ଉଦ୍‌ଯାପିତ ହେଲା ସଡକ ସୁରକ୍ଷା ସପ୍ତାହ

ଅନୁଗୁଳ: ଅନୁଗୁଳ ଜିଲ୍ଲା ସ୍ତରୀୟ ସଡକ ସୁରକ୍ଷା ସପ୍ତାହର ମଙ୍ଗଳବାର ଉଦଯାପିତ ହୋଇଯାଇଛି। ଅନୁଗୁଳ ଜିଲ୍ଲା ଟ୍ରକ ମାଲିକ ସଂଘ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ରଜନୀକାନ୍ତ ସ୍ବାଇଁ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ। ପରିବହନ ବିଭାଗ ତରଫରୁ…

Continue Readingଉଦ୍‌ଯାପିତ ହେଲା ସଡକ ସୁରକ୍ଷା ସପ୍ତାହ

ଅନୁଗୁଳ ଜିଲ୍ଲା ବରିଷ୍ଠ ନାଗରିକ ତିର୍ଥଯାତ୍ରା ଯୋଜନା ଆରମ୍ଭ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବରିଷ୍ଠ ନାଗରିକ ତିର୍ଥ ଯାତ୍ରା ଯୋଜନା ମଙ୍ଗଳବାର ଶୁଭାରମ୍ଭ ହୋଇଛି। ଅପରାହ୍ନରେ ୨୦୧୯-୨୦ ଆର୍ଥିକ ବର୍ଷର ବରିଷ୍ଠ ନାଗରିକ ତିର୍ଥ ଯାତ୍ରା ଯୋଜନା ୧୭ ତାରିଖଠାରୁ ୨୨ ତାରିଖ ପର୍ଯ୍ୟନ୍ତ ଆଗ୍ରା, ମଥୁରା, ବୃନ୍ଦାବନ ଅଭିମୁଖେ ଯାତ୍ରୀମାନଙ୍କୁ…

Continue Readingଅନୁଗୁଳ ଜିଲ୍ଲା ବରିଷ୍ଠ ନାଗରିକ ତିର୍ଥଯାତ୍ରା ଯୋଜନା ଆରମ୍ଭ

ବିଜେଡିର ୨୬ ତମ ପ୍ରତିଷ୍ଠା ଦିବସରେ ମହିଳା ସମାବେଶ, ମା’ ମାନଙ୍କୁ ଆଗକୁ ବଢ଼ିବାକୁ ସୁଯୋଗ ଦେବା ଉପରେ ଗୁରୁତ୍ୱାରୋପ

ପାଳଲହଡ଼ା : ଅନୁଗୁଳ ଜିଲ୍ଲା ପାଳଲହଡା ନିର୍ବାଚନମଣ୍ଡଳୀ ପାଳଲହଡା ବ୍ଲକ ପେଚାମୁଣ୍ଡି ପଞ୍ଚାୟତ ପଡିଆ ଠାରେ ବିଜୁ ଜନତା ଦଳ ପକ୍ଷରୁ ୨୬ ତମ ପ୍ରତିଷ୍ଠା ଦିବସ ଅବସରରେ ଏକ ବିଶାଳ ମହିଳା ସମାବେଶ ଅନୁଷ୍ଠିତ ହୋଇଛି । ଏଥିରେ ଆଖ…

Continue Readingବିଜେଡିର ୨୬ ତମ ପ୍ରତିଷ୍ଠା ଦିବସରେ ମହିଳା ସମାବେଶ, ମା’ ମାନଙ୍କୁ ଆଗକୁ ବଢ଼ିବାକୁ ସୁଯୋଗ ଦେବା ଉପରେ ଗୁରୁତ୍ୱାରୋପ

୪ ମାସ ହେଲା ଦରମା ନ ମିଳିବାରୁ ଧାରଣା ଦେଲେ ତାଳଚେର ଉପଖଣ୍ଡ ମଣ୍ଡାପାଳ ଚିକିତ୍ସାଳୟର ଠିକା କର୍ମଚାରୀ, ମୁଖ୍ୟମନ୍ତ୍ରୀଙ୍କୁ କଲେ ଟ୍ୱିଟ୍

ତାଳଚେର : ୪ ମାସ ଧରି ଦରମା ନ ମିଳିବାରୁ ମଣ୍ଡାପାଳ ଚିକିତ୍ସାଳୟରେ ମେଡ଼ିକାଲ ଠିକା କର୍ମଚାରୀ ଧାରଣାରେ ବସିଛନ୍ତି। ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ନିଯୁକ୍ତ ଏହି ଠିକା କର୍ମଚାରୀମାନେ ଦରମା ନ ପାଇ ମଧ୍ୟ ଡ଼୍ୟୁଟି କରୁଛନ୍ତି। ୪…

Continue Reading୪ ମାସ ହେଲା ଦରମା ନ ମିଳିବାରୁ ଧାରଣା ଦେଲେ ତାଳଚେର ଉପଖଣ୍ଡ ମଣ୍ଡାପାଳ ଚିକିତ୍ସାଳୟର ଠିକା କର୍ମଚାରୀ, ମୁଖ୍ୟମନ୍ତ୍ରୀଙ୍କୁ କଲେ ଟ୍ୱିଟ୍

ସଡ଼କ ସୁରକ୍ଷା ସପ୍ତାହ ପାଳନ: ଛେଣ୍ଡିପଦାରେ ଗଡ଼ିଲା ସଚେତନତା ରଥ

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଉଚ୍ଚ ବିଦ୍ୟାଳୟ ପରିସରରେ ସୋମବାର ସଡକ ସୁରକ୍ଷା ସଚେତନତା ସଭା ଅନୁଷ୍ଠିତ ହୋଇଛି। ଏ ଅବସରରେ ଏକ ସଚେତନତା ରଥ ଛେଣ୍ଡିପଦା ବଜାର ପରିକ୍ରମା କରିଥିଲା। ଅନୁଗୁଳ ପରିବହନ ବିଭାଗ ପକ୍ଷରୁ ଛେଣ୍ଡିପଦାରେ ଆୟୋଜିତ ସଡ଼କ…

Continue Readingସଡ଼କ ସୁରକ୍ଷା ସପ୍ତାହ ପାଳନ: ଛେଣ୍ଡିପଦାରେ ଗଡ଼ିଲା ସଚେତନତା ରଥ

ଉତ୍କର୍ଷ ପରିବାର ପକ୍ଷରୁ ଫିଟନେସ ଦିବସ ପାଳିତ, ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବା ଉପରେ ଗୁରୁତ୍ୱାରୋପ

ଅନୁଗୁଳ: ସାମାଜିକ ଅନୁଷ୍ଠାନ 'ଉତ୍କର୍ଷ ପରିବାର' ଓ ନେହରୁ ଯୁବ କେନ୍ଦ୍ର ଆନୁକୂଲ୍ୟରେ ଆଜି ମରାତିରା ଗାଁର କୋଠଘରେ ତରଫରୁ ଫିଟନେସ ଦିବସ ପାଳିତ ହୋଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଦିଗାମ୍ବର ପ୍ରଧାନ, ସମ୍ମାନିତ ଅତିଥିଭାବେ ସାନ୍ତରାପୁର ସରପଞ୍ଚ ନବୀନ ବେହେରା,…

Continue Readingଉତ୍କର୍ଷ ପରିବାର ପକ୍ଷରୁ ଫିଟନେସ ଦିବସ ପାଳିତ, ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବା ଉପରେ ଗୁରୁତ୍ୱାରୋପ

ଷ୍ଟେଟ୍ ବ୍ୟାଙ୍କ୍ କର୍ମଚାରୀ ସଂଘର ସାଧାରଣ ପରିଚାଳନା ପରିଷଦ ବୈଠକ

ଅନୁଗୁଳ: ଅନୁଗୁଳ ସ୍ଥିତ ଷ୍ଟେଟ ବ୍ୟାଙ୍କ୍ ଅଫ ଇଣ୍ଡିଆର ମୁଖ୍ୟ କାର୍ଯ୍ୟାଳୟ ପରିସରରେ ରବିବାର ଷ୍ଟେଟ ବ୍ୟାଙ୍କ କର୍ମଚାରୀ ସଂଘର ସାଧାରଣ ପରିଚାଳନା ପରିଷଦ ବୈଠକ ଅନୁଷ୍ଠିତ ହୋଇଛି। ସର୍କଲ ସଭାପତି ସ୍ଵାଧୀନ କୁମାର ଦାଶଙ୍କ ପୌରୋହିତ୍ୟରେ ଆୟୋଜିତ ଏହି ବୈଠକରେ…

Continue Readingଷ୍ଟେଟ୍ ବ୍ୟାଙ୍କ୍ କର୍ମଚାରୀ ସଂଘର ସାଧାରଣ ପରିଚାଳନା ପରିଷଦ ବୈଠକ

ସାଧାରଣ ପିଲାଙ୍କୁ ଏରୋସ୍ପେସ୍ ତାଲିମ ଦେବେ ଓଡ଼ିଆ କ୍ୟାପଟେନ, ଓଡ଼ିଶାରେ ହେବ ଏୟାରକ୍ରାଫ୍ଟ କମ୍ଫୋନେଟ ଆସେମ୍ବଲିଂ ୱାର୍କ ସପ୍

ଅନୁଗୁଳ: ଅନୁଗୁଳର ପ୍ରଥମ ପାଇଲଟ୍ କ୍ୟାପଟେନ୍ ସନ୍ଦିପ ମିଶ୍ର ସାଧାରଣ ପିଲାଙ୍କ ପାଇଁ ଏରୋସ୍ପେସ ଏବଂ ଏବିଏସନ ତାଲିମକୁ ସହଜରେ ଉପଲବ୍ଧ କରାଇବାକୁ ଚାହୁଁଛନ୍ତି। ଏଥିପାଇଁ ସେ ପ୍ରାରମ୍ଭିକ କାର୍ଯ୍ୟ ଆରମ୍ଭ କରିଛନ୍ତି। ଏଥିପାଇଁ ସେ ଏରୋମାଷ୍ଟର କ୍ଲାସ ଆରମ୍ଭ କରିଛନ୍ତି।…

Continue Readingସାଧାରଣ ପିଲାଙ୍କୁ ଏରୋସ୍ପେସ୍ ତାଲିମ ଦେବେ ଓଡ଼ିଆ କ୍ୟାପଟେନ, ଓଡ଼ିଶାରେ ହେବ ଏୟାରକ୍ରାଫ୍ଟ କମ୍ଫୋନେଟ ଆସେମ୍ବଲିଂ ୱାର୍କ ସପ୍

ସାରଥୀ ପରିବାରର ଜନସେବା: ଦୁଃଖୀ, ଅସହାୟଙ୍କୁ ବାଣ୍ଟିଲେ ଶାଢ଼ି ଓ କମ୍ବଳ

ଅନୁଗୁଳ: ଅନୁଗୁଳ ସାରଥୀ ପରିବାର ତରଫରୁ ଆଜି ସକାଳେ ଦୁଃଖୀ, ରଙ୍କି ଓ ଦରିଦ୍ର ନାରାୟଣଙ୍କୁ କମ୍ବଳ ଏବଂ ଶାଢ଼ି ବଣ୍ଟନ କରାଯାଇଛି। ମକର ସଂକ୍ରାନ୍ତି ସକାଳୁ ସାରଥୀ ପରିବାରର ଶତାଧିକ ସଦସ୍ୟ ଆସି ଜଗନ୍ନାଥ ମନ୍ଦିର ପରିସରରେ ପହଞ୍ଚି ପ୍ରଥମେ…

Continue Readingସାରଥୀ ପରିବାରର ଜନସେବା: ଦୁଃଖୀ, ଅସହାୟଙ୍କୁ ବାଣ୍ଟିଲେ ଶାଢ଼ି ଓ କମ୍ବଳ

ସ୍ୱୟଂ ସହାୟକ ଗୋଷ୍ଠୀର ଦକ୍ଷତା ବୃଦ୍ଧି ନିମନ୍ତେ ତାଲିମ କାର୍ଯ୍ୟକ୍ରମ, ଯୋଗଦେଲେ ଓଡ଼ିଶା ଜୀବିକା ମିଶନର କର୍ମଚାରୀ

ଅନୁଗୁଳ: ସ୍ବେଚ୍ଛାସେବୀ ସଂଗଠନ ସୋସିଆଲ ଡେଭଲପମେଣ୍ଟ ଫାଉଣ୍ଡେସନ୍ ଏବଂ ନାବାର୍ଡ ତରଫରୁ ତୁକୁଡ଼ା ସ୍ଥିତ ଓଡ଼ିଶା ଜୀବିକା ମିଶନ ତାଲିମ୍ ଗୃହ ଠାରେ ସ୍ୱୟଂ ସହାୟକ ଗୋଷ୍ଠୀ ଦକ୍ଷତା ବୃଦ୍ଧି ନିମନ୍ତେ ତାଲିମ୍ କାର୍ଯ୍ୟକ୍ରମ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମକୁ ସ୍ଥାନୀୟ…

Continue Readingସ୍ୱୟଂ ସହାୟକ ଗୋଷ୍ଠୀର ଦକ୍ଷତା ବୃଦ୍ଧି ନିମନ୍ତେ ତାଲିମ କାର୍ଯ୍ୟକ୍ରମ, ଯୋଗଦେଲେ ଓଡ଼ିଶା ଜୀବିକା ମିଶନର କର୍ମଚାରୀ