ବିଦ୍ୟାଳୟ ମିଶ୍ରଣକୁ ଛାତ୍ର କଂଗ୍ରେସର ବିରୋଧ

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ବନ୍ଦ ହେବ ୧୭୦ଟି ବିଦ୍ୟାଳୟ l ବିଦ୍ୟାଳୟ ଉଚ୍ଛେଦ ନେଇ ସରକାରୀ ପ୍ରକ୍ରିୟାକୁ ବିରୋଧ କରିଛି ଅନୁଗୁଳ ଜିଲ୍ଲା ଛାତ୍ର କଂଗ୍ରେସ l ଜିଲ୍ଲା ଛାତ୍ର କଂଗ୍ରେସର ପୂର୍ବତନ ସଭାପତି ବିଶ୍ୱରଞ୍ଜନ ପାଣିଗ୍ରାହୀଙ୍କ ନେତୃତ୍ବରେ ଏକ ପ୍ରତିନିଧି…

Continue Readingବିଦ୍ୟାଳୟ ମିଶ୍ରଣକୁ ଛାତ୍ର କଂଗ୍ରେସର ବିରୋଧ

ଅଳିଆ ପୋଡ଼ୁଛି ପୌରପାଳିକା!

ଅନୁଗୁଳ: ଯେତେ କହିଲେ ବି ପୌରପାଳିକା ସୁଧୁରୁନି। ପ୍ରତିଦିନ ସକାଳେ ଝାଡ଼ୁଦାରମାନେ ରାସ୍ତା ଝାଡ଼ୁ କରି ଏକାଠି କରିବା ପରେ ଅଳିଆରେ ନିଆଁ ଲଗାଇ ଦେଉଛନ୍ତି। ଫଳରେ ଚାରିଆଡେ଼ ଧୂଆଁରେ ପୂରିଯାଉଛି। ପ୍ରାତଃ ଭ୍ରମଣ, ଅବା କୌଣସି କମରେ ଘରୁ ବାହାରୁ…

Continue Readingଅଳିଆ ପୋଡ଼ୁଛି ପୌରପାଳିକା!

ଦୁର୍ଗମ ପାହାଡିଆ ଅଞ୍ଚଳରେ ମିଳିବ ମୋବାଇଲ ସେବା!

ଅନୁଗୁଳ: ସରକାର ଅନଲାଇନ ଶିକ୍ଷା ଉପରେ ଗୁରୁତ୍ୱ ଦେଉଛନ୍ତି l କୋଭିଡ କଟକଣା ଥିବାରୁ ସ୍କୁଲ ଖୋଲିପାରୁନାହିଁ l ତେବେ ସାତକୋଶିଆର ଦୁର୍ଗମ ଅଞ୍ଚଳ ତଥା ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀର ଅନୁଗୁଳ, କିଶୋରନଗର ଓ ଆଠମଲ୍ଲିକ ବ୍ଲକର ଅନେକ ଗାଁ ରେ…

Continue Readingଦୁର୍ଗମ ପାହାଡିଆ ଅଞ୍ଚଳରେ ମିଳିବ ମୋବାଇଲ ସେବା!

ନବକୃଷ୍ଣ ଚୌଧୁରୀ ମାର୍ଗ ପାଇଁ ଦାବି

ଅନୁଗୁଳ: ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ନବକୃଷ୍ଣ ଚୌଧୁରୀଙ୍କ କର୍ମଭୂମି ଥିଲା ଅନୁଗୁଳ l ନବକୃଷ୍ଣଙ୍କ ଜୀବନୀ ସହିତ ଏକ ସ୍ଵତନ୍ତ୍ର ସ୍ମୃତି ବହନ କରେ ଅନୁଗୁଳର ବାଜି ରାଉତ ଛାତ୍ରାବାସ l ମାତ୍ର ନବକୃଷ୍ଣ ଚୌଧୁରୀଙ୍କ ସ୍ମୃତିକୁ…

Continue Readingନବକୃଷ୍ଣ ଚୌଧୁରୀ ମାର୍ଗ ପାଇଁ ଦାବି

ବିଶ୍ଵ ମତ୍ସ୍ୟ ଦିବସ ପାଳିତ

ଅନୁଗୁଳ: ଅନୁଗୁଳ ବ୍ଲକ୍ ବନ୍ଦାଣପଶିଠାରେ ଜୀବଜନ୍ତୁ କଲ୍ୟାଣ ପ୍ରତିଷ୍ଠାନ ଅନୁଗୁଳ, ଓଡ଼ିଶା କୃଷକ ସମନ୍ନୟ ସମିତ ତରଫରୁ ବିଶ୍ଵ ମତ୍ସ୍ୟ ଦିବସ ପାଳିତ ହୋଇଯାଇଛି l ସଂଗଠନର ଅଧ୍ୟକ୍ଷ ରବୀନ୍ଦ୍ରନାଥ ପ୍ରଧାନ ଏଥିରେ ସଭାପତିତ୍ବ କରି ଏହି ଦିବସ ପାଳନ ତାତ୍ପର୍ଯ୍ୟ…

Continue Readingବିଶ୍ଵ ମତ୍ସ୍ୟ ଦିବସ ପାଳିତ

ସାଂସଦଙ୍କ ଦ୍ଵାରା ଘୋଷର- ଡାଳପକା ସେତୁକୁ ଅନୁମୋଦନ

ଅନୁଗୁଳ: ସମ୍ବଲପୁର ସାଂସଦ ନିତେଶ ଗଙ୍ଗଦେବଙ୍କ ଅନୁମୋଦନ କ୍ରମେ ଆଠମଲ୍ଲିକ ବିଧାନସଭା କ୍ଷେତ୍ର ତଥା କିଶୋରନଗର ବ୍ଲକ ଘୋଷର- ଡାଳପକା ସେତୁ ନିର୍ମାଣ ପାଇଁ ଜିଲ୍ଲା ଖଣିଜ ପାଣ୍ଠିରୁ ମଞ୍ଜୁରି ମିଳିଛି l ଏହି ସେତୁ ନିର୍ମାଣ ହେବା ଦ୍ଵାରା ୪ଟି…

Continue Readingସାଂସଦଙ୍କ ଦ୍ଵାରା ଘୋଷର- ଡାଳପକା ସେତୁକୁ ଅନୁମୋଦନ

ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ, ବର୍ଷା ସମ୍ଭାବନା

ଅନୁଗୁଳ: ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ପ୍ରଭାବରେ ଶନିବାର ଦିନ ସକାଳେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ଆଗାମୀ ୪୮ ଘଣ୍ଟାରେ ଅଧିକ ଘନୀଭୂତ ହୋଇ ଅବପାତରେ ପରିଣତ ହେବାର ଯଥେଷ୍ଟ ସମ୍ଭାବନା ରହିଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ…

Continue Readingବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ, ବର୍ଷା ସମ୍ଭାବନା

ଝାରସୁଗୁଡ଼ା ଯୁବ ବିଜେଡ଼ି ପର୍ଯ୍ୟବେକ୍ଷକ ହେଲେ ସୁଜିତ୍

ଅନୁଗୁଳ: ଅନୁଗୁଳର ଯୁବ ନେତା ତଥା ବିଜୁ ଯୁବ ଜନତା ଦଳର ରାଜ୍ୟ ଉପସଭାପତି ସୁଜିତ ପ୍ରସାଦ ଦ୍ଵିବେଦୀଙ୍କୁ ଝାରସୁଗୁଡ଼ା ସାଙ୍ଗଠନିକ ଜିଲ୍ଲାର ପର୍ଯ୍ୟବେକ୍ଷକ ଦାୟିତ୍ଵ ମିଳିଛି। ଏଥିଲାଗି ସୁଜିତ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଅନୁଗୁଳ ବିଧାୟକ ତଥା ଉପବାଚସ୍ପତି ରଜନୀକାନ୍ତ…

Continue Readingଝାରସୁଗୁଡ଼ା ଯୁବ ବିଜେଡ଼ି ପର୍ଯ୍ୟବେକ୍ଷକ ହେଲେ ସୁଜିତ୍

କରୋନା ମୃତକଙ୍କ ପାଇଁ କାଠ ଅଭାବ!

ଅନୁଗୁଳ: ନଭେମ୍ବର ଦ୍ବିତୀୟ ସପ୍ତାହ ଶେଷ ସୁଦ୍ଧା ଅନୁଗୁଳ ଜିଲ୍ଲାରେ ଥିବା ମୃତକ କରୋନା ରୋଗୀଙ୍କୁ କରଡ଼ାଗାଡ଼ିଆସ୍ଥିତ ସ୍ବତନ୍ତ୍ର ଶ୍ମଶାନ ପୀଠରେ ଦାହ କରାଯାଉଛି। ଏଥିପାଇଁ ପର୍ଯ୍ୟାପ୍ତ କାଠର ଆବଶ୍ୟକତା ରହିଛି। ଅନୁଗୁଳରେ ପର୍ଯ୍ୟାପ୍ତ କାଠ ଉପଲବ୍ଧ ନଥିବା ଜଣାଯାଇଛି। କାଠର…

Continue Readingକରୋନା ମୃତକଙ୍କ ପାଇଁ କାଠ ଅଭାବ!

ଅନୁଗୁଳରେ ପ୍ରଥମ

ଅନୁଗୁଳ: ଅନୁଗୁଳ ଜିଲ୍ଲାର ପ୍ରଥମ ଇ-ଟଏଲଟ ସଞ୍ଜିବନୀ ମାର୍କେଟରେ ସ୍ଥାପନ କରାଯିବା ନେଇ ଗୁରୁବାର ଭିତ୍ତପ୍ରସ୍ତର ସ୍ଥାପନ ହୋଇଛି। ୟୁନିସେଫର ପରାମର୍ଶ ତଥା ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଏହି ଅଭିନବ ପ୍ରୟାସ ଆରମ୍ଭ କରିଛି ପୌରପାଳିକା। ଏହି ଟଏଲେଟରେ ସେନସରଯୁକ୍ତ ଅଟୋମେଟିକ…

Continue Readingଅନୁଗୁଳରେ ପ୍ରଥମ