ଡ୍ରାଇଭର ମହାସଂଘର ବୈଠକ

ଅନୁଗୁଳ: ଅନୁଗୁଳ ବ୍ଲକର ୩୪ଟି ପଞ୍ଚାୟତ ସମେତ ଅନୁଗୁଳ ବିଜ୍ଞାପିତ ଅଞ୍ଚଳ ପରିଷଦର ଡ୍ରାଇଭରଙ୍କୁ ନେଇ ଏକ ସାଧାରଣ ବୈଠକ ଚଣ୍ଡିଖମଣ ମନ୍ଦିରରେ ଅନୁଷ୍ଠିତ ହୋଇଛି। ବୈଠକରେ ଡ୍ରାଇଭର ମହାସଂଘ ତରଫରୁ ରାଜ୍ୟ ସରକାରଙ୍କୁ ଯେଉଁ ଦାବିଗୁଡିକ ଦିଆଯାଇଥିଲା, ସେ ବିଷୟରେ…

Continue Readingଡ୍ରାଇଭର ମହାସଂଘର ବୈଠକ

ସମିତିସଭ୍ୟ ନିର୍ବାଚନରେ ବିଜେଡିର ଜସ୍ମିତାଙ୍କ ବାଜିମାତ୍, ୯୯୯ ଖଣ୍ଡ ଭୋଟରେ ପ୍ରତିଦ୍ବନ୍ଦ୍ୱୀଙ୍କୁ ଚଟାଇଲେ ଧୂଳି

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ସାନକେରଜାଙ୍ଗ ପଞ୍ଚାୟତରେ ସମିତିସଭ୍ୟ ନିର୍ବାଚନରେ ବିଜେଡି ସମର୍ଥିତ ପ୍ରାର୍ଥୀନୀ ଜସ୍ମିତା ପ୍ରଧାନ ବିଜୟୀ ହୋଇଛନ୍ତି। ସେ ପ୍ରତିପକ୍ଷ ପ୍ରତିଦ୍ବନ୍ଦ୍ୱୀ ରୀନା ପ୍ରଧାନଙ୍କୁ ୯୯୯ ଖଣ୍ଡ ଭୋଟରେ ଧୂଳି ଚଟାଇଛନ୍ତି। ସୂଚନାଯୋଗ୍ୟ ଯେ ଗତ ତ୍ରିସ୍ତରୀୟ…

Continue Readingସମିତିସଭ୍ୟ ନିର୍ବାଚନରେ ବିଜେଡିର ଜସ୍ମିତାଙ୍କ ବାଜିମାତ୍, ୯୯୯ ଖଣ୍ଡ ଭୋଟରେ ପ୍ରତିଦ୍ବନ୍ଦ୍ୱୀଙ୍କୁ ଚଟାଇଲେ ଧୂଳି

ରଜ ରୂପସୀର ଶୁଭ ମହୁରତ: ଭାଗ ନେଇପାରିବେ ୬ରୁ ୨୮ ବର୍ଷର ଯୁବତୀ, ମିଳିବ ଫିଲ୍ମରେ କାମ କରିବା ସୁଯୋଗ

ଅନୁଗୁଳ: ଆଜି ସ୍ଥାନୀୟ ହୋଟେଲ ସୌରଭ ରେସିଡେନ୍ସିରେ ଅର୍‌ଏନ୍‌ପି ସିନେ ପ୍ରଡକ୍ସନ ଆନୁକୂଲ୍ୟରେ ରଜ ରୂପସୀ ୨୦୨୨ର ଶୁଭ ମହୁରତ ଆୟୋଜିତ ହୋଇଛି। ଜିଲ୍ଲାରେ ଲୁଚି ରହିଥିବା କଳାକାରଙ୍କ ପ୍ରତିଭାକୁ ସର୍ବସାଧାରଣ ରେ ପରିପ୍ରକାଶ କରିବା ପାଇଁ ଆର୍‌ଏନ୍‌ପି ସିନେ ପ୍ରଡକ୍ସନର…

Continue Readingରଜ ରୂପସୀର ଶୁଭ ମହୁରତ: ଭାଗ ନେଇପାରିବେ ୬ରୁ ୨୮ ବର୍ଷର ଯୁବତୀ, ମିଳିବ ଫିଲ୍ମରେ କାମ କରିବା ସୁଯୋଗ

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଶା କର୍ମୀଙ୍କୁ ତାଲା ପକାଇଲେ ଡାକ୍ତର, ସିଡିଏମଓଙ୍କୁ ଗୁହାରୀ କଲେ ମହିଳା

ଅନୁଗୁଳ: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଶା କର୍ମୀଙ୍କୁ ଦୁର୍ବ୍ୟବହାର। କେହି ବାହାର ଲୋକ ନୁହେଁ ବରଂ ଖୋଦ୍ ଡାକ୍ତରଙ୍କ ନାଁ ରେ ଆସିଛି ଏଭଳି ସାଂଘାତିକ ଅଭିଯୋଗ। ରୋଗୀକୁ ଚିକିତ୍ସା ପାଇଁ ହସ୍ପିଟାଲକୁ ଆଣିଥିବା ଜଣେ ଆଶା କର୍ମୀଙ୍କୁ ରୁମରେ ତାଲା…

Continue Readingଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଶା କର୍ମୀଙ୍କୁ ତାଲା ପକାଇଲେ ଡାକ୍ତର, ସିଡିଏମଓଙ୍କୁ ଗୁହାରୀ କଲେ ମହିଳା

ମୋଦୀ ସରକାରଙ୍କ ୮ ବର୍ଷ ପୂର୍ତ୍ତି ପାଳନ ପାଇଁ ବିଜେପି ମହିଳା ମୋର୍ଚ୍ଚାର ବୈଠକ

ଅନୁଗୁଳ: ମୋଦୀ ସରକାରଙ୍କ ୮ ବର୍ଷ ପୂର୍ତ୍ତି ପାଳନ ପାଇଁ ଅନୁଗୁଳ ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚାର ବୈଠକ ଜିଲ୍ଲା କାର୍ଯ୍ୟାଳୟରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସଭାନେତ୍ରୀ ବସନ୍ତ ମଞ୍ଜରୀ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ମୋଦୀ ସରକାରଙ୍କର…

Continue Readingମୋଦୀ ସରକାରଙ୍କ ୮ ବର୍ଷ ପୂର୍ତ୍ତି ପାଳନ ପାଇଁ ବିଜେପି ମହିଳା ମୋର୍ଚ୍ଚାର ବୈଠକ

ସହିଦ ଦେବାଶିଷ ସେଠୀଙ୍କ ପ୍ରତିମୂର୍ତି ଉନ୍ମୋଚିତ

ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ଠାରେ ଗୁରୁବାର ସହିଦ ଦେବାଶିଷ ସେଠୀଙ୍କ ପ୍ରତି ମୂର୍ତି ଉନ୍ମୋଚିତ କରିଛନ୍ତି ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଏବଂ ଏସ୍‌ପି ଜଗମୋହନ ମୀନା । ଏ ଅବସରରେ ସ୍ଥାନୀୟ ଲୋକ ପ୍ରତିନିଧି ଏବଂ ସ୍ଥାନୀୟ ବାସିନ୍ଦା…

Continue Readingସହିଦ ଦେବାଶିଷ ସେଠୀଙ୍କ ପ୍ରତିମୂର୍ତି ଉନ୍ମୋଚିତ

ଅନୁଗୁଳ ପୌରପାଳିକାରୁ ବିଦା ହେଲେ ୩ କର୍ମଚାରୀ

ଅନୁଗୁଳ: ଅନୁଗୁଳ ଜିଲ୍ଲାପାଳ ତଥା ଡୁଡାର ଅଧ୍ୟକ୍ଷ ସିଦ୍ଧର୍ଥ ଶଙ୍କର ସ୍ୱାଇଁ ଜିଲ୍ଲାର ବିଭିନ୍ନ ଅର୍ବାନ ଲୋକାଲ ବଡିର କର୍ମଚାରୀ ମାନଙ୍କୁ ବଦଳି କରିଛନ୍ତି। ଜିଲ୍ଲାର ମୋଟ ଆଠ ଜଣଙ୍କୁ ସେମାନଙ୍କ ସିଟରୁ ସ୍ଥାନାନ୍ତର କରାଯାଇଛି।ଅନୁଗୁଳ ପୌରପାଳିକାର ସିଓ ପ୍ରୀତିନନ୍ଦା ପ୍ରଧାନଙ୍କୁ…

Continue Readingଅନୁଗୁଳ ପୌରପାଳିକାରୁ ବିଦା ହେଲେ ୩ କର୍ମଚାରୀ

ଅନୁଗୁଳରେ ୭ ସନ୍ଦିଗ୍ଧ ଏଚ୍‌ଏଫ୍‌ଏମ୍ ରୋଗୀ

ଅନୁଗୁଳ:ଭୁବନେଶ୍ୱରରେ ପିଲାମାନଙ୍କୁ ହେଉଥିବା ଏଚ୍‌ଏଫ୍‌ଏମ୍ ରୋଗ ଦେଖାଯିବା ପରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସବୁ ଜିଲ୍ଲାକୁ ଏଥିନେଇ ଆଲର୍ଟ କରିଥିଲା। ଏହି କ୍ରମରେ ଜିଲ୍ଲା ସମନ୍ବିତ ରୋଗ ସତର୍କତା ବିଭାଗ ପକ୍ଷରୁ ଅନୁଗୁଳର ସାତ ଜଣ ସନ୍ଦିଗ୍ଧ ରୋଗୀଙ୍କ ସ୍ୱାବ ଭୁବନେଶ୍ୱର…

Continue Readingଅନୁଗୁଳରେ ୭ ସନ୍ଦିଗ୍ଧ ଏଚ୍‌ଏଫ୍‌ଏମ୍ ରୋଗୀ

‘ସେ ବ୍ରାହ୍ମଣ ଆଉ ମୁଁ ଗୁଡ଼ିଆ, ଏଇଟା ବୋଧେ ଆମ ପ୍ରେମରେ ସାଜୁଛି ଅଡ଼ୁଆ… ‘; ରଚନାରେ ପ୍ରେମିକା କଥା ଲେଖି ଚର୍ଚ୍ଚାରେ ମାଟ୍ରିକ ପରୀକ୍ଷାର୍ଥୀ

ଅନୁଗୁଳ: ରଚନା ଲେଖି ଚର୍ଚ୍ଚାରେ ଛାତ୍ର। ଜଣେ ମାଟ୍ରିକ ପରୀକ୍ଷାର୍ଥୀ ଇଂରାଜୀରେ ଏମିତି ରଚନା ଲେଖିଲେ ଯେ ରାତାରାତି ହୋଇଗଲେ ଭାଇରାଲ। ଆଉ ତାଙ୍କ ଲେଖାର ଚର୍ଚ୍ଚା ଏବେ ଚାରିଆଡ଼େ ହେଉଛି। ସୂଚନା ମୁତାବକ, ମାଟ୍ରିକ ପରୀକ୍ଷାରେ ଇଂରାଜୀରେ ରଚନା ପଡ଼ିଥିଲା…

Continue Reading‘ସେ ବ୍ରାହ୍ମଣ ଆଉ ମୁଁ ଗୁଡ଼ିଆ, ଏଇଟା ବୋଧେ ଆମ ପ୍ରେମରେ ସାଜୁଛି ଅଡ଼ୁଆ… ‘; ରଚନାରେ ପ୍ରେମିକା କଥା ଲେଖି ଚର୍ଚ୍ଚାରେ ମାଟ୍ରିକ ପରୀକ୍ଷାର୍ଥୀ

ଅନୁଗୁଳ ଗସ୍ତରେ ରାଜ୍ୟ ବିଜେପି ଉପସଭାନେତ୍ରୀ ପ୍ରଭାତୀ ପରିଡ଼ା: ମୋଦିଙ୍କ ଯୋଜନାକୁ ସବୁ ଘରେ ପହଞ୍ଚାଇବା ଉପରେ ଗୁରୁତ୍ୱ

ଅନୁଗୁଳ: ବିଜେପିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ସ୍ଥାନୀୟ ଜିଲ୍ଲା କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଛି। ବିଜେପି ଜିଲ୍ଲା ସଭାପତି ଡିଲେଶ୍ଵର ପ୍ରଧାନଙ୍କ ଅଧ୍ୟକ୍ଷତା ଆୟୋଜିତ ଏହି ବୈଠକରେ ରାଜ୍ୟ ବିଜେପି ଉପସଭାନେତ୍ରୀ ପ୍ରଭାତୀ ପରିଡା ଯୋଗ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ…

Continue Readingଅନୁଗୁଳ ଗସ୍ତରେ ରାଜ୍ୟ ବିଜେପି ଉପସଭାନେତ୍ରୀ ପ୍ରଭାତୀ ପରିଡ଼ା: ମୋଦିଙ୍କ ଯୋଜନାକୁ ସବୁ ଘରେ ପହଞ୍ଚାଇବା ଉପରେ ଗୁରୁତ୍ୱ