ପ୍ରଭାତ ତ୍ରିପାଠୀଙ୍କୁ ଅନୁଗୁଳ ଥାନା ଦାୟିତ୍ବ
ଅନୁଗୁଳ: ଅନୁଗୁଳ ପୁଲିସ୍ରେ ଶନିବାର ଇନ୍ସପେକ୍ଟର ସ୍ତରରେ ଏକ ଛୋଟ ଧରଣର ଅଦଳବଦଳ ହୋଇଛି। ସଦର ଥାନା ଅଧିକାରୀ ପ୍ରଭାତ କୁମାର ତ୍ରିପାଠୀଙ୍କୁ ଅନୁଗୁଳ ଟାଉନ୍ ଥାନାର ଦାୟିତ୍ବ ମିଳିଛି। ସେହିପରି ତାଳଚେର ଥାନା ଅଧିକାରୀ ସତ୍ୟବ୍ରତ ରାଉତଙ୍କୁ ସଦର ଥାନାରେ…
