ଅନୁଗୁଳରେ ମହିନ୍ଦ୍ରା ଲାଷ୍ଟ ମାଇଲ୍ ମୋବିଲିଟିର ନୂତନ ଡିଲରସିପ୍ ଉଦଘାଟିତ
ଅନୁଗୁଳ: ମହିନ୍ଦ୍ରା ଏବଂ ମହିନ୍ଦ୍ରା (M&M) ର ସହାୟକ କମ୍ପାନୀ ମହିନ୍ଦ୍ରା ଲାଷ୍ଟ ମାଇଲ ମୋବିଲିଟି ଲିମିଟେଡ୍ (MLMML) ପକ୍ଷରୁ ଆଜି ଅନୁଗୁଳରେ ଏକ ନୂତନ ଡିଲରସିପ୍ ଖୋଲାଯାଇଛି। ସ୍ଥାନୀୟ ତୁରୁଙ୍ଗ ନିକଟରେ ଲୋଟସ୍ ସେଲ୍ ଏବଂ ସର୍ଭିସ ନାମରେ ଏହି…
