କରୋନା ବଢୁଛି, ଆରକେଏସ୍ ଅଫିସ ସାମୟିକ ସିଲ୍
ଅନୁଗୁଳ: ଅନୁଗୁଳ ଜିଲ୍ଲାରେ କରୋନା ତାର କାୟା ବିସ୍ତାର କରିଚାଲିଛି।ସରକାର କୋଭିଡ୍ ହସ୍ପିଟାଲ,କେୟାର ସେଣ୍ଟର୍ ସଜଡ଼ିବାରେ ବ୍ୟସ୍ତ, ଜାରି ହେଲାଣି ହୋମ ଆଇସୋଲେସନ୍ ଗାଇଡଲାଇନ କିନ୍ତୁ ଲୋକେ ମାନୁ ନାହାନ୍ତି। ଅନୁଗୁଳ ରେ ସବୁଠାରୁ ଘାତକ ସାଜିଛନ୍ତି ଉଠା ଦୋକାନୀ ।ଲୋକଙ୍କୁ…
