ପ୍ରଶାସନର ହସ୍ତକ୍ଷେପ ପରେ ସଫା ହେଲା ଦଣ୍ଡା ପୋଲ, ଦୂର ହେଲା ବର୍ଷା ଜଳ ନିଷ୍କାସନ ସମସ୍ୟା

ଅନୁଗୁଳ: ସ୍ଥାନୀୟ ତୁରଙ୍ଗ ପଞ୍ଚାୟତର ଦଣ୍ଡା ପୋଲକୁ ଆଜି ପ୍ରଶାସନ ପକ୍ଷରୁ ଜେସିବି ସାହାଯ୍ୟରେ ପରିଷ୍କାର କରାଯାଇଛି। ଫଳରେ ଦୀର୍ଘ ଦିନ ଧରି ଜମା ହୋଇଥିବା ବର୍ଷା ପାଇଁ ନିଷ୍କାସିତ ହୋଇଛି। ଗାଁ ଲୋକଙ୍କ କହିବାନୁସାରେ, ଏହି ଦଣ୍ଡା ପୋଲ ଦେଇ…

Continue Readingପ୍ରଶାସନର ହସ୍ତକ୍ଷେପ ପରେ ସଫା ହେଲା ଦଣ୍ଡା ପୋଲ, ଦୂର ହେଲା ବର୍ଷା ଜଳ ନିଷ୍କାସନ ସମସ୍ୟା

ପ୍ରଶାସନ ପକ୍ଷରୁ ଜବରଦଖଲ ଉଚ୍ଛେଦ: ବୁଲଡୋଜର ଲଗାଇ ଭଙ୍ଗାଗଲା ଛାତ ଓ ସେଡ୍

ତାଳଚେର : ତାଳଚେର-ବଅଁରପାଳ ୧୪୯ ନଂ ଜାତୀୟ ରାଜପଥ ମଧ୍ୟରେ ବହ୍ଲର ଛକ ଠାରୁ ଚାଇଁପାଳ ପର୍ଯ୍ୟନ୍ତ ଥିବା ଜବରଦଖଲକୁ ଆଜି ପ୍ରଶାସନ ପକ୍ଷରୁ ଉଚ୍ଛେଦ କରାଯାଇଛି। ଏହି ଜବରଦଖଲ ଉଚ୍ଛେଦ ପାଇଁ ବାରମ୍ବାର ଅଭିଯୋଗ ହେବା ପରେ ଆଜି ଉପଜିଲ୍ଳାପାଳ…

Continue Readingପ୍ରଶାସନ ପକ୍ଷରୁ ଜବରଦଖଲ ଉଚ୍ଛେଦ: ବୁଲଡୋଜର ଲଗାଇ ଭଙ୍ଗାଗଲା ଛାତ ଓ ସେଡ୍

ଗଣେଶ ପୂଜା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ, ଭକ୍ତଙ୍କ ସୁରକ୍ଷାକୁ ଗୁରୁତ୍ୱ

ତାଳଚେର: ତାଳଚେରର ପୁରୁଣା ଐତିହ୍ୟ ତଥା ଗଣପର୍ବ ବିଘ୍ନରାଜଙ୍କ ପୂଜା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଦୀର୍ଘ ଦୁଇବର୍ଷ ହେବ କରୋନା ଯୋଗୁ ଫିକା ପଡ଼ିଥିବା ପ୍ରଭୁ ଗଣେଶଙ୍କ ପୂଜାକୁ ଧୁମ୍ ଧାମରେ ପାଳନ କରିବାକୁ ନେଇ ଶୁକ୍ରବାର ଏକ…

Continue Readingଗଣେଶ ପୂଜା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ, ଭକ୍ତଙ୍କ ସୁରକ୍ଷାକୁ ଗୁରୁତ୍ୱ

ଚାକିରି ଦେବ କହି ଜମି ନେଇଗଲା ନାଲକୋ, ଦୁଇ ଝିଅଙ୍କୁ ଧରି ରେଳରୋକ କଲେ ବିଧବା ମହିଳା

ଅନୁଗୁଳ: ସ୍ଥାନୀୟ ବଅଁରପାଳ ବ୍ଲକ ତେଣ୍ଟୋଲୋଇ ଠାରେ ଆଜି ନାଲକୋ କ୍ଷତିଗ୍ରସ୍ତ ପ୍ରଜା ବିଳାସ ନାଏକ ଦୁଇ ଝିଅଙ୍କୁ ନେଇ ନାଲକୋ ରେଳରୋକ କରିଛନ୍ତି। ସୂଚନା ମୁତାବକ, ବିଳାସ ନାଏକଙ୍କ ସ୍ବାମୀ ବଳରାମ ନାଏକଙ୍କ ମୃତ୍ୟୁ ପରେ ସେ ମୂଲ ଲାଗି…

Continue Readingଚାକିରି ଦେବ କହି ଜମି ନେଇଗଲା ନାଲକୋ, ଦୁଇ ଝିଅଙ୍କୁ ଧରି ରେଳରୋକ କଲେ ବିଧବା ମହିଳା

ରାଷ୍ଟ୍ରପତି ପଦରେ ଅଧିଷ୍ଠିତ ହେଲେ ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ, ଅନୁଗୁଳରେ ବିଜୟ ଉତ୍ସବ ପାଳିଲା ବିଜେପି

ଅନୁଗୁଳ : ଦେଶର ସର୍ବୋଚ୍ଚ ପଦବୀରେ ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ ଅଧିଷ୍ଠିତ ହୋଇଥିବାରୁ ଗୁରୁବାର ବିଜେପି ଅନୁଗୁଳ ବିଧାନସଭା ନିର୍ବାଚନମଣ୍ଡଳୀ ତରଫରୁ ରାଜା ଛକ ଠାରେ ବିଜୟ ଉତ୍ସବ ପାଳିତ ହୋଇଛି। ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ରାଜ୍ୟ…

Continue Readingରାଷ୍ଟ୍ରପତି ପଦରେ ଅଧିଷ୍ଠିତ ହେଲେ ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ, ଅନୁଗୁଳରେ ବିଜୟ ଉତ୍ସବ ପାଳିଲା ବିଜେପି

ତାଳଚେର ମେଡିକାଲ୍ କଲେଜକୁ କାର୍ଯ୍ୟକ୍ଷମ ନ କଲେ ଆସନ୍ତା ୪ ରେ ପାଳିତ ହେବ କଳା ଦିବସ: କ୍ରିୟାନୁଷ୍ଠାନ କମିଟି

ତାଳଚେର: ମେଡିକାଲ୍ କଲେଜକୁ ସରକାର ଶୀଘ୍ର କାର୍ଯ୍ୟକ୍ଷମ କରିବା ଦାବିରେ ତାଳଚେର ସରକାରୀ ମେଡିକାଲ୍ କଲେଜ୍ କ୍ରିୟାନୁଷ୍ଠାନ କମିଟିର ଏକ ବୈଠକ ବୁଧବାର ସ୍ଥାନୀୟ ଚିତ୍ରକୂଟ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଛି। ମେଡିକାଲ କଲେଜ ଅତିଶୀଘ୍ର କାର୍ଯ୍ୟକ୍ଷମ ନ ହେଲେ କମିଟି…

Continue Readingତାଳଚେର ମେଡିକାଲ୍ କଲେଜକୁ କାର୍ଯ୍ୟକ୍ଷମ ନ କଲେ ଆସନ୍ତା ୪ ରେ ପାଳିତ ହେବ କଳା ଦିବସ: କ୍ରିୟାନୁଷ୍ଠାନ କମିଟି

ଗଣେଶ ପୂଜା କମିଟିର ନୂତନ ସଦସ୍ୟ ଚୟନ, ଚଳିତବର୍ଷ ଆଉ ୫ଟି ନୂଆ ମେଢ଼ କରିବାକୁ ନିଷ୍ପତ୍ତି

ଅନୁଗୁଳ: ସ୍ଥାନୀୟ କେନ୍ଦ୍ରୀୟ ଗଣେଶ ପୂଜା କମିଟି ପକ୍ଷରୁ ଦ୍ଵିତୀୟ ସାଧାରଣ ପରିଚାଳନା କମିଟି ବୈଠକ ବୁଧବାର ଅନୁଷ୍ଠିତ ହୋଇଛି। ବୈଠକରେ ନୂତନ ସଦସ୍ୟ ଚୟନ କରାଯାଇଥିଲା। ସଭାପତି ଭାବେ ରଶ୍ମିରଞ୍ଜନ ସାହୁ, ସେକ୍ରେଟାରୀ ଭାବେ ଶିବାନୀ ଶଙ୍କର ଗୌଡ଼, ଉପସଭାପତି…

Continue Readingଗଣେଶ ପୂଜା କମିଟିର ନୂତନ ସଦସ୍ୟ ଚୟନ, ଚଳିତବର୍ଷ ଆଉ ୫ଟି ନୂଆ ମେଢ଼ କରିବାକୁ ନିଷ୍ପତ୍ତି

ଏନ୍‌ଟିପିସି ପ୍ଲାଣ୍ଟରେ ପୁନଃ ନିଯୁକ୍ତି ପାଇଁ ଗ୍ରାମବାସୀଙ୍କ ଦାବି

ଅନୁଗୁଳ: ଏନ୍‌ଟିପିସିର ବିଭିନ୍ନ ଠିକା ସଂସ୍ଥା ବା ଠିକାଦାରଙ୍କ ପାଖରେ କାର୍ଯ୍ୟ‌ କରୁଥିବା ୫୩ ଜଣ ଶ୍ରମିକ ଛଟେଇ ହେବା ପରେ ପୁନଃ ନିଯୁକ୍ତି ପାଇଁ ବୁଧବାର ଜିଲ୍ଲାପାଳଙ୍କୁ ଏକ ଦାବି ପତ୍ର ଦେଇଛନ୍ତି। ସେମାନେ ଅଭିଯୋଗ କରିଛନ୍ତି କି ଶ୍ରମିକ…

Continue Readingଏନ୍‌ଟିପିସି ପ୍ଲାଣ୍ଟରେ ପୁନଃ ନିଯୁକ୍ତି ପାଇଁ ଗ୍ରାମବାସୀଙ୍କ ଦାବି

ସାବାଡ ହେବେ ବୁଲା କୁକୁର: ଖୋଲିବ ଶ୍ୱାନାଳୟ

ଅନୁଗୁଳ: ଅନୁଗୁଳ ପୌରପାଳିକା ମଧ୍ୟରେ ଏବେ ପ୍ରାୟ ୫ ଶହ ବୁଲା କୁକୁର ସହର ବାସୀଙ୍କ ମୁଣ୍ଡବ୍ୟଥାର କାରଣ ହୋଇଥିବାବେଳେ ଏବେ ଏହାର ଅନ୍ତ ଘଟିବାର ସମ୍ଭାବନା ଦେଖାଦେଇଛି। ବହୁ ବର୍ଷର ଦାବି ପରେ ସହର ଭିତରେ ଏକ ଶ୍ୱାନାଳୟ ବା…

Continue Readingସାବାଡ ହେବେ ବୁଲା କୁକୁର: ଖୋଲିବ ଶ୍ୱାନାଳୟ

ଅନୁଗୁଳରେ ଖୋଲିଲା ଇଗ୍ନୌର ଆଞ୍ଚଳିକ କେନ୍ଦ୍ର

ଅନୁଗୁଳ: ଅନୁଗୁଳ ଶିମିଳିପଡ଼ା ଛକ ନିକଟରେ ଇନ୍ଦିରା ଗାନ୍ଧୀ ଓପନ ୟୁନିଭରସିଟିର ଆଞ୍ଚଳିକ କେନ୍ଦ୍ର ଖୋଲିଛି। ଯେଉଁମାନେ ବିଭିନ୍ନ ସାର୍ଟିଫିକେଟ କୋର୍ସ, ବ୍ୟଚେଲାର ଡିଗ୍ରୀ, ଡିପ୍ଲୋମା କୋର୍ସ କରିବାକୁ ଚାହୁଁଛନ୍ତି ତଥା ଡିଷ୍ଟାନ୍ସ କୋର୍ସ କରିବାକୁ ଚାହୁଁଛନ୍ତି ସେମାନେ ଏହି ସେଣ୍ଟରର…

Continue Readingଅନୁଗୁଳରେ ଖୋଲିଲା ଇଗ୍ନୌର ଆଞ୍ଚଳିକ କେନ୍ଦ୍ର