ଭଗବଦ୍ ଗୀତା କାର୍ଯ୍ୟକ୍ରମ
ଅନୁଗୁଳ : କର୍ମମୟ ଜୀବନରେ ସକାରାତ୍ମକ ପରିବର୍ତ୍ତନ ପାଇଁ ଇସ୍କନ ଅନୁଗୁଳ ଦ୍ବାରା ବିଭିନ୍ନ ବ୍ୟବସାୟିକ ଅନୁଷ୍ଠାନ, ବ୍ୟାଙ୍କ୍ ଓ କାର୍ଯ୍ୟାଳୟର କର୍ମଚାରୀମାନଙ୍କ ଉଦ୍ଦେଶ୍ୟରେ ନୂତନ ପ୍ରଚେଷ୍ଟା ଆରମ୍ଭ ହୋଇଯାଇଛି । ଏଚ୍ଡିଏଫ୍ସି ବ୍ୟାଙ୍କର ଅନୁଗୁଳ ଶାଖାରେ ଗୁରୁବାର ‘ଲାଇଫ ଗୀତା…




