଲିକ୍ ସ୍କୁଲ, ଅନନ୍ତ ବିହାର ପରିସରରେ ଶିଶୁ ଦିବସ ପାଳିତ ହୋଇଛି। ଉତ୍ସବରେ ଏମ୍.ସି. ଏଲ୍ . ଜଗନ୍ନାଥ କ୍ଷେତ୍ର ଅନ୍ତର୍ଗତ ଅନନ୍ତ ଓସିପିର ପ୍ରକଳ୍ପ ଅଧିକାରୀ ଅଜୟ…

Continue Readingଅନନ୍ତ ଡିଏଭିରେ ଶିଶୁ ଦିବସ: ବିଜ୍ଞାନ ପ୍ରଦର୍ଶନୀ ଓ ଖାଦ୍ୟ ମେଳା ଉଦଘାଟିତ

ଅନୁଗୁଳ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଶିଶୁଦିବସ ପାଳିତ, ଆଇନ ଶିକ୍ଷା ନେଲେ ଛାତ୍ରଛାତ୍ରୀ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଇନସେବା ପ୍ରାଧିକରଣ ତରଫରୁ କୁମଣ୍ଡ-ଜରସିଂହା ଉଚ୍ଚ ବିଦ୍ୟାଳୟରେ ଶିଶୁ ଦିବସ ପାଳିତ ହୋଇଛି। ଏ ଅବସରରେ ନାଗରିକଙ୍କର ମୌଳିକ କର୍ତ୍ତବ୍ୟ, ଛାତ୍ରଛାତ୍ରୀଙ୍କୁ ଯୌନ ଅପରାଧରୁ ସୁରକ୍ଷା ଆଇନ ଓ କିଶୋର ନ୍ୟାୟ ଆଇନ ସମ୍ପର୍କରେ ସଚେତନ କରାଯାଇଥିଲା।…

Continue Readingଅନୁଗୁଳ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଶିଶୁଦିବସ ପାଳିତ, ଆଇନ ଶିକ୍ଷା ନେଲେ ଛାତ୍ରଛାତ୍ରୀ

ତାଳଚେର ମେଡିକାଲ କଲେଜରେ ନିଯୁକ୍ତି ପ୍ରସଙ୍ଗ: ସ୍ବଚ୍ଛତା ଓ ସଂରକ୍ଷଣ ଦାବି କଲା କଂଗ୍ରେସ ଅନୁସୂଚିତ ଜାତି

ଅନୁଗୁଳ: ତାଳଚେର ପବିତ୍ର ମୋହନ ପ୍ରଧାନ ମେଡିକାଲ୍ କଲେଜ ଓ ହସ୍ପିଟାଲ୍‌ରେ ହେବାକୁ ଥିବା ୬୦୦ ପଦବୀ ନିଯୁକ୍ତି ପ୍ରକ୍ରିୟାରେ ସମ୍ପୂର୍ଣ୍ଣ ସ୍ଵଚ୍ଛତା ବଜାୟ ରଖି ସଂରକ୍ଷଣ ଲାଗୁ କରିବାକୁ କଂଗ୍ରେସ ଅନୁସୂଚିତ ଜାତି ପକ୍ଷରୁ ଦାବି କରାଯାଇଛି। ଶୁକ୍ରବାର ପୂର୍ବାହ୍ନରେ…

Continue Readingତାଳଚେର ମେଡିକାଲ କଲେଜରେ ନିଯୁକ୍ତି ପ୍ରସଙ୍ଗ: ସ୍ବଚ୍ଛତା ଓ ସଂରକ୍ଷଣ ଦାବି କଲା କଂଗ୍ରେସ ଅନୁସୂଚିତ ଜାତି

ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଅଶୋଭନୀୟ ମନ୍ତବ୍ୟକୁ ଅନୁଗୁଳରେ ବିରୋଧ, କୁଶ ପୁତ୍ତଳିକା ଦାହ କଲା ବିଜେପି ମହିଳା ମୋର୍ଚ୍ଚା

ଅନୁଗୁଳ: ମହିଳାଙ୍କ ଉପରେ ଅଶୋଭନୀୟ ମନ୍ତବ୍ୟ ଦେବା ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଭାରି ପଡ଼ିଛି। ଏହାକୁ ନେଇ ସମଗ୍ର ଦେଶରେ ମହିଳାମାନେ ତାତିବା ସହ ନୀତିଶ କୁମାରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଅନୁଗୁଳ ଜିଲ୍ଲା ମହିଳା ମୋର୍ଚ୍ଚା ତରଫରୁ…

Continue Readingବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଅଶୋଭନୀୟ ମନ୍ତବ୍ୟକୁ ଅନୁଗୁଳରେ ବିରୋଧ, କୁଶ ପୁତ୍ତଳିକା ଦାହ କଲା ବିଜେପି ମହିଳା ମୋର୍ଚ୍ଚା

ଦଶହରା ପଡିଆ ଶ୍ୟାମାକାଳୀ ପୂଜା କମିଟିର ବୈଠକ

ଅନୁଗୁଳ: ସ୍ଥାନୀୟ ଦଶହରା ପଡିଆ ଶ୍ୟାମାକାଳୀ ପୂଜା କମିଟି ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ସମେତ କର୍ମକର୍ତ୍ତା ଚୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଚି। ଦୀପାବଳୀ ଅମାବାସ୍ୟା ଦିନ ଦେବୀଙ୍କ ପୂଜା ସନ୍ଧ୍ୟା ଆଠଟାରୁ ରାତି ବାରଟା ପର୍ଯ୍ୟନ୍ତ ନିତିକନ୍ତି ସହ ଅନୁଷ୍ଠିତ…

Continue Readingଦଶହରା ପଡିଆ ଶ୍ୟାମାକାଳୀ ପୂଜା କମିଟିର ବୈଠକ