ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ଅନୁଗୁଳ ଓକିଲ ସଂଘର ତୀବ୍ର ନିନ୍ଦା, ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ
ଅନୁଗୁଳ: ଜମ୍ମୁ-କାଶ୍ମୀର ପହଲଗାମଠାରେ ପର୍ଯ୍ୟଟନଙ୍କ ଉପରେ ହୋଇଥିବା ଆତଙ୍କବାଦୀଙ୍କ ଆକ୍ରମଣକୁ ତୀବ୍ର ନିନ୍ଦା କରିଛି ଅନୁଗୁଳ ଓକିଲ ସଂଘ।ଏ ଅବସରରେ ଗୁରୁବାର ଅନୁଗୁଳ ଓକିଲ ସଂଘର ସଭାପତି ହିମାଂଶୁ ଭୂଷଣ ସାମଲଙ୍କ ନେତୃତ୍ୱରେ ଜିଲ୍ଲା କୋର୍ଟ ପରିସରରେ ଥିବା ମଧୁ ବାବୁଙ୍କ…
