କୋଭିଡ୍ ପରିଚାଳନା ପାଇଁ ଜିଲ୍ଲାକୁ ଆସିବେ ୧୦ ରାଜସ୍ବ ଅଧିକାରୀ

ଅନୁଗୁଳ: ଜିଲ୍ଲାରେ କରୋନା ସଂକ୍ରମଣ ଭୟଙ୍କର ଭାବେ ବଢି ଚାଲିଛି। ନିୟମିତ ଭାବେ ୫ ଶହ ଉପରେ ସଂକ୍ରମିତ ଚିହ୍ନଟ ହେଉଥିବାବେଳେ ପଜିଟିଭ ହାର ବି ଅଧିକ ରହୁଛି । ତେଣୁ କୋଭିଡ୍ ପରିଚାଳନା ପାଇଁ ଜିଲ୍ଲାକୁ ୧୦ ଜଣ ଓଆରଏସ୍…

Continue Readingକୋଭିଡ୍ ପରିଚାଳନା ପାଇଁ ଜିଲ୍ଲାକୁ ଆସିବେ ୧୦ ରାଜସ୍ବ ଅଧିକାରୀ

କୋଭିଡ୍ ହସ୍ପିଟାଲ ପରିଦର୍ଶନ କଲେ ବିଧାୟକ

ଅନୁଗୁଳ: ବିଧାୟକ ବ୍ରଜକିଶୋର ପ୍ରଧାନ ତାଳଚେର କୋଭିଡ୍ ହସ୍ପିଟାଲ୍ ପରିଦର୍ଶନ କରି ରୋଗୀଙ୍କ ସହିତ ଆଲୋଚନା କରିବା ସହ ସେମାନଙ୍କ ସମସ୍ୟା ପଚାରି ବୁଝିଛନ୍ତି। ବିଧାୟକ ଶ୍ରୀ ପ୍ରଧାନ ପିପିଇ କିଟ୍ ପରିଧାନ କରି ଏମ୍‌ସିଏଲ୍‌ ସେଣ୍ଟ୍ରାଲ ହସ୍ପିଟାଲ୍ ଠାରେ ଥିବା…

Continue Readingକୋଭିଡ୍ ହସ୍ପିଟାଲ ପରିଦର୍ଶନ କଲେ ବିଧାୟକ

ଡ଼ାକ୍ତରଙ୍କ ବଦାନ୍ୟତା, କରୋନା ମୁକାବିଲା ପାଇଁ ଦାନ କଲେ ୫ ଲକ୍ଷ

ଅନୁଗୁଳ: ଡାକ୍ତର ଉମେଶ ଚନ୍ଦ୍ର ଦଶ(୭୭) । ବରିଷ୍ଠ ପ୍ରସ୍ତୁତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଭାବେ ଜିଲ୍ଲାରେ ସ୍ବତନ୍ତ୍ର ପରିଚୟ ରହିଛି ତାଙ୍କର । କରୋନା ଭଳି ବିପତ୍ତି କାଳରେ ଚିକିତ୍ସା ଯୋଗାଇ ଢେର ପ୍ରଶଂସା ସାଉଁଟୁଥିବା କରୋନାର ଏହି…

Continue Readingଡ଼ାକ୍ତରଙ୍କ ବଦାନ୍ୟତା, କରୋନା ମୁକାବିଲା ପାଇଁ ଦାନ କଲେ ୫ ଲକ୍ଷ

ଖୁବ୍‌ଶୀଘ୍ର ଜରୁରିକାଳୀନ ଆମ୍ବୁଲାନ୍ସ ସେବା

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ଉଦ୍‌ବେଗଜନକ ଭାବେ ବଢ଼ି ଚାଲିଛି କରୋନା ସଂକ୍ରମଣ | ଦୃତ ସଂକ୍ରମଣ ସହ କରୋନା ରୋଗୀକୁ ଉନ୍ନତ ଚିକିତ୍ସା ଯୋଗାଇ ଦେବାକୁ ଜିଲ୍ଲା ପ୍ରଶାସନ ନୂଆ ନୂଆ ପଦକ୍ଷେପ ନେଉଛି। ଜିଲ୍ଲାରେ ଖୁବଶୀଘ୍ର ଜରୁରିକାଳୀନ ଆମ୍ବୁଲାନ୍ସ ସେବା…

Continue Readingଖୁବ୍‌ଶୀଘ୍ର ଜରୁରିକାଳୀନ ଆମ୍ବୁଲାନ୍ସ ସେବା

ଶୁଖିଲା ଖାଦ୍ୟ ବାଣ୍ଟିଲେ ସରପଞ୍ଚ

ଅନୁଗୁଳ: କରୋନା ସଂକ୍ରମଣ ଶୃଙ୍ଖଳକୁ ଭାଙ୍ଗିବାକୁ ରାଜ୍ୟରେ ଲକଡାଉନ୍ ଜାରି ହୋଇଛି । ଲୋକ କାମଧନ୍ଦା ହରାଇ ଘରେ ବସି ରହିଛନ୍ତି। ଗରିବ ଶ୍ରେଣୀର ଲୋକ ଜୀବିକା ହରାଇ ଦୁଇ ଓଳି ଦୁଇ ମୁଠା ଖାଦ୍ୟ ସଂଗ୍ରହ ପାଇଁ ସଂଘର୍ଷ କରୁଛନ୍ତି।…

Continue Readingଶୁଖିଲା ଖାଦ୍ୟ ବାଣ୍ଟିଲେ ସରପଞ୍ଚ

କରୋନା ଗାଇଡ୍‌ଲାଇନ୍ ଉଲଂଘନ, ୧୨୧ ଦୋକାନ ସିଲ୍, ୫୨୯ ଗାଡ଼ି ଜବତ

ଅନୁଗୁଳ: ଜିଲ୍ଲାରେ ଦ୍ରୁତ ଗତିରେ କାୟା ବିସ୍ତାର କରୁଛି କରୋନା । ସଂକ୍ରମଣର ଏହି ଦ୍ରୁତ ଗତିରେ ବ୍ରେକ୍ ଲଗାଇବା ପାଇଁ ଲକଡାଉନ୍ ଜାରି ହୋଇଛି। କରୋନାର ଭୟବହତା ସାଙ୍ଗକୁ କଟକଣା ସତ୍ତ୍ବେ ଅନେକ ଅମାନିଆ ଚେତୁ ନାହାନ୍ତି । ବାହାରେ…

Continue Readingକରୋନା ଗାଇଡ୍‌ଲାଇନ୍ ଉଲଂଘନ, ୧୨୧ ଦୋକାନ ସିଲ୍, ୫୨୯ ଗାଡ଼ି ଜବତ

ପାଳଲହଡ଼ାରେ ତିନିଦିନିଆ ସଟ୍‌ଡାଉନ୍

ଅନୁଗୁଳ: ପାଲଲହଡ଼ା ବ୍ଲକ୍‌ରେ କରୋନା ସଂକ୍ରମଣ ବଢ଼ିଚାଲିଛି। ସଂକ୍ରମଣ ରୋକିବା ପାଇଁ ପାଳଲହଡ଼ା ଟାଉନକୁ ୩ ଦିନ ସଟ୍‌ଡାଉନ୍ କରିବା ନିମନ୍ତେ ସ୍ଥାନୀୟ ବ୍ୟବସାୟୀ ସଂଘ ପକ୍ଷରୁ ପ୍ରଶାସନକୁ ପ୍ରସ୍ତାବ ଦିଆଯାଇଥିଲା। ପ୍ରଶାସନର ସହମତି ପରେ ବୁଧବାରଠାରୁ ୩ ଦିନ ପର୍ଯ୍ୟନ୍ତ…

Continue Readingପାଳଲହଡ଼ାରେ ତିନିଦିନିଆ ସଟ୍‌ଡାଉନ୍

ପୌରପାଳିକା ପକ୍ଷରୁ ଚଢ଼ଉ, ୫ ଦୋକାନ ସିଲ୍, ୩୦ ହଜାର ଜରିମାନା

ଅନୁଗୁଳ: ତାଳଚେର ପୌରାଞ୍ଚଳରେ କଲୋନା ସଂକ୍ରମଣ ଦ୍ରୁତ ଗତିରେ ମାଡି ଚାଲିଥିବା ବେଳେ ତାଳଚେର ପୌରପାଳିକା ପକ୍ଷରୁ ଚଢ଼ାଉକୁ ଜୋରଦାର କରିଛି । ବୁଧବାର ମାରାଥନ୍ ଚଢ଼ାଉ କରାଯାଇ ୫ଟି ଦୋକାନ ସିଲ୍‌ କରାଯାଇଛି। ଏଥିସହ କୋଭିଡ ନିୟମ ଉଲଂଘନକାରୀଙ୍କ ଠାରୁ…

Continue Readingପୌରପାଳିକା ପକ୍ଷରୁ ଚଢ଼ଉ, ୫ ଦୋକାନ ସିଲ୍, ୩୦ ହଜାର ଜରିମାନା

ପର୍ଯ୍ୟାପ୍ତ ଅକ୍ସିଜେନ, ଆମ୍ବୁଲାନ୍ସ ଯୋଗାଇ ଦିଆଯାଉ

ଅନୁଗୁଳ: ତାଳଚେର ଅଞ୍ଚଳରେ ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ କରୋନା ରୋଗୀଙ୍କ ଉତ୍ତମ ଚିକିତ୍ସା ପାଇଁ ପର୍ଯ୍ୟାପ୍ତ ଅକ୍ସିଜେନ ଓ ଆମ୍ବୁଲାନ୍ସ ଯୋଗାଇ ଦିଆଯାଉ ବୋଲି ତାଳଚେର ବିଜେପି ପକ୍ଷରୁ ଦାବି ହୋଇଛି। ଏହି ମର୍ମରେ ଜିଲ୍ଲାପାଳଙ୍କୁ…

Continue Readingପର୍ଯ୍ୟାପ୍ତ ଅକ୍ସିଜେନ, ଆମ୍ବୁଲାନ୍ସ ଯୋଗାଇ ଦିଆଯାଉ

ପୁଲିସ ଯାଞ୍ଚ, ଅମାନିଆଙ୍କୁ ଜରିମାନା

ଅନୁଗୁଳ: କରୋନା ଅଞ୍ଚଳରେ ଆତଙ୍କ ଖେଳାଇଲାଣି। ଏହା ସତ୍ତ୍ବେ ଅନେକ ଲୋକ ଆବଶ୍ୟକ କଟକଣା ମାନିବାକୁ ନାରାଜ। ଏହିଭଳି ଅମାନିଆଙ୍କ ପ୍ରତି ପ୍ରଶାସନ ପକ୍ଷରୁ ମଙ୍ଗଳବାର ପଦକ୍ଷେପ ନିଆଯାଇଛି। ପାଳଲହଡ଼ା ଟାଉନ ରାମାୟଣ ଛକ, ବଜାର ଛକ ଓ ନୂଆ ବସସ୍ଟାଣ୍ଡରେ…

Continue Readingପୁଲିସ ଯାଞ୍ଚ, ଅମାନିଆଙ୍କୁ ଜରିମାନା