କବି ରାଧାମୋହନ ଗଡନାୟକଙ୍କୁ ଶ୍ରଦ୍ଧାଞ୍ଜଳି

ଅନୁଗୁଳ: ପ୍ରଖ୍ୟାତ ଓଡ଼ିଆ କବି ପଦ୍ମଶ୍ରୀ ରାଧାମୋହନ ଗଡନାୟକଙ୍କ ଜୟନ୍ତୀ ଅବସରରେ ଗୁରୁବାର ଜିଲ୍ଲା ସାହିତ୍ୟ ସଂସଦ ଓ ରାଧାମୋହନ ସ୍ମୃତି କମିଟି ପକ୍ଷରୁ ଭାବପୂର୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ଏ ଅବସରରେ ଅନୁଗୁଳ ମହାବିଦ୍ୟାଳୟ ସମ୍ମୁଖରେ ଥିବା ତାଙ୍କ ପ୍ରତିମୂର୍ତ୍ତିରେ…

Continue Readingକବି ରାଧାମୋହନ ଗଡନାୟକଙ୍କୁ ଶ୍ରଦ୍ଧାଞ୍ଜଳି

ହେମସୁରପଡ଼ା ଦୁର୍ଗାପୂଜା କମିଟିର ନୂତନ କର୍ମକର୍ତ୍ତା

ଅନୁଗୁଳ: ହେମସୁରପଡ଼ା ଦୁର୍ଗା ମଣ୍ଡପଠାରେ ଦୁର୍ଗାପୂଜା ପଞ୍ଚାୟତ କମିଟିର ଚଳିତ ବର୍ଷ ପୂଜା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଗତବର୍ଷର ଆୟବ୍ୟୟର ହିସାବ ସାଙ୍ଗକୁ ଚଳିତ ବର୍ଷ ପାଇଁ ନୂତନ କର୍ମକର୍ତ୍ତା ଚୟନ କରାଯାଇଛି। ସତ୍ୟାନନ୍ଦ ଦଳବେହେରା…

Continue Readingହେମସୁରପଡ଼ା ଦୁର୍ଗାପୂଜା କମିଟିର ନୂତନ କର୍ମକର୍ତ୍ତା

ମୃତ ସ୍ୱାମୀଙ୍କୁ ନ୍ୟାୟ ଦେବା ଆଶାରେ ଏସପିଙ୍କ କାର୍ଯ୍ୟାଳୟର ଦ୍ୱାରସ୍ଥ ହେଲେ ବିଧବା ପତ୍ନୀ

ଅନୁଗୁଳ: ମୃତ ସ୍ୱାମୀଙ୍କୁ ନ୍ୟାୟ ଦେବା ଆଶାରେ ଆଜି ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ଦ୍ୱାରସ୍ଥ ହୋଇଛନ୍ତି ସ୍ଥାନୀୟ କୁରୁଡ଼ୋଲ ପଞ୍ଚାୟତ ଘୁଞ୍ଚାପାଳ ଗାଁର ଝରଣା ନାଏକ। ଝରଣାଙ୍କ ଅଭିଯୋଗ ଅନୁଯାୟୀ, ତାଙ୍କ ସ୍ଵାମୀ ସୁଧୀର ନାଏକ ଗତ ୦୮.୦୭.୨୦୨୧ ରେ…

Continue Readingମୃତ ସ୍ୱାମୀଙ୍କୁ ନ୍ୟାୟ ଦେବା ଆଶାରେ ଏସପିଙ୍କ କାର୍ଯ୍ୟାଳୟର ଦ୍ୱାରସ୍ଥ ହେଲେ ବିଧବା ପତ୍ନୀ

ଦୀନ ଦୟାଲ ଉପାଧ୍ୟାୟ କୌଶଳ ଯୋଜନାର କର୍ମଶାଳା

ଅନୁଗୁଳ: ଅନୁଗୁଳ ଜିଲ୍ଲା ଗ୍ରାମାଞ୍ଚଳର ଯୁବକ ଯୁବତୀମାନଙ୍କ ପାଇଁ ଦୀନ ଦୟାଲ ଉପାଧ୍ୟାୟ କୌଶଳ ଯୋଜନାରେ ମଲଟି ଷ୍ଟେଜ ହୋଲଡର୍ସ ଦିନିକିଆ କର୍ମଶାଳା ବୁଧବାର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଦିନିକିଆ କର୍ମଶାଳାରେ ଓରମାସର…

Continue Readingଦୀନ ଦୟାଲ ଉପାଧ୍ୟାୟ କୌଶଳ ଯୋଜନାର କର୍ମଶାଳା

ତାଳଚେର ସମେତ ଅନ୍ୟ ଆଭ୍ୟନ୍ତରୀଣ ଅଞ୍ଚଳକୁ ଓଏସ୍‌ଆରଟିସି ବସ ଚଲାଇବାକୁ ଜିଲ୍ଲାପାଳଙ୍କୁ ଦାବି

ତାଳଚେର: ଅନୁଗୁଳକୁ ଆସୁଥିବା ସରକାରୀ ଓଏସ୍‌ଆରଟିସି ବସ୍ ଗୁଡିକୁ ତାଳଚେର ବସ ଷ୍ଟାଣ୍ଡ ଓ ଆଭ୍ୟନ୍ତରୀଣ ଅଞ୍ଚଳକୁ ଚଲାଇବାକୁ ଆଜି ଜନ ବିକାଶ କଲ୍ୟାଣ ସଂଘ ପକ୍ଷରୁ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁଙ୍କୁ ଦାବି କରାଯାଇଛି। ଦାବି ପତ୍ରରେ କୁହାଯାଇଛି ଯେ…

Continue Readingତାଳଚେର ସମେତ ଅନ୍ୟ ଆଭ୍ୟନ୍ତରୀଣ ଅଞ୍ଚଳକୁ ଓଏସ୍‌ଆରଟିସି ବସ ଚଲାଇବାକୁ ଜିଲ୍ଲାପାଳଙ୍କୁ ଦାବି

ବର୍ଷା ଜଳ ଜମିଥିବା ନେଇ ଖବର ପାଇ ଅବିଳମ୍ବେ ପହଞ୍ଚିଲେ ସରପଞ୍ଚ, ନିଜେ ଠିଆ ହୋଇ କରାଇଲେ ଡ୍ରେନେଜ୍ କାମ

ଅନୁଗୁଳ: ସ୍ଥାନୀୟ ବଅଁରପାଳ ବ୍ଲକ ତୁରଙ୍ଗ ପଞ୍ଚାୟତର ୧୨ ନମ୍ବର ୱାର୍ଡରେ ବର୍ଷା ପାଣି ଜମିବା ସହ ଘର ଭିତରେ ବି ପଶିଥିଲା। ଫଳରେ ସ୍ଥାନୀୟ ଲୋକ ହନ୍ତସନ୍ତ ହୋଇ ସ୍ଥାନୀୟ ସରପଞ୍ଚ ସମରେନ୍ଦ୍ର ଦେହୁରୀଙ୍କୁ ଅଭିଯୋଗ କରିଥିଲେ। ଖବର ପାଇ…

Continue Readingବର୍ଷା ଜଳ ଜମିଥିବା ନେଇ ଖବର ପାଇ ଅବିଳମ୍ବେ ପହଞ୍ଚିଲେ ସରପଞ୍ଚ, ନିଜେ ଠିଆ ହୋଇ କରାଇଲେ ଡ୍ରେନେଜ୍ କାମ

ଓକିଲ ସଂଘ ପକ୍ଷରୁ ୧୨ ଘଣ୍ଟିଆ ପାଳଲହଡ଼ା ବନ୍ଦ

ଅନୁଗୁଳ: ଆଜି ଓକିଲ ସଂଘ ପକ୍ଷରୁ ୧୨ଘଣ୍ଟିଆ ପାଳଲହଡ଼ା ବନ୍ଦ କରାଯାଇଛି। ପାଳଲହଡା ଠାରେ ଦେୱାନୀ ଅଦାଲତ ପ୍ରତିଷ୍ଠା ଏବଂ ପୁରାତନ ଜେଲକୁ ସ୍ଥାନାନ୍ତରଣ ପ୍ରତିବାଦରେ ଆଜି ଯାତାୟାତ ଠପ୍ ହୋଇଛି। ଫଳରେ ପାଳଲହଡା ଦେଇ ଯାଇଥିବା ୪୯ ଓ ୧୪୯…

Continue Readingଓକିଲ ସଂଘ ପକ୍ଷରୁ ୧୨ ଘଣ୍ଟିଆ ପାଳଲହଡ଼ା ବନ୍ଦ

ଲିଟିଲ ହାର୍ଟସରେ ନନ୍ଦ ଉତ୍ସବ ଆୟୋଜିତ

ଅନୁଗୁଳ: ଲିଟିଲ ହାର୍ଟସ ଟଡ଼ଲର୍ସ ଏକାଡେମୀ ସିମିଳିପଡା ଠାରେ ନନ୍ଦ ଉତ୍ସବ ଆୟୋଜିତ ହୋଇଯାଇଛି। ଏ ଅବସରରେ ସ୍କୁଲ ର ଛାତ୍ର ଛାତ୍ରୀ ମାନେ କୃଷ୍ଣ, ସୁଦାମା, ରାଧା, ନନ୍ଦ ଯଶୋଦା ଆଦି ବେଶରେ ଆସି କୃଷ୍ଣ ଲୀଳା ଅଭିନୟ କରିଥିଲେ।ସ୍କୁଲ…

Continue Readingଲିଟିଲ ହାର୍ଟସରେ ନନ୍ଦ ଉତ୍ସବ ଆୟୋଜିତ

ଚତୁର୍ଥ ଥର ପାଇଁ ଜିଲ୍ଲା ଛାତ୍ର ବିଜେଡି ସଭାପତି ହେଲେ ରାଜୀବ ଲୋଚନ ଦାସ

ଅନୁଗୁଳ: ଚତୁର୍ଥ ଥର ପାଇଁ ଅନୁଗୁଳ ଜିଲ୍ଲା ଛାତ୍ର ବିଜେଡି ସଭାପତି ଭାବେ ମନୋନୀତ ହେଲେ ରାଜୀବ ଲୋଚନ ଦାସ। ଏ ଅବସରରେ ସେ ବିଜେଡି ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେବା ସହ ବିଜୁ ଛାତ୍ର…

Continue Readingଚତୁର୍ଥ ଥର ପାଇଁ ଜିଲ୍ଲା ଛାତ୍ର ବିଜେଡି ସଭାପତି ହେଲେ ରାଜୀବ ଲୋଚନ ଦାସ

୨୦ ରୁ ଊର୍ଦ୍ଧ୍ଵ ଜଳଖିଆ ଦୋକାନରେ ଚଢ଼ଉ କରି ଖାଦ୍ୟର ମାନ ଯାଞ୍ଚ କଲେ ଅଧିକାରୀ

ଅନୁଗୁଳ: ସହରର ବିଭିନ୍ନ ସ୍ଥାନରେ ଥିବା ଜଳଖିଆ ଓ ମିଠା ଦୋକାନରେ ଆଜି ପ୍ରଶାସନ ପକ୍ଷରୁ ଚଢ଼ଉ କରାଯାଇଛି। ସୋମବାର ସକାଳୁ ବସ ଷ୍ଟାଣ୍ଡ, କାଞ୍ଚନ ବଜାର, ହନୁମାନ ବଜାର ଆଦି ସ୍ଥାନରେ ଥିବା ୨୦ ରୁ ଅଧିକ ଦୋକାନରେ ଫୁଡ୍…

Continue Reading୨୦ ରୁ ଊର୍ଦ୍ଧ୍ଵ ଜଳଖିଆ ଦୋକାନରେ ଚଢ଼ଉ କରି ଖାଦ୍ୟର ମାନ ଯାଞ୍ଚ କଲେ ଅଧିକାରୀ