୧୮ ଶିକ୍ଷକଙ୍କୁ ଅବସର ସମ୍ବର୍ଦ୍ଧନା

ଅନୁଗୁଳ: ଅନୁଗୁଳ ଜିଲ୍ଲାର ୧୮ ଜଣ ଶିକ୍ଷକ ଏକକାଳୀନ ସରକାରୀ ଚାକିରିରୁ ଅବସର ଗ୍ରହଣ କରିଛନ୍ତି । ଶୁକ୍ରବାର ହୁଲୁରିସିଂହା ଉଚ୍ଚ ବିଦ୍ୟାଳୟ ଠାରେ ଆୟୋଜିତ ସଭାରେ ସମସ୍ତଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି । ଅବସର ନେଇଥିବା ଶିକ୍ଷକମାନେ ହେଲେ ହୁଲୁରିସିଂହା ଉଚ୍ଚ…

Continue Reading୧୮ ଶିକ୍ଷକଙ୍କୁ ଅବସର ସମ୍ବର୍ଦ୍ଧନା

କୂଅରୁ ୧୦ ଫୁଟର ଅଜଗର ଉଦ୍ଧାର

ଅନୁଗୁଳ: ଅନୁଗୁଳ ବ୍ଲକ୍ ଚନ୍ଦ୍ରବାହାଳ ଗାଁ ଚଣ୍ଡୀମନ୍ଦିର ନିକଟ ଏକ ଖୋଲାକୂଅରୁ ଶୁକ୍ରବାର ଏକ ଅଜଗର ସାପ ଉଦ୍ଧାର କରାଯାଇଛି। ସୂଚନା ଅନୁଯାୟୀ, ଗାଁ 'ର କେତେକ ଲୋକ ଚଣ୍ଡୀମନ୍ଦିରକୁ ଯାଇଥିବା ବେଳେ କୂଅ ଭିତରେ ସାପଟିଏ ଛଟପଟ ହେଉଥିବା ଦେଖିଥିଲେ।…

Continue Readingକୂଅରୁ ୧୦ ଫୁଟର ଅଜଗର ଉଦ୍ଧାର

ବ୍ୟାଙ୍କରୁ ସିସିଟିଭି କ୍ୟାମେରା ଚୋରି

ଅନୁଗୁଳ: ନାଲକୋନଗର ସ୍ଥିତ ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କରୁ ଏକ ସିସିଟିଭି କ୍ୟାମେରା ଚୋରି ହୋଇଯାଇଛି । ପୁଲିସ୍ ସୂଚନା ମୁତାବକ, ଗୁରୁବାର ଦିନ ପୂର୍ବାହ୍ନ ସାଢ଼େ ୯ଟା ବେଳେ ଶାଖା ପ୍ରବନ୍ଧକ ରବୀନ୍ଦ୍ରନାଥ ଦାଶ ବ୍ୟାଙ୍କକୁ ଆସିଥିଲେ । ବ୍ୟାଙ୍କର ସିସିଟିଭି…

Continue Readingବ୍ୟାଙ୍କରୁ ସିସିଟିଭି କ୍ୟାମେରା ଚୋରି

ବାଲିପଟ୍ଟାରେ ବିଜେପିର ମିଶ୍ରଣ ପର୍ବ

ଅନୁଗୁଳ: କିଛି ଦିନ ତଳେ ଦଳରୁ ନିଲମ୍ବିତ ହୋଇଥିବା ପୂର୍ବତନ ବ୍ଲକ୍ କଂଗ୍ରେସ ସଭାପତି ତଥା ବାଲିପଟ୍ଟା ପଞ୍ଚାୟତର ସମିତିସଭ୍ୟ ଅଜିତ୍ କୁମାର ପ୍ରଧାନ ବିଜେପିରେ ସାମିଲ ହୋଇଛନ୍ତି । ଛେଣ୍ଡିପଦା ବ୍ଲକ୍‌ର ବାଲିପଟ୍ଟାଠାରେ ୧୭ ନମ୍ବର ଜିଲ୍ଲାପରିଷଦ ଜୋନ୍‌ସ୍ତରୀୟ ଏକ…

Continue Readingବାଲିପଟ୍ଟାରେ ବିଜେପିର ମିଶ୍ରଣ ପର୍ବ

ଉତ୍କଟ ହେଲାଣି ପାନୀୟ ଜଳ ସମସ୍ୟା

ଅନୁଗୁଳ: ତାଳଚେର ବ୍ଲକ୍ ଅନ୍ତର୍ଗତ ମଦନମୋହନପୁର ଓ ଲାଙ୍ଗିଯୋଡ଼ା ଗ୍ରାମରେ ପାନୀୟ ଜଳ ସମସ୍ୟା ଉତ୍କଟରୂପ ଧାରଣ କରିଛି । ଏହାର ସ୍ଥାୟୀ ପ୍ରତିକାର ପାଇଁ ଗ୍ରାମବାସୀଙ୍କ ପକ୍ଷରୁ ଉପଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ଗତ କାଲି ପ୍ରଦାନ କରାଯାଇଛି । ଏମସିଏଲର…

Continue Readingଉତ୍କଟ ହେଲାଣି ପାନୀୟ ଜଳ ସମସ୍ୟା

ଅନୁଗୁଳ ସହରରେ ‘ପିଙ୍କ୍ ପାଟ୍ରୋଲିଂ’

ଅନୁଗୁଳ: ମହିଳାଙ୍କ ପ୍ରତି ସୁରକ୍ଷା ସୁନିଶ୍ଚିତ କରିବା ସହ ଅପରାଧୀଙ୍କୁ ସାବାଡ୍ କରିବାକୁ ଗୁରୁବାର ଅନୁଗୁଳ ସହରରେ ‘ପିଙ୍କ୍ ପାଟ୍ରୋଲିଂ' ଆରମ୍ଭ ହୋଇଛି । ସହରର ଅସୁରକ୍ଷିତ ସ୍ଥାନ ଚିହ୍ନଟ ସହ ସେହି ଇଲାକା ଉପରେ ତୀକ୍ଷ୍ଣ ନଜର ରଖିବାକୁ ୪ଟି…

Continue Readingଅନୁଗୁଳ ସହରରେ ‘ପିଙ୍କ୍ ପାଟ୍ରୋଲିଂ’

ଅନୁଗୁଳ ଜିଲ୍ଲା ସ୍ତରୀୟ ଉତ୍କଳ ଦିବସ ଓ ଜିଲ୍ଲା ପ୍ରତିଷ୍ଠା ଦିବସ

ଅନୁଗୁଳ: ଅନୁଗୁଳ ଜିଲ୍ଲାସ୍ତରୀୟ ଉତ୍କଳ ଦିବସ ଓ ଜିଲ୍ଲା ପ୍ରତିଷ୍ଠା ଦିବସ ଗୁରୁବାର ପାଳିତ ହୋଇଯାଇଛି । ଜିଲ୍ଲା ପରିଷଦ ଅଧ୍ୟକ୍ଷା ବାସନ୍ତୀ କିଷାନ, ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ଶତପଥୀ, ସନ୍ତୋଷ କୁମାର ପ୍ରଧାନ,…

Continue Readingଅନୁଗୁଳ ଜିଲ୍ଲା ସ୍ତରୀୟ ଉତ୍କଳ ଦିବସ ଓ ଜିଲ୍ଲା ପ୍ରତିଷ୍ଠା ଦିବସ

ଅନୁଗୁଳରେ ଆରମ୍ଭ ହେଲା ‘ମୋ ୱାର୍ଡ’

ଅନୁଗୁଳ: ଜଳ ସମସ୍ୟା ହେଉ କି ପରିମଳ ସମସ୍ୟା, ଏଣିକି ପୌର କାର୍ଯ୍ୟାଳୟକୁ ଲୋକଙ୍କୁ ଦୌଡ଼ିବାକୁ ପଡ଼ିବନି । ପୌରପାଳିକା ଓ ଜନସାଧାରଣଙ୍କ ମଧ୍ୟରେ ଦୂରତା କମାଇବା ପାଇଁ ମହତ୍ୱାକାଂକ୍ଷୀ ଯୋଜନା ‘ମୋ ୱାର୍ଡ' ଆରମ୍ଭ ହୋଇଛି । ଏହି ଯୋଜନାରେ…

Continue Readingଅନୁଗୁଳରେ ଆରମ୍ଭ ହେଲା ‘ମୋ ୱାର୍ଡ’

ଜଙ୍ଗଲ ନିଆଁରୁ ଘରପୋଡ଼ି

ଅନୁଗୁଳ: ଅନୁଗୁଳ ଜିଲ୍ଲା ପୁରୁଣାକୋଟ ଥାନା ଅନ୍ତର୍ଗତ ବାଘୁଆପାଟ ଗାଁରେ ଜଙ୍ଗଲ ନିଆଁରୁ ଜଣେ ବ୍ୟକ୍ତିଙ୍କ ଘର ପୋଡ଼ି ପାଉଁଶ ହୋଇଯାଇଛି । ବାଘୁଆପାଟ ଗାଁଟି ଜଙ୍ଗଲ ପାଖକୁ ଲାଗି ରହିଛି । ଜଙ୍ଗଲରେ ନିଆଁ ଲାଗିଥିବା ବେଳେ ଜଙ୍ଗଲରୁ ନିଆଁ…

Continue Readingଜଙ୍ଗଲ ନିଆଁରୁ ଘରପୋଡ଼ି

ଜିଲ୍ଲା କାର୍ଯ୍ୟାଳୟ ସମ୍ମୁଖରେ ଏସ୍‌ୟୁସିଆଇ(କମ୍ୟୁନିଷ୍ଟ)ର ବିକ୍ଷୋଭ

ଅନୁଗୁଳ: ବିଦ୍ୟୁତ୍ ଦର ବୃଦ୍ଧି ପ୍ରତିବାଦରେ ଆନ୍ଦୋଳନକୁ ଓହ୍ଲାଇଛି ଏସୟୁସିଆଇ(କମ୍ୟୁନିଷ୍ଟ) । ବୁଧବାର ପୂର୍ବାହ୍ନରେ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି ବର୍ଦ୍ଧିତ ବିଜୁଳି ଦର ପ୍ରତ୍ୟାହାର କରିବାକୁ ଦଳ ଦାବି କରିଛି ।ଏସୟୁସିଆଇ(କମ୍ୟୁନିଷ୍ଟ) ଅନୁଗୁଳ ଶାଖା ପକ୍ଷରୁ ଏକ…

Continue Readingଜିଲ୍ଲା କାର୍ଯ୍ୟାଳୟ ସମ୍ମୁଖରେ ଏସ୍‌ୟୁସିଆଇ(କମ୍ୟୁନିଷ୍ଟ)ର ବିକ୍ଷୋଭ