ଛତୁ ଫୁଟିଲା ଭଳି ଖୋଲୁଛି କ୍ଲିନିକ୍
ଅନୁଗୁଳ: ଅନୁଗୁଳ ସହରରେ ଯେଉଁଆଡେ଼ ଦେଖିବ, ସେଠି ଘରୋଇ କ୍ଲିନିକ୍ଟିଏ ନିହାତି ଥିବ। କ୍ଲିନିକାଲ୍ ଏଷ୍ଟାବ୍ଲିସ୍ମେଣ୍ଟ ଆକ୍ଟ ଉଲ୍ଲ˚ଘନ କରି ଯେଉଁଠି ନାହିଁ ସେଇଠି କ୍ଲିନିକ୍ ଖୋଲାଯାଉଛି। କେତେବେଳେ ଡାକ୍ତରଙ୍କ ଘର ଆଗରେ ତ କେତେବେଳେ ଘର ପଛରେ କ୍ଲିନିକ୍। ପୌରପାଳିକା…
