ସମ୍ବିଧାନ ଦିବସରେ ଜାତୀୟ କର୍ମଶାଳା
ଅନୁଗୁଳ: ସ୍ଥାନୀୟ ମହିଳା ମହିଳା ବିଦ୍ୟାଳୟ ଠାରେ ଗତ ମଙ୍ଗଳବାର ସମ୍ବିଧାନ ଦିବସ ଅବସରରେ ଏକ ଜାତୀୟ କର୍ମଶାଳା ଆୟୋଜିତ ହୋଇଯାଇଛି। ମହାବିଦ୍ୟାଳୟ ଅଧ୍ୟକ୍ଷ ହୃଷୀକେଶ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କର୍ମଶାଳାରେ ମୁଖ୍ୟ ଅତିଥି ରୂପେ ବରିଷ୍ଠ ସରକାରୀ ଅଧିବକ୍ତା…
