ଏଡସର ଭୟାବହତା ଓ ନିରାକରଣ ନେଇ ସଚେତନତା

ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ଉଚ୍ଚ ବିଦ୍ୟାଳୟର ଜୁନିୟର ରେଡକ୍ରସ୍ ବିଭାଗ ଆନୁକୂଲ୍ୟରେ ଆଜି ବିଦ୍ୟାଳୟ ପରିସରରେ ଏଡସ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁପ୍ରଭା ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କିଶୋରନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଏଡସ…

Continue Readingଏଡସର ଭୟାବହତା ଓ ନିରାକରଣ ନେଇ ସଚେତନତା

ବିଜେପିର ସକ୍ରିୟ ସଦସ୍ୟ ସମ୍ମିଳନୀ: ଦଳକୁ ସୁଦୃଢ଼ କରିବା ଉପରେ ଗୁରୁତ୍ବାରୋପ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ସକ୍ରିୟ ସଦସ୍ୟ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଜିଲ୍ଲା ସଭାପତି ଯଯାତି ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ…

Continue Readingବିଜେପିର ସକ୍ରିୟ ସଦସ୍ୟ ସମ୍ମିଳନୀ: ଦଳକୁ ସୁଦୃଢ଼ କରିବା ଉପରେ ଗୁରୁତ୍ବାରୋପ

ସାରସ୍ଵତ ସାହିତ୍ୟ ସଂସଦ ପକ୍ଷରୁ ବିଷୁବ ମିଳନ,କବିତା ଆସର ଓ ସମ୍ବର୍ଦ୍ଧନା ଉତ୍ସବ

ଛେଣ୍ଡିପଦା: ଅଗ୍ରଣୀ ସାହିତ୍ୟାନୁଷ୍ଠାନ ସାରସ୍ଵତ ସାହିତ୍ୟ ସଂସଦ ପକ୍ଷରୁ ବାଗେଡିଆ ଠାରେ ଓଡିଆ ନବବର୍ଷ ଉପଲକ୍ଷେ ସାମ୍ବତ୍ସରିକ ବିଷୁବ ମିଳନ କବିତା ପାଠ ଓ ସମ୍ବର୍ଦ୍ଧନା ଉତ୍ସବ-୨୦୨୫ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ମୁଖ୍ୟ ଉପଦେଷ୍ଟା ସମାଜସେବୀ ବିନୋଦ କୁମାର ସରଳିଆ ଉତ୍ସବକୁ…

Continue Readingସାରସ୍ଵତ ସାହିତ୍ୟ ସଂସଦ ପକ୍ଷରୁ ବିଷୁବ ମିଳନ,କବିତା ଆସର ଓ ସମ୍ବର୍ଦ୍ଧନା ଉତ୍ସବ

କବୟିତ୍ରୀ ଶାନ୍ତିଲତା ରଥଙ୍କ ଶିଶୁ-କିଶୋର କବିତା ସଂକଳନ “କବିତା ପଢ଼ ଆଗକୁ ବଢ଼” ପୁସ୍ତକ ଉନ୍ମୋଚିତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ସାହିତ୍ୟ ସଂସଦ ପକ୍ଷରୁ ବିଷୁବ ମିଳନ ଉତ୍ସବ ସ୍ଥାନୀୟ ରୋଟାରୀ ପବ୍ଲିକ ସ୍କୁଲ ଠାରେ ଅନୁଷ୍ଠିତ ହୋଇଛି। ଏ ଅବସରରେ କବୟିତ୍ରୀ ଶାନ୍ତିଲତା ରଥଙ୍କ ଶିଶୁ-କିଶୋର କବିତା ସଂକଳନ "କବିତା ପଢ଼ ଆଗକୁ ବଢ଼" ପୁସ୍ତକ ଉନ୍ମୋଚିତ…

Continue Readingକବୟିତ୍ରୀ ଶାନ୍ତିଲତା ରଥଙ୍କ ଶିଶୁ-କିଶୋର କବିତା ସଂକଳନ “କବିତା ପଢ଼ ଆଗକୁ ବଢ଼” ପୁସ୍ତକ ଉନ୍ମୋଚିତ

ସମର୍ପଣ ଏକାଡେମୀର ତୃତୀୟ କ୍ୟାମ୍ପସ୍ ଉଦ୍‌ଘାଟିତ

ଅନୁଗୁଳ: ଅଗ୍ରଣୀ ଶିକ୍ଷାନୁଷ୍ଠାନ ‘ସମର୍ପଣ ଏକାଡେମୀ’ର ତୃତୀୟ କ୍ୟାମ୍ପସ୍ ଗୁରୁବାର ଅନୁଗୁଳ ସହରର ମାଟିଆସାହି ଠାରେ ଉଦ୍‌ଘାଟିତ ହୋଇଛି। ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ, ବିଶିଷ୍ଟ ସମାଜସେବୀ ତଥା ସର୍ବୋଦୟ ନେତ୍ରୀ କୃଷ୍ଣା ମହାନ୍ତି ଓ ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କ୍…

Continue Readingସମର୍ପଣ ଏକାଡେମୀର ତୃତୀୟ କ୍ୟାମ୍ପସ୍ ଉଦ୍‌ଘାଟିତ

‘ଗୋ’ ହତ୍ୟା ନିଷେଧ ବିଲ କାର୍ଯ୍ୟକାରୀ ନେଇ ଜିଲ୍ଲାପାଳଙ୍କୁ ସ୍ମାରକ

ଅନୁଗୁଳ: ଅନୁଗୁଳ ପ୍ରାଣୀ ମଙ୍ଗଳ ଟ୍ରଷ୍ଟ ପକ୍ଷରୁ ରାଜ୍ୟରେ ଗୋ ହତ୍ୟା ନିଷେଧ ବିଲ ଏବଂ ଗୋ ସଂରକ୍ଷଣ ବିଲ-୨୦୨୪ କୁ କାର୍ଯ୍ୟକାରି କରିବା ନେଇ ଆଜି ଏକ ସ୍ମାରକପତ୍ର ଅନୁଗୁଳ ଜିଲ୍ଲାପାଳଙ୍କ ଜରିଆରେ ମାନ୍ୟବର ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଥିଲା।…

Continue Reading‘ଗୋ’ ହତ୍ୟା ନିଷେଧ ବିଲ କାର୍ଯ୍ୟକାରୀ ନେଇ ଜିଲ୍ଲାପାଳଙ୍କୁ ସ୍ମାରକ

ନାରୀ ସୁରକ୍ଷାରେ ରାଜ୍ୟ ସରକାର ବିଫଳ: ଅନୁଗୁଳ ଜିଲ୍ଲା କଂଗ୍ରେସର ମଶାଲ ଶୋଭାଯାତ୍ରା ଓ ବିକ୍ଷୋଭ

ଅନୁଗୁଳ: ନାରୀ ସୁରକ୍ଷାରେ ରାଜ୍ୟ ସରକାର ବିଫଳ ନାରା ଦେଇ ସୋମବାର ଅନୁଗୁଳର ସମସ୍ତ ବ୍ଲକ୍ ଏବଂ ନଗର ଅଞ୍ଚଳର ଜନଗହଳିପୂର୍ଣ୍ଣ ସ୍ଥାନରେ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସିଲିଣ୍ଡର ଦର ୫୦ ଟଙ୍କା ବୃଦ୍ଧିକୁ ମଧ୍ୟ କର୍ମୀମାନେ ବିରୋଧ…

Continue Readingନାରୀ ସୁରକ୍ଷାରେ ରାଜ୍ୟ ସରକାର ବିଫଳ: ଅନୁଗୁଳ ଜିଲ୍ଲା କଂଗ୍ରେସର ମଶାଲ ଶୋଭାଯାତ୍ରା ଓ ବିକ୍ଷୋଭ

ଆମ୍ବେଦକରଙ୍କ ୧୩୪ ତମ ଜୟନ୍ତୀ ପାଳିତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ପାଳଲହଡ଼ା ନିର୍ବାଚନମଣ୍ଡଳୀ ସ୍ତରୀୟ ଭାରତରତ୍ନ ବାବା ସାହେବ ବିଆର ଆମ୍ବେଦକରଙ୍କ ୧୩୪ ତମ ଜୟନ୍ତୀ ଶଙ୍ଖମୁର ପଞ୍ଚାୟତ ଖଣ୍ଡବେଡ଼ା ଅନୁସୂଚିତ ଜାତି ସାହିରେ ଅନୁଷ୍ଠିତ ହୋଇଛି। ମଣ୍ଡଳ ସଭାପତି କାର୍ତ୍ତିକ ହୃଦୟ ଚନ୍ଦନ ପ୍ରଧାନଙ୍କ ସଭାପତିତ୍ୱରେ ଆୟୋଜିତ…

Continue Readingଆମ୍ବେଦକରଙ୍କ ୧୩୪ ତମ ଜୟନ୍ତୀ ପାଳିତ

ବିଷୁବ ସଂକ୍ରାନ୍ତି ପରେ ପଣା ବାଣ୍ଟିଲେ ଅନୁଗୁଳ ଜିଲ୍ଲା ଟ୍ରକ ମାଲିକ ସଂଘ କର୍ମକର୍ତ୍ତା, ପଥଚାରୀଙ୍କ ତୃଷ୍ଣା ମେଣ୍ଟାଇ ଜଣାଇଲେ ନବ ବର୍ଷର ଶୁଭେଚ୍ଛା

ଅନୁଗୁଳ: ଅନୁଗୁଳ ଜିଲ୍ଲା ଟ୍ରକ ମାଲିକ ସଂଘ କାର୍ଯ୍ୟାଳୟରେ ମହାବିଷୁବ ସଂକ୍ରାନ୍ତି ପାଳିତ ହୋଇଛି। ନବ ନିର୍ବାଚିତ ସଂଘ ସଭାପତି ଅମରେଶ ଚନ୍ଦ୍ର ସ୍ୱାଇଁ, ସାଧାରଣ ସମ୍ପାଦକ ରଜତ ମହାପାତ୍ର, କୋଷାଧ୍ୟକ୍ଷ ଗୌତମଦେବ ସାହୁ, ସହ ସମ୍ପାଦକ ସୂର୍ଯ୍ୟକାନ୍ତ ସାମନ୍ତ, ସୁଶୀଲ…

Continue Readingବିଷୁବ ସଂକ୍ରାନ୍ତି ପରେ ପଣା ବାଣ୍ଟିଲେ ଅନୁଗୁଳ ଜିଲ୍ଲା ଟ୍ରକ ମାଲିକ ସଂଘ କର୍ମକର୍ତ୍ତା, ପଥଚାରୀଙ୍କ ତୃଷ୍ଣା ମେଣ୍ଟାଇ ଜଣାଇଲେ ନବ ବର୍ଷର ଶୁଭେଚ୍ଛା

କ୍ଳବ୍ ଗଣପତ୍ ପକ୍ଷରୁ ପଣା ବଣ୍ଟନ

ଅନୁଗୁଳ: ଓଡ଼ିଆ ନବ ବର୍ଷ,ହନୁମାନ ଜୟନ୍ତୀ ଏବଂ ମହାବିଷୁବ ସଂକ୍ରାନ୍ତି ଅବସରରେ ସ୍ଥାନୀୟ ଅମଲାପଡ଼ା କ୍ଳବ୍ ଗଣପତ ପକ୍ଷରୁ ପଥଚାରୀ ମାନଙ୍କୁ ବେଲ ଓ ଦହି ସରବତ ଆଦି ବଣ୍ଟନ କରାଯାଇଥିଲା। ଅନୁଗୁଳରେ ପ୍ରବଳ ଖରା ଓ ଝାଞ୍ଜି ପବନ ବହୁଥିବା…

Continue Readingକ୍ଳବ୍ ଗଣପତ୍ ପକ୍ଷରୁ ପଣା ବଣ୍ଟନ