କିଶୋରନଗର କଲେଜରେ ଏସ୍ଏସ୍ଏସ୍ ଶିବିର
ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ସ୍ନାତକ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା (ଏନ୍ଏସ୍ଏସ୍) ଆନୁକୂଲ୍ୟରେ ପୂଜାକାଳୀନ ସ୍ବତନ୍ତ୍ର ସେବା ଶିବିର ଶନିବାର ଉଦ୍ଯାପିତ ହୋଇଯାଇଛି। ଏନ୍ଏସ୍ଏସ୍ ଅଧିକାରୀ ଅଧ୍ୟାପକ ଜୟକୃଷ୍ଣ ପ୍ରଧାନଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉଦ୍ଯାପନୀ ସମାରୋହରେ ପ୍ରାଧ୍ୟାପିକା ସ୍ମିତାରାଣୀ ମହାପାତ୍ର…
