ନିରାପଦ ଦୀପାବଳି ପାଇଁ ସହରରେ ପ୍ରସ୍ତୁତି

ଅନୁଗୁଳ: ପ୍ରଧାନମନ୍ତ୍ରୀ ମୋଦି ସବୁଜ ଏବ˚ ନିରାପଦ ଦୀପାବଳି ପାଳନ ନେଇ ଆହ୍ବାନ ଦେବା ପରେ ଦେଶବାସୀ ଏହାକୁ ମାନିବାକୁ ଆଗ୍ରହ ଦେଖାଇଛନ୍ତି। ଅନୁଗୁଳ ସହରରେ ବାଣ ଗୋଦାମଗୁଡ଼ିକୁ ସିଲ୍‌ କରାଯାଇଥିବାବେଳେ ଖୁଚୁରା ବାଣ ପାଇଁ ଚଳିତ ବର୍ଷ ଲାଇସେନ୍ସ ବାତିଲ୍‌…

Continue Readingନିରାପଦ ଦୀପାବଳି ପାଇଁ ସହରରେ ପ୍ରସ୍ତୁତି

ବଜାରରେ ହାଉଯାଉ ନିଷିଦ୍ଧ କରୋନା ଲକେଟ

ଅନୁଗୁଳ: ଅନୁଗୁଳ ସହରର ବିଭିନ୍ନ ଔଷଧ ଦୋକାନ ଏବ˚ ଭେରାଇଟି ଷ୍ଟୋର ଗୁଡ଼ିକରେ ବହୁଳ ଭାବରେ ବିକ୍ରି ହେଉଛି ଜାପାନ ତିଆରି କରୋନା ଲକେଟ। ଏହାକୁ ବେକରେ ଧାରଣ କଲେ କୁଆଡେ କରୋନା ହେବ ନାହିଁ ବୋଲି ଦାବି କରାଯାଉଛି। ଏହି…

Continue Readingବଜାରରେ ହାଉଯାଉ ନିଷିଦ୍ଧ କରୋନା ଲକେଟ

ଏଣିକି ଜେଲ୍‌ ଷ୍ଟାଫ୍‌ଙ୍କୁ ମିଳିବ ଲେନ୍‌ସ ଯୁକ୍ତ ବର୍ଦ୍ଦି

ଅନୁଗୁଳ: ଜେଲ୍‌ରେ ଥାଇ ବି କଏଦୀ କରୁଛନ୍ତି ଅପରାଧ। ଦାଦାବଟି ମାଗିବାଠୁଁ ସୁପାରି କିଲି˚, ଲୁଟ୍‌ ସବୁ କିଛି ଜେଲ୍‌ ଭିତରୁ ନିୟନ୍ତ୍ରଣ ହେଉଛି। ଏଣେ ବେଳେବେଳେ ଜେଲ୍‌ ଷ୍ଟାଫ୍‌ କଏଦୀମାନଙ୍କୁ ବାଡ଼ିଆପିଟା କରୁଥିବା ନେଇ ମଧ୍ଯ ଅଭିଯୋଗ ହେଉଛି। ହାଜତ…

Continue Readingଏଣିକି ଜେଲ୍‌ ଷ୍ଟାଫ୍‌ଙ୍କୁ ମିଳିବ ଲେନ୍‌ସ ଯୁକ୍ତ ବର୍ଦ୍ଦି

ଛତୁ ଫୁଟିଲା ଭଳି ଖୋଲୁଛି କ୍ଲିନିକ୍‌

ଅନୁଗୁଳ: ଅନୁଗୁଳ ସହରରେ ଯେଉଁଆଡେ଼ ଦେଖିବ, ସେଠି ଘରୋଇ କ୍ଲିନିକ୍‌ଟିଏ ନିହାତି ଥିବ। କ୍ଲିନିକାଲ୍‌ ଏଷ୍ଟାବ୍ଲିସ୍‌ମେଣ୍ଟ ଆକ୍ଟ ଉଲ୍ଲ˚ଘନ କରି ଯେଉଁଠି ନାହିଁ ସେଇଠି କ୍ଲିନିକ୍ ଖୋଲାଯାଉଛି। କେତେବେଳେ ଡାକ୍ତରଙ୍କ ଘର ଆଗରେ ତ କେତେବେଳେ ଘର ପଛରେ କ୍ଲିନିକ୍‌। ପୌରପାଳିକା…

Continue Readingଛତୁ ଫୁଟିଲା ଭଳି ଖୋଲୁଛି କ୍ଲିନିକ୍‌

ଅନୁଗୁଳରେ ସିଟି ପରୀକ୍ଷା ଆରମ୍ଭ

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ସିଟି ପରୀକ୍ଷା ଆଜିଠାରୁ ଆରମ୍ଭ ହେଉଛି। କୋଭିଡ୍‌ କଟକଣା ସାଙ୍ଗକୁ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଏହି ପରୀକ୍ଷା ଆରମ୍ଭ ହେଉଛି। ପାଳଲହଡ଼ା ଅଞ୍ଚଳରେ ୨ କୋଭିଡ୍‌ ପଜିଟିଭ୍‌ ପରୀକ୍ଷାର୍ଥୀ ମଧ୍ୟ ଛେଣ୍ତିପଦା…

Continue Readingଅନୁଗୁଳରେ ସିଟି ପରୀକ୍ଷା ଆରମ୍ଭ

ଅନୁଗୁଳ ଡାକ୍ତରଖାନାରେ କୋଭିଡ୍‌ କଟକଣାକୁ ଫୁ

ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଦିନକୁ ଦିନ ସାଧାରଣ ରୋଗୀଙ୍କ ସ˚ଖ୍ୟା ବଢ଼ି ଚାଲିଛି। ଦିନକୁ ପ୍ରାୟ ୪୦୦ରୁ ଅଧିକ ରୋଗୀ ବିଭିନ୍ନ ସ୍ଵାସ୍ଥ୍ୟ ସମସ୍ୟା ନେଇ ଆସୁଛନ୍ତି। କିନ୍ତୁ ଓପିଡି ପ୍ରବେଶ ଦ୍ବାରରେ ସେମାନଙ୍କ ଭିଡ଼କୁ ନିୟନ୍ତ୍ରଣ କରିବା…

Continue Readingଅନୁଗୁଳ ଡାକ୍ତରଖାନାରେ କୋଭିଡ୍‌ କଟକଣାକୁ ଫୁ

ଅଗ୍ନିବିପନ୍ନଙ୍କୁ ସହାୟତା

ତାଳଚେର: ତାଳଚେର ବ୍ଲକ କଳମଛୁଇଁ ଗ୍ରାମର ସ୍ଵେଚ୍ଛାସେବୀ ଅନୁଷ୍ଠାନ ମା ହିଙ୍ଗୁଳା ପାଠାଗାର ପକ୍ଷରୁ ସୋଲଡା ଗ୍ରାମର ଦୁଇ ଅଗ୍ନିବିପନ୍ନ ପରିବାରକୁ ସହାୟତା ପ୍ରଦାନ କରାଯାଇଛି । ପାଠାଗାରର ସଦସ୍ୟମାନେ ବିପନ୍ନ ପରିବାରବର୍ଗଙ୍କୁ ଭେଟି ସମବେଦନା ଜଣାଇବା ସହ ଲୁଗାପଟା, ଖାଦ୍ୟ…

Continue Readingଅଗ୍ନିବିପନ୍ନଙ୍କୁ ସହାୟତା

ନଭେମ୍ବର ୧୬ରୁ ଲର୍ଣର ଲାଇସେନ୍ସ ପାଇଁ ଟେଷ୍ଟ

ଅନୁଗୁଳ: ଆସନ୍ତା ୧୬ ତାରିଖରୁ ସମଗ୍ର ଓଡ଼ିଶାରେ ଲର୍ଣର ଲାଇସେନ୍ସ ପାଇଁ ଟେଷ୍ଟ ନିଆଯିବ। ୮ ମାସ ପରେ ରାଜ୍ୟ ସରକାର ଟେଷ୍ଟ ନେବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଟାନ୍ସପୋର୍ଟ କମିଶନର ଏଥିନେଇ ସୂଚନା ଦେଇଛନ୍ତି। କୋଭିଡ୍‌-୧୯ ପାଇଁ ମାର୍ଚ୍ଚ ୨୫…

Continue Readingନଭେମ୍ବର ୧୬ରୁ ଲର୍ଣର ଲାଇସେନ୍ସ ପାଇଁ ଟେଷ୍ଟ

ସ୍ଵରେଜ୍‌ ବ୍ୟବସ୍ଥା ପାଇଁ ପ୍ରସ୍ତୁତି ଜୋର‌୍‌ଦାର‌୍‌

ଅନୁଗୁଳ: ଅନୁଗୁଳ ସହରରେ ସ୍ବରେଜ୍‌ ବ୍ୟବସ୍ଥାର ଉନ୍ନତି ପାଇଁ ପୌରପାଳିକା ପକ୍ଷରୁ ପ୍ରସ୍ତୁତି ଜୋର‌୍‌ଦାର‌୍‌ କରାଯାଇଛି। ଏଥିପାଇଁ ଅମଲାପଡ଼ା କେନାଲ୍‌ ରୋଡ୍‌ଠାରୁ ଚନ୍ଦନ ନର୍ସି˚ ହୋମ୍‌ ଯାଏଁ ରାସ୍ତା କଡ଼ରୁ ଜବରଦଖଲ ଉଚ୍ଛେଦ ପାଇଁ ନିଷ୍ପତ୍ତି ନିଆଯାଇଛି। ଆସନ୍ତା ୭ ତାରିଖ…

Continue Readingସ୍ଵରେଜ୍‌ ବ୍ୟବସ୍ଥା ପାଇଁ ପ୍ରସ୍ତୁତି ଜୋର‌୍‌ଦାର‌୍‌

ରାସ୍ତାକଡ଼ରୁ ପରିବା ଦୋକାନ ହଟିବ

ଅନୁଗୁଳ: ଅନୁଗୁଳ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ନିର୍ଦ୍ଦେଶକ୍ରମେ ଅନୁଗୁଳ ସହରାଞ୍ଚଳର ସୌନ୍ଦର୍ଯ୍ୟ କରଣ ପାଇଁ ପଦକ୍ଷେପ ଆରମ୍ଭ ହୋଇଛି। ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ବିନୋଦ ଚନ୍ଦ୍ର ପଣ୍ତାଙ୍କ ତତ୍ତ୍ବାବଧାନରେ ଏହି କାର୍ଯ୍ୟ ସ˚ପାଦନ କରାଯାଉଛି। ଥାନା ଛକରୁ ବୁଢ଼ୀ ଠାକୁରାଣୀ…

Continue Readingରାସ୍ତାକଡ଼ରୁ ପରିବା ଦୋକାନ ହଟିବ