ବ୍ୟାଙ୍କ ଅଫ ବରୋଦାର ଋଣମେଳା
ଅନୁଗୁଳ : ଅନୁଗୁଳ ବ୍ଲକ୍ ଅନ୍ତର୍ଗତ ନନ୍ଦପୁରର ବ୍ୟାଙ୍କ ଅଫ ବରୋଦାର କରତପଟା ଶାଖା ଦ୍ବାରା ବୁଧବାର ଏକ ଋଣମେଳା ଆୟୋଜନ କରାଯାଇଥିଲା। ପୋକତୁଙ୍ଗା ରଣେଶ୍ୱର ମନ୍ଦିର ପରିସରରେ ଏହି ଋଣମେଳାରେ ମୁଖ୍ୟ ଅତିଥି ଭାବରେ ବ୍ୟାଙ୍କ ଅଫ ବରୋଦା ଆଞ୍ଚଳିକ…
ଅନୁଗୁଳ : ଅନୁଗୁଳ ବ୍ଲକ୍ ଅନ୍ତର୍ଗତ ନନ୍ଦପୁରର ବ୍ୟାଙ୍କ ଅଫ ବରୋଦାର କରତପଟା ଶାଖା ଦ୍ବାରା ବୁଧବାର ଏକ ଋଣମେଳା ଆୟୋଜନ କରାଯାଇଥିଲା। ପୋକତୁଙ୍ଗା ରଣେଶ୍ୱର ମନ୍ଦିର ପରିସରରେ ଏହି ଋଣମେଳାରେ ମୁଖ୍ୟ ଅତିଥି ଭାବରେ ବ୍ୟାଙ୍କ ଅଫ ବରୋଦା ଆଞ୍ଚଳିକ…
ଅନୁଗୁଳ : ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଳକ୍ ମହକୁମା ହାଟପଡ଼ିଆଠାରେ ବିଜେପି ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୧ତମ ଜନ୍ମଦିନ ପାଳିତ ହୋଇଥିଲା। ଏହି ଅବସରରେ ଶତାଧିକ ବୃଦ୍ଧ, ବୃଦ୍ଧାଙ୍କୁ ବସ୍ତ୍ର ବିତରଣ କରାଯାଇଥିଲା। ପୂର୍ବତନ ଜିଲ୍ଲା ପରିଷଦ ସଭାପତି ତଥା…
ଅନୁଗୁଳ (Jugal Kishore Sahoo): ଅନୁଗୁଳ ଜିଲ୍ଲା କଣିହାଁ ଖୋଲା ମୁହଁ କୋଇଲା ଖଣିରୁ ରବିବାର ପୂର୍ବାହ୍ନରୁ ଲୋକାଲ ସେଲ କୋଇଲା ପରିବହନ ଆରମ୍ଭ ହୋଇଛି। ତେବେ କୋଇଲା ପରିବହନ ନିମନ୍ତେ ସ୍ଵତନ୍ତ୍ର ରାସ୍ତା ନିର୍ମାଣ କରାନଯାଇ ବସ୍ତା ମଧ୍ୟରେ ଟ୍ରକ୍…
ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ପୌରପରିଷଦ ବିଜୁ ଛାତ୍ର ଜନତା ଦଳର ଏକ ବୈଠକ ରବିବାର ପୂର୍ତ୍ତି ବିଭାଗ ଡାକ ବଙ୍ଗଳା ଠାରେ ଅନୁଷ୍ଠିତ ହୋଇଯାଇଅଛି l ଉକ୍ତ ବୈଠକରେ ତାଳଚେର ନଗର ସଭାପତି ଆସିଫ୍ ଖାନ୍ ବିଜୁ ଯୁବଜନତା ଦଳର…
ଅନୁଗୁଳ: ଅନୁଗୁଳ ସହରର ଜଣାଶୁଣା ଶିକ୍ଷବିତ, ବୁଦ୍ଧିଜୀବୀ ଶ୍ରୀକାନ୍ତ ମିଶ୍ର(୮୩)ଙ୍କ କଟକ ବଡ ମେଡିକାଲରେ ଶନିବାର ପରଲୋକ ଘଟିଛି। ତାଙ୍କ ପରଲୋକରେ ଅନୁଗୁଳରେ ଶୋକର ଛାୟା ଖେଳିଯାଇଛି। ଏ ଅବସରରେ ଅମଲାପଡା ମା' ବାସନ୍ତୀ ଦୁର୍ଗାପୂଜା କମିଟି ପକ୍ଷରୁ ବାଣୀରୂପା ଷ୍ଟଡି…
ଅନୁଗୁଳ: ଅନୁଗୁଳ ଜିଲ୍ଲା ଘରୋଇ ସ୍କୁଲ ଶିକ୍ଷକ ସଂଘ ପକ୍ଷ ରୁ ଏକ ସ୍ୱତନ୍ତ୍ର ବୈଠକ ଆୟୋଜିତ ହୋଇଥିଲା।ଆଇଡିଏଲ ପବ୍ଲିକ ସ୍କୁଲ ପରିସରରେ ସୁଶାନ୍ତ ତ୍ରିପାଠୀଙ୍କ ପୌରହିତ୍ୟ ରେ ଆୟୋଜିତ ଏହି ବୈଠକରେ ବିଶ୍ବହିନ୍ଦୁ ପରିଷଦର ସାଧାରଣ ସମ୍ପାଦକ ମହେଶ ସାହୁ…
ଅନୁଗୁଳ: ବିଭିନ୍ନ ଦାବି ନେଇ ଅନୁଗୁଳ ଜିଲ୍ଲା ତାଳଚେରରେ କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧିଙ୍କ ପକ୍ଷରୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ରାଜ୍ୟ ସରକାର ସାମ୍ବାଦିକଙ୍କୁ ପ୍ରଦାନ କରୁଥିବା ୨ଲକ୍ଷ ଟଙ୍କା ସ୍ବାସ୍ଥ୍ୟ ବୀମା ଯୋଜନାକୁ ୧୦ଲକ୍ଷ ଟଙ୍କାକୁ ବୃଦ୍ଧି…
ଅନୁଗୁଳ: ସୋମବାର ଲଗାଣ ବର୍ଷାରେ ସାରଙ୍ଗପୁର- ନୂଆପଡ଼ା ଗ୍ରାମ୍ୟ ଉନ୍ନୟନ ରାସ୍ତାର ପଞ୍ଚପଡ଼ା ଉଚ୍ଚ ବିଦ୍ୟାଳୟ ନିକଟରେ ବଡ଼ ଘାଇ ସୃଷ୍ଟି ହୋଇଥିଲା। ଫଳରେ ଏହି ରାସ୍ତାରେ ଗମନାଗମନ ସଂପୂର୍ଣ୍ଣ ଭାବରେ ପ୍ରଭାବିତ ହୋଇଛି। ଇଙ୍କରବନ୍ଧ, ସାରଙ୍ଗପୁର, ନୂଆପଡ଼ା, ବଡ଼କଞ୍ଜିନି ଅଞ୍ଚଳର…
ଅନୁଗୁଳ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିନରେ ଶୁକ୍ରବାର ଅନୁଗୁଳ ଜିଲ୍ଲା ବିଜେପି ତରଫରୁ ବିଭିନ୍ନ କାର୍ଯ୍ୟକ୍ରମ କରାଯାଇଛି। ବିଜେପି ମହିଳା ମୋର୍ଚ୍ଚା ତରଫରୁ ମା’ ବୁଢ଼ୀ ଠାକୁରାଣୀ ମନ୍ଦିରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୀର୍ଘ ଜୀବନ କାମନା କରି…
ଅନୁଗୁଳ: କରୋନା ଯୋଗୁଁ ଗତବର୍ଷ ଭଳି ଏ ବର୍ଷ ମଧ୍ୟ ପ୍ରସିଦ୍ଧ ନାଲ୍କୋ ବିଶ୍ଵକର୍ମା ପୂଜା ଫିକା ପଡ଼ିଛି। ନାଲ୍କୋ ପ୍ରତିଷ୍ଠା ହେବାଦିନଠାରୁ ଦେବଶିଳ୍ପୀଙ୍କ ପୂଜା ବହୁ ଆଡ଼ମ୍ବରରେ ପାଳିତ ହୋଇଆସୁଥିଲା। ୨୩ଟି ମଣ୍ଡପରେ ପୂଜା ହୋଇଥାଏ। ଅଞ୍ଚଳର ଏହା ଗଣପର୍ବ…