‘ସମାଜ ଗଠନରେ ଭିନ୍ନକ୍ଷମଙ୍କ ଭୂମିକା ଅତୁଳନୀୟ, ଏମାନଙ୍କୁ ହେୟଜ୍ଞାନ କରିବା ଉଚିତ ନୁହେଁ’

ଅନୁଗୁଳ : ୬୫ ତମ ଅନ୍ତର୍ଜାତୀୟ ବଧିର ନାଗରିକ ସପ୍ତାହ ସ୍ଥାନୀୟ ପୌରପାଳିକା ଟାଉନ ହଲଠାରେ ପାଳିତ ହୋଇଛି। ଏ ଅବସରରେ ଜିଲ୍ଲା ବଧିର ସଂଘ ପକ୍ଷରୁ ଏକ ଶୋଭାଯାତ୍ରା ରାଜା ସୋମନାଥ ସିଂହଙ୍କ ପ୍ରତିମୂର୍ତ୍ତିଠାରୁ ଆରମ୍ଭ ହୋଇଥିଲା। ଶୋଭାଯାତ୍ରାକୁ ଉପଜିଲ୍ଲାପାଳ…

Continue Reading‘ସମାଜ ଗଠନରେ ଭିନ୍ନକ୍ଷମଙ୍କ ଭୂମିକା ଅତୁଳନୀୟ, ଏମାନଙ୍କୁ ହେୟଜ୍ଞାନ କରିବା ଉଚିତ ନୁହେଁ’

ଅନ୍ତର୍ଜାତୀୟ ନିରାପଦ ଗର୍ଭପାତ ଦିବସ ପାଳିତ, ମହିଳାଙ୍କ ଗର୍ଭପାତଜନିତ ସ୍ବାସ୍ଥ୍ୟର ଯତ୍ନ ନେବା ଲାଗି ସଚେତନତା

ଅନୁଗୁଳ: ମହିଳାଙ୍କ ଗର୍ଭପାତଜନିତ ସ୍ବାସ୍ଥ୍ୟର ଯତ୍ନ ନେବା ଲାଗି ଲୋକଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ତରଫରୁ ଅନ୍ତର୍ଜାତୀୟ ନିରାପଦ ଗର୍ଭପାତ ଦିବସ ପାଳିତ ହେଉଛି। ଏହି ପରିପ୍ରେକ୍ଷୀରେ ଗତକାଲି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

Continue Readingଅନ୍ତର୍ଜାତୀୟ ନିରାପଦ ଗର୍ଭପାତ ଦିବସ ପାଳିତ, ମହିଳାଙ୍କ ଗର୍ଭପାତଜନିତ ସ୍ବାସ୍ଥ୍ୟର ଯତ୍ନ ନେବା ଲାଗି ସଚେତନତା

ପ୍ରମେୟ ଅନୁଗୁଳ ସଂସ୍କରଣ ସମ୍ବାଦ ବିଭାଗ ମୁଖ୍ୟଙ୍କ ମାତୃ ବିୟୋଗ

ଅନୁଗୁଳ: ଅନୁଗୁଳ ଜିଲ୍ଲାର ବରିଷ୍ଠ ସାମ୍ବାଦିକ ଜଳଧର ପ୍ରଧାନଙ୍କ ମା’ ଭବାନୀ ପ୍ରଧାନ(୮୩)ଙ୍କ ଗୁରୁବାର ସକାଳେ ପରଲୋକ ହୋଇଛି। ସ୍ବର୍ଗତା ପ୍ରଧାନ ଛେଣ୍ଡିପଦା ବ୍ଲକ୍ ଅନ୍ତର୍ଗତ ବାଲିପଟ୍ଟା ଗାଁର ସ୍ବର୍ଗତ ପବିତ୍ର ମୋହନ ପ୍ରଧାନଙ୍କ ପତ୍ନୀ ଥିଲେ। ସେ ଜଣେ ଧର୍ମପରାୟଣା,…

Continue Readingପ୍ରମେୟ ଅନୁଗୁଳ ସଂସ୍କରଣ ସମ୍ବାଦ ବିଭାଗ ମୁଖ୍ୟଙ୍କ ମାତୃ ବିୟୋଗ

ଅନୁଗୁଳ ଜିଲ୍ଲା ଦୌରାଜଜଙ୍କୁ ସମ୍ବର୍ଦ୍ଧନା, ବିଭିନ୍ନ ଦାବି ଜଣାଇଲେ ଓକିଲ ସଂଘ

ଆଠମଲ୍ଲିକ : ଆଠମଲ୍ଲିକ ଓକିଲ ସଂଘ ପକ୍ଷରୁ ବୁଧବାର ଅନୁଗୁଳ ଜିଲ୍ଲା ଦୌରାଜଜ ପ୍ରଣବ କୁମାର ପାତ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଓକିଲ ସଂଘ ସଭାପତି ସୁଶାନ୍ତ କୁମାର ମହାପାତ୍ରଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଲକ୍ଷ୍ମୀନାରାୟଣ ରାୟ ଚୌଧୁରୀ,…

Continue Readingଅନୁଗୁଳ ଜିଲ୍ଲା ଦୌରାଜଜଙ୍କୁ ସମ୍ବର୍ଦ୍ଧନା, ବିଭିନ୍ନ ଦାବି ଜଣାଇଲେ ଓକିଲ ସଂଘ

ଆଉ ଚାଷ ପାଇଁ ହେବନି ସମସ୍ୟା: ଭୂତଳ ପାଇପ ଲାଇନ ଜଳସେଚନ କାର୍ଯ୍ୟର ଭୂମିପୂଜନ, ଆରମ୍ଭ ହେବ କାମ

ଆଠମଲ୍ଲିକ: ମନଜୋର ମଧ୍ୟମ ଜଳସେଚନ ବିଭାଗର ଭୂତଳ ପାଇପ ଲାଇନ ଜଳସେଚନ କାର୍ଯ୍ୟର ଭୂମିପୂଜା ଆଜି ଅନୁଷ୍ଠିତ ହୋଇଛି। ଏହା ଦ୍ୱାରା ୨୦୧୩.୫ ହେକ୍ଟର ଚାଷଜମି ଜଳସେଚିତ ହେବ ଓ ସମୁଦାୟ ୫୧.୭୧ କୋଟିର ବ୍ୟୟ ଅଟକଳ କରାଯାଇ ଟେଣ୍ଡର କରାଯାଇଥିଲା।…

Continue Readingଆଉ ଚାଷ ପାଇଁ ହେବନି ସମସ୍ୟା: ଭୂତଳ ପାଇପ ଲାଇନ ଜଳସେଚନ କାର୍ଯ୍ୟର ଭୂମିପୂଜନ, ଆରମ୍ଭ ହେବ କାମ

ଲକ୍ଷ୍ମୀ ହୋଣ୍ଡାର ଆକର୍ଷଣୀୟ ଅଫର: ମାତ୍ର ୧୧୦୦ ଟଙ୍କା ଦେଇ ଘରକୁ ନେଇ ଆସନ୍ତୁ ହୋଣ୍ଡା ଡିଓ ସ୍ପୋର୍ଟସ ଏଡିସନର ଚକାଚକ ନୂଆ ବାଇକ, ସାଙ୍ଗରେ ମିଳିବ ହେଲମେଟ୍ ସହ ଥାଇଲାଣ୍ଡ ବୁଲିବା ମଉକାଉପହାର

ଅନୁଗୁଳ: ଆଜି ଅନୁଗୁଳ ସ୍ଥିତ ଲକ୍ଷ୍ମୀ ହୋଣ୍ଡାରେ ହୋଣ୍ଡାର ବହୁ ପ୍ରତୀକ୍ଷିତ ହୋଣ୍ଡା ଡିଓ ସ୍ପୋର୍ଟସ ଏଡିସନର ବଜାର ପ୍ରବେଶ ହୋଇଛି। ଗ୍ରାହକମାନଙ୍କ ହାତରେ ଏହି ବଜାର ପ୍ରବେଶ କରାଯାଇଥିଲା। କମ୍ପାନୀ ସୂଚନା ମୁତାବକ, ଡିଓ ସ୍ପୋର୍ଟସ ଏଡିସନ ଏକ ଅତି…

Continue Readingଲକ୍ଷ୍ମୀ ହୋଣ୍ଡାର ଆକର୍ଷଣୀୟ ଅଫର: ମାତ୍ର ୧୧୦୦ ଟଙ୍କା ଦେଇ ଘରକୁ ନେଇ ଆସନ୍ତୁ ହୋଣ୍ଡା ଡିଓ ସ୍ପୋର୍ଟସ ଏଡିସନର ଚକାଚକ ନୂଆ ବାଇକ, ସାଙ୍ଗରେ ମିଳିବ ହେଲମେଟ୍ ସହ ଥାଇଲାଣ୍ଡ ବୁଲିବା ମଉକାଉପହାର

ଆବାସ ଯୋଜନା ଟଙ୍କା ପାଇଁ ତାଳଚେର ଯୁବ ସଂଗଠନ ପକ୍ଷରୁ ନିର୍ବାହୀ ଅଧିକାରୀଙ୍କୁ ଦାବିପତ୍ର

ତାଳଚେର: ତାଳଚେର ସହରାଞ୍ଚଳରେ ବସବାସ କରୁଥିବା ଗରିବ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ନିର୍ମାଣ ପାଇଁ ପୌର ପରିଷଦ ପକ୍ଷରୁ ଆଦେଶନାମା ମିଳିଥିବାରୁ ସେମାନେ ଘର ତିଆରି ବି ଆରମ୍ଭ କରିଛନ୍ତି। କିନ୍ତୁ ଏବେ ଯାଏଁ ଆବାସ ଯୋଜନାର ପ୍ରଥମ…

Continue Readingଆବାସ ଯୋଜନା ଟଙ୍କା ପାଇଁ ତାଳଚେର ଯୁବ ସଂଗଠନ ପକ୍ଷରୁ ନିର୍ବାହୀ ଅଧିକାରୀଙ୍କୁ ଦାବିପତ୍ର

ଲକ୍ଷ୍ମୀ ହୋଣ୍ଡାର ବଜାର ପ୍ରବେଶ କଲା ହୋଣ୍ଡା ସାଇନ୍ ସେଲିବ୍ରେସନ ଏଡିସନ: ମାତ୍ର ୧୧୦୦ ଟଙ୍କା ଦେଇ ଆଜି ହିଁ ଘରକୁ ନେଇ ଆସନ୍ତୁ, ମାଗଣାରେ ମିଳିବ ହେଲମେଟ୍ ସହ ଆକର୍ଷଣୀୟ ଉପହାର

ଅନୁଗୁଳ: ଆଜି ଅନୁଗୁଳ ସ୍ଥିତ ଲକ୍ଷ୍ମୀ ହୋଣ୍ଡାରେ ହୋଣ୍ଡାର ବହୁ ପ୍ରତୀକ୍ଷିତ ହୋଣ୍ଡା ସାଇନ ସେଲିବ୍ରେସନ ଏଡିସନର ବଜାର ପ୍ରବେଶ ହୋଇଛି। ଗ୍ରାହକମାନଙ୍କ ହାତରେ ଏହି ବଜାର ପ୍ରବେଶ କରାଯାଇଥିଲା। କମ୍ପାନୀ ସୂଚନା ମୁତାବକ, ସାଇନ୍ ସେଲିବ୍ରେସନ ଏଡିସନ ଏକ ଅତି…

Continue Readingଲକ୍ଷ୍ମୀ ହୋଣ୍ଡାର ବଜାର ପ୍ରବେଶ କଲା ହୋଣ୍ଡା ସାଇନ୍ ସେଲିବ୍ରେସନ ଏଡିସନ: ମାତ୍ର ୧୧୦୦ ଟଙ୍କା ଦେଇ ଆଜି ହିଁ ଘରକୁ ନେଇ ଆସନ୍ତୁ, ମାଗଣାରେ ମିଳିବ ହେଲମେଟ୍ ସହ ଆକର୍ଷଣୀୟ ଉପହାର

ଗୋଚର ଜମିରେ ବନିଥିବା ଜଳାଶୟକୁ ପଞ୍ଚାୟତକୁ ହସ୍ତାନ୍ତର କରିବାକୁ ଜିଲ୍ଲାପାଳଙ୍କୁ ଦାବି ଜଣାଇଲେ ସରପଞ୍ଚ

ଅନୁଗୁଳ: ସ୍ଥାନୀୟ ବଅଁରପାଳ ତହସିଲ ଅଧୀନସ୍ଥ ତୁରଙ୍ଗ ପଞ୍ଚାୟତରେ ଥିବା ଗୋଚର ଜମି ତଥା ପ୍ଲଟ ନମ୍ବର ୫୭୨୮ ଗୋଚର ଜାଗାରୁ ମାଟି ଚୋରି ହୋଇଥିବା ନେଇ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି ତୁରଙ୍ଗ ପଞ୍ଚାୟତର ସରପଞ୍ଚ ସମରେନ୍ଦ୍ର ଦେହୁରୀ। ଏଥିସହ ଏହି…

Continue Readingଗୋଚର ଜମିରେ ବନିଥିବା ଜଳାଶୟକୁ ପଞ୍ଚାୟତକୁ ହସ୍ତାନ୍ତର କରିବାକୁ ଜିଲ୍ଲାପାଳଙ୍କୁ ଦାବି ଜଣାଇଲେ ସରପଞ୍ଚ

ଜିଲ୍ଲା ସ୍ତରୀୟ ମିଳିତ ଜନ ଶୁଣାଣି ଶିବିର

ଅନୁଗୁଳ: ଅନୁଗୁଳ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ତରୀୟ ମିଳିତ ଜନ ଶୁଣାଣି ଶିବିର ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ସୋମବାର ଅନୁଷ୍ଠିତ ହୋଇଯାଇଛି। ଶିବିରରେ ଦାଖଲ ହୋଇଥିବା ମୋଟ ୮୪ଟି ଅଭିଯୋଗରୁ ୭୨ଟି ବ୍ୟକ୍ତିଗତ, ୧୨ଟି ସାମୁହିକ…

Continue Readingଜିଲ୍ଲା ସ୍ତରୀୟ ମିଳିତ ଜନ ଶୁଣାଣି ଶିବିର